Mon. Nov 30th, 2026

Author: Sadba Odisha

ନବଜ୍ୟୋତି ବିଜ୍ଞାନ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ +୨ ୧ମ ବାର୍ଷିକ ନବାଗତଙ୍କୁ ସ୍ୱାଗତ ଅଭିନନ୍ଦନ

ଭୁବନେଶ୍ୱର : ୧୩/୯ ଆଜି ଦିବା ୧୧ ଘଟିକା ସମୟରେ ଭୁବନେଶ୍ୱର ଶିଶୁପାଳଗଡ ସ୍ଥିତ ଉକ୍ତ ଅନୁଷ୍ଠାନରେ ଅନୁଷ୍ଠାନର ସଂପାଦକ ଶିକ୍ଷାବିତ୍ ଶ୍ରୀକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ୧୪ଦଶ ବାର୍ଷିକ ସ୍ୱାଗତ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ…

ଜମି ବାଡ଼ି ବିବାଦକୁ ନେଇ ଗଡିଲା ମୁଣ୍ଡ

ଜମି ବାଡ଼ି ବିବାଦକୁ ନେଇ ଗଡିଲା ମୁଣ୍ଡ । ସାମାନ୍ୟ ବଚସାରୁ ଟାଙ୍ଗିଆରେ ହାଣିଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଆମ୍ବସରଭଟା ଗାଁରେ । ସୂଚନା ଅନୁସାରେ ଆଜି ସକାଳେ ଜମି ବାଡି…

ସୁବର୍ଣ୍ଣପୁର ମହୁଲେ ଗାଁରେ ଅବକାରୀ ଚଢ଼ଉ,ଦେଶୀ ମଦ ଜବତ ଓ ୪ ଗିରଫ

ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ମହୁଲେ ଗାଁ ର ଏକ ଜଙ୍ଗଲ ରୁ ଅବକାରୀ ବିଭାଗ ବେଆଇନ ଦେଶୀ ମଦ ରନ୍ଧା ସ୍ଥାନରେ ରେଡ କରି ୪ଜଣଙ୍କୁ ଗିରଫ କରିଛି। ସେମାନେ ଚାରି ଜଣ ହେଲେ ମହୁଲେ ଗାଁ ର ବାବୁଲା…

ମହିଳା ଆୟୋଗ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ : ପ୍ରତିଟି ପରିବାର ସଦସ୍ୟ ମାନଙ୍କ ମଧ୍ୟରେ ସ୍ନେହ, ଶାନ୍ତି ଓ ବୁଝାମଣା ରହିବା ସହ ପରିବାରରେ ମହିଳାଟିଏ ଯେପରି ସମ୍ମାନ ପାଇପାରିବ ସେଥିପାଇଁ ମହିଳା କମିଶନ ସର୍ବଦା ଚେଷ୍ଟିତ ବୋଲି କହିଛନ୍ତି ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ଡଃ…

ବୁଲୁଛନ୍ତି ନକଲି ଡାକ୍ତର, ପ୍ରଶାସନ ନଜର ଆଢୁଆଳରେ ବ୍ୟବସାୟ!

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ନକଲି ଡାକ୍ତର ବେଧଡ଼କ ଭାବରେ ଘର ଘର ବୁଲି ରୋଗୀ ଙ୍କୁ ଚିକିତ୍ସା କରୁଥିବା ସହ ବିଚ ରାସ୍ତା ରେ ଔଷଧ ବିକୁଛନ୍ତି । ତେବେ ପ୍ରଶାସନ ଏହି ନକଲି ଡାକ୍ତର ଙ୍କ…

ଅସହାୟ ବୃଦ୍ଧ ପାଇଁ ନାକେଦମ ମେଡିକାଲ କର୍ମଚାରୀ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜଣେ ଅସହାୟ ବୃଦ୍ଧଙ୍କ ପାଇଁ ମେଡିକାଲ୍ କର୍ମଚାରୀ ନାକେଦମ୍ ହେଲେଣି। ରାସ୍ତା ରେ ପଡ଼ିଥିବା ଜଣେ ଅସହାୟ ବୃଦ୍ଧ କୁ ପୋଲିସ ପ୍ରଶାସନ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି…

ରାୟଗଡାରେ ତୃତୀୟ ରାଷ୍ଟ୍ରିୟ ଲୋକଅଦାଲତ ଅନୁଷ୍ଠିତ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ତତ୍ତ୍ବାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ତୃତୀୟ ରାଷ୍ଟ୍ରିୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି l ଏହି ଲୋକ ଅଦାଲତରେ ରାୟଗଡା ଜିଲ୍ଲା ମୂଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶିପୁର ରେ ଦୀର୍ଘ…

ଶ୍ରୀଜୀଉମାନଙ୍କ ବଣଭୋଜି ବେଶ

ଆଜି ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବଣଭୋଜି ବେଶ ଅନୁଷ୍ଠିତ ହେବ । ହାତରେ ବାଡି ଆଉ ଶିକାରେ ଲହୁଣୀ ଧରି ବେଶ ହୋଇଥାନ୍ତି କଳା ଗୋରା ଦୁଇ ଠାକୁର । ଗଜପତି…

ଆରଟିଓଙ୍କ ଅଚାନକ ଚଢାଉ, ମଦ୍ୟପ ଯୁବକଙ୍କୁ ଜୋରିମାନା

ଗୁରୁବାର ବିଳମ୍ବିତ ରାତ୍ରୀରେ ଆର୍ ଟି ଓ ରବିନ୍ ପଟ୍ଟନାୟକଙ୍କ ନେତୃତ୍ବରେ ବଡ଼ଦାଣ୍ଡରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଅଛନାକ ଚଢ଼ାଉ କରାଯାଇଥିଲା।ଚଢ଼ାଉ ସମୟର ଜନୈକ ଯୁବକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଥିଲା।ଅଧିକାରୀମାନେ ଯୁବକଙ୍କୁ ଅଟକାଇ ଥିଲେ ମଧ୍ୟ…

ପୁରୀ ନୂଆ ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ଭୂମି ପୂଜନ

ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନୂଆ ଭାବେ ନିର୍ମାଣ କରାଯିବ। ରେକର୍ଡ ରୁମ ପାର୍ଶ୍ଵରେ ଜମି ଚିହ୍ନଟ ହୋଇ ଡିପିଆର ପ୍ରସ୍ତୁତ ହୋଇଛି। ଏଥିପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ସମର୍ଥ ବର୍ମା ନଡ଼ିଆ ବାଡେଇ ନୂତନ ବିଲ୍ଡିଂ ପାଇଁ ଶୁଭ…