ଆଦିବାସୀଙ୍କ ଜମି ହଡପ୍ କ୍ୟାବିନେଟ ନିଷ୍ପତିର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବୀରେ ଡିସେମ୍ବର ୧ରୁ ବିଜେପିର ବ୍ୟାପକ ଜନ ଅନ୍ଦୋଳନ
ଭୁବନେଶ୍ୱର,ତା.୨୫/୧୧: ରାଜ୍ୟ ଜନସଂଖାର ୨୪ ଭାଗ ହେଉଛନ୍ତି ଅନୁସୁଚିତ ଜନଜାତି ବର୍ଗର । ସବୁଠୁ ଅବହେଳିତ ଓ ଗରୀବିରେ ସଢୁଥିବା ଆଦିବାସୀ ଭାଇମାନଙ୍କ ସୁରକ୍ଷା ଆମ୍ଭମାନଙ୍କର ମୈାଳିକ କର୍ତବ୍ୟ । ନବୀନ ସରକାରଙ୍କ କର୍ପୋରେଟ [more…]