0 min read
Latest Trending

ଗାଡ଼ି ମାର୍କେଟରେ ଲୋକଙ୍କ ମାରୁତି ସୁଜୁକି କ୍ରେଜ୍

ଆଜିର ଅଟୋମୋବାଇଲ୍ସ ଯୁଗରେ ଗୋଟିଏ ପରେ ଗୋଟିଏ ଭଳିକି ଭଳି ଗାଡ଼ି ବଜାରକୁ ଆସିଲାଣି। ଗାଡ଼ି ମାର୍କେଟରେ ଇଞ୍ଜିନିୟର୍ସମାନଙ୍କ ମଧ୍ୟରେ ନୂଆ ଏବଂ ଗ୍ରାହକମାନଙ୍କର ମନମୁତାବକ ଗାଡ଼ି ଯୋଗାଇଦେବା ପାଇଁ ଲାଗିଛି ପ୍ରତିଯୋଗିତା। ପୂର୍ବରୁ [more…]

1 min read
Latest ଦେଶ ବିଦେଶ

ହୁସିଆର ହୋଇ ବ୍ୟବହାର କରନ୍ତୁ ହ୍ୱାଟ୍ସଆପ୍

ଆଜିର ଆଧୁନିକ ଜୀବନରେ ଛୋଟରୁ ଅତି ବଡ଼ କାମ ପାଇଁ ବି ଆମେ ଦରକାର କରିଥାଉ ହ୍ୱାଟ୍ସଆପ୍। ଅଫିସ୍ ହେଉ ବା ଘର, ଏହା ଏହି ଆପ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ [more…]

1 min read
Latest ଓଡ଼ିଶା ରାଜନୀତି

କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ନମ୍ବର ୱାନ

କନ୍ଦମୂଳ ଉତ୍ପାଦନରେ ଓଡିଶା ନଂ 1 । ବିଧାନସଭାର ଶୂନ୍ୟକାଳରେ ଏହି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ରାଜ୍ୟର ବିଭିନ୍ନ ପନିପରିବା ଏବଂ ଫଳମୂଳର ଉତ୍ପାଦନ, ସଂରକ୍ଷଣ ଏବଂ ବଜାର [more…]

0 min read
Latest ଦେଶ ଖବର ଦେଶ ବିଦେଶ

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୋଦିଙ୍କ ସମ୍ମାନଜନକ ଚିଠି

ଦେଶର ସର୍ବୋଚ୍ଚ ଆସନର ଅଧିକାରିଣୀ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଦେଶ ଉତ୍ସବ ପାଳୁଛି। ଅନ୍ୟପକ୍ଷରେ ରାମ ନାଥ କୋବିନ୍ଦ ରାଷ୍ଟ୍ରପତି ପଦରୁ ଅବସର ନେବାର ଗୋଟିଏ ଦିନ [more…]

0 min read
Latest ଦେଶ ଖବର ଦେଶ ବିଦେଶ

ଥମୁନି ର୳୲ଗିଂ ନିଆଁ; ତକିଆ ସହ ସେକ୍ସ କରିବାକୁ କହୁଛନ୍ତି ସିନିଅର

ବର୍ତ୍ତମାନର ସମାଜରେ ର୳୲ଗିଂ ଏକ ଅଦୃଶ୳ ଅସ୍ତ୍ର ରୂପେ ଯୁବପିଢିଙ୍କୁ କୁମାନସିକତା ଆଡ଼କୁ ନେଇଯାଉଛି। ସବୁ ପ୍ରୟାସ ପରେ ବି ରାଙ୍ଗି ଥମିବାର ନାଁ ଧରୁନାହିଁ। ସିନିଅରମାନଙ୍କ ମଜା ମସ୍ତିରେ ବଳି ପଡୁଛନ୍ତି ଜୁନିୟର। [more…]

0 min read
ସହର

ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ପ୍ରଶିକ୍ଷଣ

( ନବରଙ୍ଗପୁର ) : ଜିଲ୍ଲାରେ ଶିଶୁଧିକାର ଓ ସୁରକ୍ଷା , ବାଲ୍ୟ ବିବାହ ନିରାକରଣ , ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯାତନାରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ନବନିର୍ବାଚିତ [more…]

1 min read
Latest Trending ଦେଶ ଖବର

କ’ଣ ଥିଲା ଦ୍ରୌପଦୀଙ୍କର ପ୍ରକୃତ ନାଁ?

ସାରା ଦେଶରେ ଏବେ ଗୋଟିଏ ନାଁର ଚର୍ଚ୍ଚା ଚାଲିଛି। ସଭିଙ୍କ ମୁହଁରେ ଦ୍ରୌପଦୀ । ଦେଶର ପଞ୍ଚଦଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିଭିନ୍ନ କଥା ସାମ୍ନାକୁ ଆସୁଛି। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ [more…]

0 min read
Latest Popular Trending ସ୍ଵାସ୍ଥ୍ୟ

ଛୋଟ ପିଲାଙ୍କ ମୋବାଇଲ ନିଶା; ବୃଦ୍ଧି କରୁଛି ରୋଗର ଗନ୍ତାଘର

ଯଦି ଆପଣ ମଧ୍ୟ ମୋବାଇଲ୍ ସହ ନିଜ ଛୋଟ ପିଲାଙ୍କୁ ଖେଳିବାକୁ ଛାଡୁଛନ୍ତି, ତେବେ ସତର୍କ ରୁହନ୍ତୁ । ଖେଳ ସହ ଆପଣ ତାଙ୍କୁ ଆଖି ରୋଗ, ମେଦବହୁଳତା, ମଧୁମେହ, ଉଚ୍ଚ ରକ୍ତଚାପ, ଚିଡଚିଡା [more…]

1 min read
Latest Trending ଦେଶ ଖବର ଦେଶ ବିଦେଶ

ବିବାହର ୭ ବର୍ଷ ପରେ ୫ଟି ଶିଶୁଙ୍କୁ ଜନ୍ମ ଦେଲେ ମହିଳା

କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ଏକଥା ସତ ହୋଇଛି ରାଜସ୍ଥାନର ରେଶମାଙ୍କ ଘରେ। ବିବାହର ବହୁ ବର୍ଷ ପରେ କୋଳଟି ଫାଙ୍କା ପଡିଥିବାରୁ ସବୁବେଳେ କାନ୍ଦି କାନ୍ଦି ଦିନ [more…]

0 min read
Latest

ଏଟିଏମରୁ ଟଙ୍କା ଉଠାଇବା ନେଇ ଆସିଲା ନୂଆ ପଦ୍ଧତି

ଏଟିଏମରୁ ଟଙ୍କା ଉଠାଇବା ବେଳେ ହେଉଥିବା ଠକେଇକୁ ଆଖି ଆଗରେ ରଖି ଭାରତର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବଡ଼ ପରିବର୍ତ୍ତନ କରିଛନ୍ତି। ଯଦିଓ ଏବେ ଅଧିକାଂଶ ଲୋକ ୟୁପିଆଇ ଜରିଆରେ ନେଣଦେଣ [more…]