ଦୀପାବଳୀ ପାଳିଲେ ବର୍ଣ୍ଣବୋଧ ପାଠଶାଳାର କୁନିକୁନି ପିଲା
ଶୁଭ ଦୀପାବଳୀ ଉପଲକ୍ଷେ ଯଶୋଦା ମା ଫାଉଣ୍ଡେସନର ପ୍ରତିଷ୍ଠାତା ନିବେଦିତା ଲେଙ୍କାଙ୍କ ଅଧ୍ୟକ୍ଷତାରେ ନିଳାଦ୍ରୀ ବିହାର ସ୍ଥିତ ଲକ୍ଷ୍ମୀ ମଣ୍ଡପରେ ବର୍ଣ୍ଣବୋଧ ପାଠଶାଳାର ୧୨୦ ପିଲାଙ୍କୁ ଏକ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ରାଜ୍ୟ ପାଇକ ଆଖଡ଼ାର ରାଜ୍ୟ…