Mon. Nov 30th, 2026

Author: Sadba Odisha

ସୁବର୍ଣ୍ଣପୁରରେ ଅବକାରୀ ଚଢ଼ଉ,୪୭ କେଜି ଗଞ୍ଜେଇ ଜବତ,୫ ଜଣ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଦ୍ବାରା ଚଢାଉ କରି ୪୭ କେଜି ଗଞ୍ଜେଇ ଜବତ କରିଥିବାବେଳେ ୫ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅବକାରୀ ବିଭାଗର ପାଟ୍ରୋଲିଂ ଟିମ ବିନିକା ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ସଂସାମୁରା ଛକ…

ଶିଶୁ ଶ୍ରମିକ ଉଚ୍ଛେଦ ସଚେତନତା ରଥ ଉଦଘାଟିତ

ପୁରୀ : ପ୍ରତିଟି ଶିଶୁ ଇଶ୍ଵର ଙ୍କ ସନ୍ତାନ।ପ୍ରତିଟି ଶିଶୁ ମଧ୍ୟରେ ପ୍ରତିଭା ରହିଛି।ଏହାକୁ ବିକଶିତ କରାଗଲେ ସେ ସମାଜ ପାଇଁ ସମ୍ବଳ ପାଲଟିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ।ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ…

“ମହାଶକ୍ତି ମା’ ଭଗବତୀ” ପୁସ୍ତକ ସମର୍ପିତ

"ମହାଶକ୍ତି ମା' ଭଗବତୀ" ପୁସ୍ତକ ସମର୍ପିତ । ବାଣପୁର - ଓଡ଼ିଶାର ପ୍ରଖ୍ୟାତ ପର୍ଯ୍ୟଟନସ୍ଥଳୀ ,ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା' ଭଗବତୀ ଙ୍କ ମହିମା ଓ ମନ୍ଦିରର ଇତିହାସ, ନୀତିକାନ୍ତି, ପର୍ବପର୍ବଣୀ,ଜାନିଯାତ କୁ ଆଧାର କରି ବହୁ ଲୋକ କଥା,…

ଟ୍ରେନ ଦୁର୍ଘଟଣା ସ୍ଥିତି ସମୀକ୍ଷା ପାଇଁ ଓଡିଶା ପହଁଚୁଛନ୍ତି ପ୍ରଧାନମନ୍ତ୍ରୀ

ଗତକାଲି ବାଲେଶ୍ୱର ଜିଲ୍ଲା ବାହନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଦୁଇଟି ସୁପର୍‌ ଫାଷ୍ଟ ଓ ଗୋଟିଏ ମାଲ୍‌ଗାଡ଼ି ମଧ୍ୟରେ ଦୁର୍ଘଟଣାରେ ୨୩୮ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୯ ଶହରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ବୋଲି ମୁଖ୍ୟ…

ଚିଲିକା ପାରମ୍ପରିକ ମତ୍ସ୍ୟଜୀବୀ ପାଳନକଲେ” ୨୪ତମ ଶହୀଦ ଦିବସ”

ଖୋର୍ଦ୍ଧା : ୧୯୯୯ ମସିହା ଆଜିର ଦିନରେ ଖୋର୍ଦ୍ଧା ଜିଲ୍ଲା ସୋରଣ ଗ୍ରାମ ଘୋଡାଦୌଡ ଠାରେ ଚିଲିକା ମତ୍ସ୍ୟଜୀବୀ ସଂଗଠନ ତରଫରୁ ଚିଲିକା ଅଧିକାର ବିଲ୍,ଏକକ ଅଧିକାର ଓ ଚିଲିକାର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ଚାଲିଥିବା ସମୟରେ ମତ୍ସ୍ୟଜୀବୀ ସଂଘ…

ଯୁବକ ଓ ଯୁବତୀ ଙ୍କ ଝୁଲନ୍ତା ଶବ ଉଦ୍ଧାର

ଉମରକୋଟ-ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଭାମିନି ପଞ୍ଚାୟତ ର ବୈପାରି ଭଟା ଜଙ୍ଗଲ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକ ଓ ଯୁବତୀ ଙ୍କ ଝୁଲନ୍ତା ଶବ ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ଉମରକୋଟ ପୋଲିସ୍…

ପଛୁଆ ବର୍ଗ ସର୍ଭେ କାର୍ଯ୍ୟ ବୁଲି ଦେଖିଲେ ରାଜ୍ୟ ପର୍ଯ୍ୟବେକ୍ଷକ

ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସର୍ଭେର ଅଗ୍ରଗତି ତଦାରଖ ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ତଥା ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିରେନ୍ଦ୍ର କରକରା ଆଜି ରାୟଗଡ଼ା ଜିଲ୍ଲାରେ ଆସି…

ମହିଳା ସ୍ୱାସ୍ଥ୍ୟ କର୍ମୀ ମଞ୍ଜୁଲତା ମହାରଣା ପାଇବେ ଚଳିତ ବର୍ଷର ଜାତୀୟ ଫ୍ଲୋରେନ୍ସ ନାଇଟଏଙ୍ଗଲ ପୁରସ୍କାର

କଣାସ- ପୁରୀ ଜିଲ୍ଲାର କଣାସ ବ୍ଲକ ସାହାସପୁର ଉପକେନ୍ଦ୍ରର ମହିଳା ସ୍ବାସ୍ଥ୍ୟ କର୍ମୀ ଶ୍ରୀମତୀ ମଞ୍ଜୁଲତା ମହାରଣା ଚଳିତ ସମ୍ମାନଜନକ ଜାତୀୟ ଫ୍ଲୋରେନ୍ସ ନାଇଟଏଙ୍ଗଲ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଭାରତୀୟ ନର୍ସିଂ କଉନ୍ସିଲର ଯୁଗ୍ମ ସଚିବ ଏ ସଂପର୍କରେ…

ପୁରୀରେ ପରିବହନ ବିଭାଗର ନିର୍ଦ୍ଦେଶକୁ ଅବମାନନା

ପୁରୀରେ ପରିବହନ ବିଭାଗର ନିର୍ଦ୍ଦେଶକୁ ଅବମାନନା। ବସରେ ଲାଗିପାରୁନି ରୁଟ୍ ଚାର୍ଟ ଏବଂ ଧାର୍ଯ୍ୟ ଭଡ଼ାର ସୂଚନା। ଫଳରେ ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡ଼ା ଆଦାୟ ନେଇ ଯାତ୍ରୀଙ୍କୁ ଶୋଷଣ କରୁଛନ୍ତି କିଛି ଅସାଧୁ ବସ୍ ମାଲିକ। ପୁରୀ ବସଷ୍ଟାଣ୍ଡରୁ…

ମହାପ୍ରଭୁଙ୍କ ଦର୍ଶନ କଲେ ନୂଆ ଗଣଶିକ୍ଷା ମନ୍ତ୍ରୀ

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶରଣରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ |ଗତକାଲି ସନ୍ଧ୍ୟା ସମୟରେ ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ପୁରୀ ଗସ୍ତ ରେ ଆସି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି l ସିଂହଦ୍ୱାର…