Wed. Oct 14th, 2026

ଦିଲ୍ଲୀ- ଏନ୍‌ସିଆର ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା। ମଙ୍ଗଳବାର ଅପରାହ୍ନ ୨.୫୩ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେସମୋଲୋଜି ସେଣ୍ଟର ଅନୁଯାୟୀ, ଭୂକମ୍ପର ତୀବ୍ରତା ୬.୨ ମାପ କରାଯାଇଛି। ଏହାର କେନ୍ଦ୍ର ନେପାଳରେ ରହିଥିବା ବେଳେ ଗଭୀରତା ପୃଥିବୀ ପୃଷ୍ଠରୁ ୧୦ କିଲୋମିଟର ଦୂରରେ ରହିଛି । ଭୂକମ୍ପ ଯୋଗୁ ଲୋକମାନେ ଭୟଭୀତ ହେଇ ବାହାରକୁ ଚାଲିଆସିଥିଲେ। ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି।

Leave a Reply

Your email address will not be published. Required fields are marked *