Sun. Nov 29th, 2026

Author: Sadba Odisha

ବିଶୁଦ୍ଧ ଜଳ ନାଁରେ ବିଷ ପିଉଛନ୍ତି ଦେଶବାସୀ

ଜଳ ନୁହେଁ ଜହର ପିଉଛନ୍ତି ଦେଶବାସୀ । ଏକଥା ସ୍ୱୀକାର କରିଛନ୍ତି ଖୋଦ୍ ସରକାର । ରାଜ୍ୟସଭାର ପ୍ରଶ୍ନୋତ୍ତର ସମୟରେ ଏହି ତଥ୍ୟ ପ୍ରକାଶ କରିଛନ୍ତି। ରିପୋର୍ଟ ମୁତାବକ, ୨୫ ରାଜ୍ୟର ୨୦୯ ଜିଲ୍ଲାରେ ଜଳ ଜହର ପାଲଟିଛି । କାରଣ…

ସାତକୋଶିଆକୁ ରାମସାରର ମାନ୍ୟତା

ଚଳିତ ବର୍ଷ ଓଡ଼ିଶାର ସାତକୋଶିଆର ଗର୍ଜ ଆର୍ଦ୍ରଭୂମିରେ ରାମସାର କ୍ଷେତ୍ରର ମୋହର ବାଜିଛି। ଏହି ଗର୍ଜ ହେଉଛି ଦୁଇ ପର୍ବତ ମଧ୍ୟରେ ସଙ୍କୁଚିତ ଜଳ ମାର୍ଗ। ଏଥି ସହିତ ଦେଶର ଆଉ ୧୦ ଆର୍ଦ୍ରଭୂମିକୁ ବି ଏହି ମାନ୍ୟତା ମିଳିଛି। ଫଳରେ…

ମୁଣ୍ଡବିନ୍ଧାର କାରଣ ଓ ଘରୋଇ ଉପଚାର

ସାଧାରଣତଃ ମୁଣ୍ଡବିନ୍ଧା ହେଲେ ଆମକୁ ବିରକ୍ତ ଲାଗିଥାଏ। ପାଚନ ପ୍ରଣାଳୀ ଓ ଯକୃତ ଅବ୍ୟବସ୍ଥା ଏହାର ମୁଖ୍ୟ କାରଣ । ମୁଣ ବିନ୍ଧା ଦୃଷ୍ଟିଶକ୍ତିରେ ଦୋଷ, ସାଇନସ୍ ପ୍ରଦାହ, ଅନିଦ୍ରା, ଭୂତାଣୁ ସଂକ୍ରମଣ, ହାଇ ବ୍ଲଡ୍ ପ୍ରେସର, ଅଜୀର୍ଣ୍ଣ, ମଳବଦ୍ଧତା, ମସ୍ତିଷ୍କରେ…

ବୃକ୍ଷରୋପଣର ଲକ୍ଷ୍ୟ ହାସଲ କରିପାରୁନି ଓଡ଼ିଶା: ସିଏଜି

ରାଜ୍ଯରେ ସବୁଜ ପରିବେଶ ଗଢି ତୋଳିବାରେ ସରକାରଙ୍କ ପକ୍ଷରୁ ବହୁ ଯୋଜନା କାର୍ଯ୳କାରୀ ହେଉଛି। ଏଥି ପାଇଁ ରାଜକୋଷରୁ ଅର୍ଥ ମଧ୍ଯ ଦିଆଯାଉଛି। ତେବେ ଓଡ଼ିଶାରେ ବୃକ୍ଷରୋପଣ ଧାର୍ଯ୍ଯ କରାଯାଇଥିବା ଟାର୍ଗେଟ ଅନୁସାରେ ପୂରା ହୋଇପାରୁନାହିଁ। ଯାହାକୁ ନେଇ କମ୍ପଟ୍ରୋଲର ଏବଂ…

ଭାରତ ଓ ପାକିସ୍ତାନରେ ନାରୀକୁ ସମ୍ମାନ ଦେବାରେ ଦ୍ରୌପଦୀ ଓ ମଲାଲାଙ୍କ ଅବଦାନ

ଏ ଧରିତ୍ରୀ ବହୁ ମହାପୁରୁଷଙ୍କୁ ଜନ୍ମ ଦେଇଛି। ସୁସ୍ଥ ସମାଜ ପାଇଁ ମହିଳାମାନଙ୍କର ଏକ ବିଶେଷ ଭୂମିକା ରହିଛି। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହୁଅନ୍ତୁ ଅବା ପାକିସ୍ତାନର ନୋବେଲ ବିଜୟିନୀ ମଲାଲା ୟୁସୁଫଜାଇ। କେବଳ ମାତୃତ୍ବ ନୁହେଁ, ସବୁ କ୍ଷେତ୍ରରେ…

5G ଲଞ୍ଚ୍‌ ନେଇ ରିଲାଏନ୍ସ ଜିଓର ଇସାରା

ନିଲାମୀ ଶେଷ ହୋଇଛି ଫାଇଭ-ଜି(5G) ସ୍ପେକ୍ଟ୍ରମ। ତେବେ ଏଥିରେ ଆଗରେ ରହିଛି ରିଲାଏନ୍ସ ଜିଓ। ଏବେ ରିଲାଏନ୍ସ ଜିଓ ସାରା ଦେଶରେ 5G ଲଞ୍ଚ୍‌ କରିବା ପାଇଁ ପ୍ରସ୍ତୁତ ହେଉଛି। ଯଦିଓ 5G ପ୍ଲାନ୍‌ ଓ ଟ୍ରାଏଲ୍‌ ନେଇ ରିଲାଏନ୍ସ ଜିଓ…

ଗାଡ଼ି ମାର୍କେଟରେ ଲୋକଙ୍କ ମାରୁତି ସୁଜୁକି କ୍ରେଜ୍

ଆଜିର ଅଟୋମୋବାଇଲ୍ସ ଯୁଗରେ ଗୋଟିଏ ପରେ ଗୋଟିଏ ଭଳିକି ଭଳି ଗାଡ଼ି ବଜାରକୁ ଆସିଲାଣି। ଗାଡ଼ି ମାର୍କେଟରେ ଇଞ୍ଜିନିୟର୍ସମାନଙ୍କ ମଧ୍ୟରେ ନୂଆ ଏବଂ ଗ୍ରାହକମାନଙ୍କର ମନମୁତାବକ ଗାଡ଼ି ଯୋଗାଇଦେବା ପାଇଁ ଲାଗିଛି ପ୍ରତିଯୋଗିତା। ପୂର୍ବରୁ ତଥା ଏ ଯାଏଁ ମଧ୍ୟ ଲୋକମାନେ…

ହୁସିଆର ହୋଇ ବ୍ୟବହାର କରନ୍ତୁ ହ୍ୱାଟ୍ସଆପ୍

ଆଜିର ଆଧୁନିକ ଜୀବନରେ ଛୋଟରୁ ଅତି ବଡ଼ କାମ ପାଇଁ ବି ଆମେ ଦରକାର କରିଥାଉ ହ୍ୱାଟ୍ସଆପ୍। ଅଫିସ୍ ହେଉ ବା ଘର, ଏହା ଏହି ଆପ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଦୁଇ ବିଲିୟନରୁ ଅଧିକ ଉପଭୋକ୍ତା…

କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ନମ୍ବର ୱାନ

କନ୍ଦମୂଳ ଉତ୍ପାଦନରେ ଓଡିଶା ନଂ 1 । ବିଧାନସଭାର ଶୂନ୍ୟକାଳରେ ଏହି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ରାଜ୍ୟର ବିଭିନ୍ନ ପନିପରିବା ଏବଂ ଫଳମୂଳର ଉତ୍ପାଦନ, ସଂରକ୍ଷଣ ଏବଂ ବଜାର ବ୍ୟବସ୍ଥାକୁ ନେଇ ଗୃହରେ ସରଗରମ ଆଲୋଚନା…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୋଦିଙ୍କ ସମ୍ମାନଜନକ ଚିଠି

ଦେଶର ସର୍ବୋଚ୍ଚ ଆସନର ଅଧିକାରିଣୀ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଦେଶ ଉତ୍ସବ ପାଳୁଛି। ଅନ୍ୟପକ୍ଷରେ ରାମ ନାଥ କୋବିନ୍ଦ ରାଷ୍ଟ୍ରପତି ପଦରୁ ଅବସର ନେବାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର…