ମହାପ୍ରଭୁଙ୍କ ଦର୍ଶନ କଲେ ନୂଆ ଗଣଶିକ୍ଷା ମନ୍ତ୍ରୀ

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶରଣରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ |ଗତକାଲି ସନ୍ଧ୍ୟା ସମୟରେ ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ପୁରୀ ଗସ୍ତ ରେ ଆସି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି l ସିଂହଦ୍ୱାର ନିକଟରୁ ସେବାୟତ ଓ ଶ୍ରୀ ମନ୍ଦିର ଅଧିକାରୀ ତାଙ୍କୁ ଶ୍ରୀ ମନ୍ଦିର ମଧ୍ୟକୁ ପାଛୋଟି ନେଇଥିଲେ | ନୂତନ ଶିକ୍ଷା ମନ୍ତ୍ରୀ ଭାବେ ସୁଦାମ ମାରାଣ୍ଡି ଦାୟୀତ୍ୱ ନେବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପାର୍ଶ୍ଵ ଦେବା ଦେବୀ ମନ୍ଦିର ଦର୍ଶନ କରି ପ୍ରାୟ 40ମିନିଟ ଶ୍ରୀମନ୍ଦିର ମଧ୍ୟରେ ଅତିବାହିତ କରିଥିଲେ |

You May Also Like

More From Author

+ There are no comments

Add yours