Mon. Nov 30th, 2026

Author: Sadba Odisha

ଜୈବ ସାର ବ୍ୟବହାର ର ପ୍ରଶିକ୍ଷଣ ତାଲିମ୍ କାର୍ଯ୍ୟକ୍ରମ

କୋରାପୁଟ: ଆଜି ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ ଲକ୍ଷ୍ନୌ ତରଫରୁ ସେମିଳିଗୁଡା ବ୍ଲକର ପୁଟସିଲ ଓ ଲକ୍ଷ୍ମୀପୁର ବ୍ଲକ ର କାନପlଡ଼ି ଗାଁ ଠାରେ ଜୈବ ସାରର ବ୍ୟବହାର ଓ ଲାଭ ସମ୍ପର୍କରେ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାଷ୍ଟ୍ରୀୟ…

ଭୂତତ୍ତ୍ୱବିତଙ୍କ ବଡ଼ ସଫଳତା, ପାଞ୍ଚ ମାସ ପୂର୍ବରୁ ଜାଣିହେବ ହେବ ଆଗ୍ନେୟ ଉଦଗୀରଣ

ଭୂତତ୍ତ୍ୱବିତମାନଙ୍କୁ ବଡ଼ ସଫଳତା। ପାଞ୍ଚ ମାସ ପୂର୍ବରୁ ଆଗ୍ନେୟଗିରି ଉଦ୍ଗୀରଣକୁ ସଫଳତାର ସହିତ ପୂର୍ବାନୁମାନ କରଛନ୍ତି। ନୂତନ ପୂର୍ବାନୁମାନ ପ୍ରଣାଳୀର ବିକାଶ କରି ଅନୁସନ୍ଧାନକାରୀମାନଙ୍କର ଏକ ଦଳ ଏକ ନୂତନ ମଡେଲ ପ୍ରସ୍ତୁତ କରିଛନ୍ତି ଯାହା ଆଗରୁ ଆଗ୍ନେୟଗିରିର ଉଦୟ ହେବାର…

ପୁରୀ ଜଗନ୍ନାଥ ପରି ଭବ୍ୟ ଓ କାଶୀ ବିଶ୍ୱନାଥଠୁ ପୁରାତନ ବିନ୍ଦୁ ମାଧବ ମନ୍ଦିର

ଭାରତ ଇତିହାସର ସାକ୍ଷୀ ଭାବେ ଉଭା ହୋଇଥାଏ ଭାରତୀୟ ମନ୍ଦିର। ସେ ପୁରୀର ଜଗନ୍ନାଥ ମନ୍ଦିର ହେଉ ଅବା ପଞ୍ଚଗଙ୍ଗା ଘାଟର ବିନ୍ଦୁ ମାଧବ ମନ୍ଦିର। ଔରେଙ୍ଗଜେବଙ୍କ ରାଜୁତି ସମୟରେ ବହୁ ହିନ୍ଦୁ ମନ୍ଦିରକୁ ଧ୍ୱଂସ କରାଯାଇଥିଲା । ସେଥିମଧ୍ୟରୁ କାଶୀ…

ଧାର୍ମିକ ସ୍ୱାଧୀନତା ରିପୋର୍ଟକୁ ନେଇ ଭୋଟ ବ୍ୟାଙ୍କ ବଢାଉଛି ଆମେରିକା : ଭାରତ

ଧାର୍ମିକ ସ୍ୱାଧୀନତା ଉପରେ ଆମେରିକାର ରିପୋର୍ଟକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆମେରିକାକୁ ଉଚିତ୍ ଉତ୍ତର ଦେଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଆମେ ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଏବଂ ଆମେରିକାର ବରିଷ୍ଠ ଅଧିକାରୀଙ୍କ ଭୁଲ ତଥ୍ୟ…

କିଡନୀ ରୋଗକୁ କମ୍ କରିବ କଫି

ଦିନକୁ ଗୋଟିଏ କପ୍ କଫି ଭଲ କରିପାରିବ କିଡନୀ ରୋଗ। କଥାଟି କୌତୁହଳ ଲାଗୁଥିଲେ ମଧ୍ୟ ଏକ ରିସର୍ଚ୍ଚରୁ ଏହା ସ୍ପଷ୍ଟ ହୋଇଛି। ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ଦିନକୁ ଅତି କମ୍ରେ ଗୋଟିଏ କପ୍ କଫି ପିଇବା ଦ୍ୱାରା…

ପରିବେଶ ପାଇଁ କିପରି ଥିଲା ସି-ଭେଟରଙ୍କ ସର୍ଭେ

ସବୁଠି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଥିବା ବେଳେ ପରିବେଶ ସହ ଜଡିତ ପ୍ରସଙ୍ଗରେ ଲୋକଙ୍କ ମତାମତ ଜାଣିବା ନିହାତି ଆବଶ୳କ। ସେଥିପାଇଁ ସମଗ୍ର ଭାରତରେ ସି-ଭୋଟରଙ୍କ ଦ୍ବାରା କରାଯାଇଥିବା ଦେଶବ୍ୟାପୀ ସର୍ଭେରେ ଏହା ପ୍ରକାଶ ପାଇଛି। ଅନିୟମିତ ନମୁନା ସଂଗ୍ରହ…

ଇମ୍ରାନଙ୍କୁ ହତ୍ୟା ଗୁଜବ

ପାକିସ୍ତାନରେ ହାଇଡ୍ରାମା। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ହତ୍ୟା ଗୁଜବ ପାକିସ୍ତାନରେ ଚାଂଚଲ୍ୟ ଖେଳାଇ ଦେଇଛି। ଏଥିନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଇସଲାମବାଦରେ ପୋଲିସ ହାଇ ଆଲର୍ଟରେ ରହିବା ସହ ୧୪୪ ଧାରା ଜାରି କରାଯାଇଛି । ଇମ୍ରାନଙ୍କ ଘର…

ବ୍ୟବସାୟିକ ପେଣ୍ଠସ୍ଥଳୀରେ ପରିବର୍ତ୍ତନ ହେବ ତ୍ରିକୋମାଲି ବନ୍ଦର . ଶ୍ରୀଲଙ୍କା ସରକାର ଲୋଡିଲେ ବିଶ୍ୱ ସମୁଦାୟର ସାହାର୍ଯ୍ୟ

ଶ୍ରୀଲଙ୍କା ସରକାର ତ୍ରିକୋମାଲି ବନ୍ଦରକୁ ଇଣ୍ଡଷ୍ଟ୍ରିଆଲ ହବ ବା ବ୍ୟବସାୟିକ ପେଣ୍ଠସ୍ଥଳୀରେ ପରିଣତ କରିବା ପାଇଁ ଘୋଷଣା କରିସାରିଛି । ଏଥିପାଇଁ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ନେଇ ସୂଚନା ମିଳିଛି । ଆର୍ଥିକସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଏହି…

ଶଙ୍କରାଚାର୍ଯ୍ୟଙ୍କ କାବ୍ୟର ଭୁଲ ବ୍ୟାଖ୍ୟା,ବିବାଦରେ ଆଇଆଇଟି ସହକାରୀ ପ୍ରଫେସର

କାଠଗଡ଼ାରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀର ସହକାରୀ ପ୍ରଫେସର ଦିବ୍ୟା ଦ୍ୱିବେଦୀ। ଆଦି ଶଙ୍କରାଚାର୍ୟ୍ୟଙ୍କ ଶ୍ଲୋକ ‘ଭଜ ଗୋବିନ୍ଦମ୍ ମୁଢମତେ’ର ଭୁଲ ବ୍ୟାଖ୍ୟାକୁ ନେଇ ବିବାଦ ଏବେ ଚରମସୀମାରେ ପହଞ୍ଚିଛି। ଇଣ୍ଟରନେଟ ମିଡିଆରେ ଭୁଲ ବ୍ୟାଖ୍ୟା କରାଯାଇଥିବା ପାରାଗ୍ରାଫର…

ସମାନ ଦିଶୁଥିଲେ ବି କ’ଣ ରହିଛି ଏହି ଦୁଇ ଗ୍ରହ ମଧ୍ୟରେ ପାର୍ଥକ୍ୟ?

ସୌରମଣ୍ଡଳରେ ଘୂରି ବୁଲୁଛନ୍ତି ଅସଂଖ୍ୟ୳ ଗ୍ରହ, ଉପଗ୍ରହ, ନକ୍ଷତ୍ର ଓ ତାରାପୁଞ୍ଜ। ତେବେ ୮ଟି ମୁଖ୳ ଗ୍ରହ ମଧ୍ୟରୁ ଆମେ କଥା ହେବା ୟୁରେନ୍ସ ଓ ନେପଚୁନ ବିଷୟରେ। ଯଦିଓ ସେମାନେ ସମାନ ରଙ୍ଗରେ ରଙ୍ଗ ହୋଇଥିବା ପରି ଦେଖାଯାଆନ୍ତି, ହେଲେ…