0 min read
Latest ଆଞ୍ଚଳିକ ଓଡ଼ିଶା ସହର

ବିଧାୟିକା କୁସୁମ ଟେଟେଙ୍କ ମାନବିକତା, ଚାରି ଆଡୁ ପ୍ରଶଂସା

ସଭ୍ୟ ସମାଜକୁ ଦୋହଲାଇ ଦେଲା ଭଳି ଲଜ୍ଜାକର ଓ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ସୁନ୍ଦରଗଡ ରାଜରାସ୍ତାରେ | ଜନଗହଳିପୂର୍ଣ୍ଣ ରାସ୍ତାରେ ୨ ଜଣ ମହିଳା ଉଲଗ୍ନ ହୋଇ ଚାଲୁଥିଲେ | ମାନସିକ ସ୍ତରରେ [more…]

0 min read
Latest ଆଞ୍ଚଳିକ ଓଡ଼ିଶା ସହର

ମାଲ୍‌କାନଗିରି ଦଣ୍ଡକାରଣ୍ୟ ପଡ଼ିଆରେ କଂଗ୍ରେସ ମୂଳ ନିବାସୀ ଜନ ଜାଗରଣ ସମାବେଶ

ଭୁବନେଶ୍ୱର, ତା. ୦୫.୧୦ : ଆଜି ପୂର୍ବାହ୍ନ ୧୦ ଘଂଟା ସମୟରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଜୟପୁର ସହର ପରିକ୍ରମ କରିଥିଲା । [more…]

0 min read
Latest Trending ଆଞ୍ଚଳିକ ଓଡ଼ିଶା ସହର

ହାତ ଧୁଆ(ପରିଚ୍ଛନ୍ନତା)କୁ ସୁନିଶ୍ଚିତ  କରାଯିବା  ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତି ନେଇ ସମନ୍ୱୟ ଏବଂ ପରାମର୍ଶ ବୈଠକ

ଭୁବନେଶ୍ୱର : କେବଳ ହାତକୁ ସାଧାରଣ ଭାବେ ଧୋଇବା ଯଥେଷ୍ଟ ନୁହେଁ । ରୋଗ ଦାଉରୁ ରକ୍ଷା ପାଇବା  ଏବଂ ରୋଗ ବ୍ୟାପିବାର ଆଶଙ୍କାକୁ କମାଇବା ପାଇଁ  ହାତକୁ  ଭଲ ଭାବରେ ସାବୁନ ବା [more…]

1 min read
Latest ଆଞ୍ଚଳିକ ଓଡ଼ିଶା ସହର

2023 ବର୍ଷ ପାଇଁ ସାହିତ୍ୟରେ ନୋବେଲ୍ ପାଇବେ ଜୋନ ଫୋସେ

2023 ବର୍ଷ ପାଇଁ ସାହିତ୍ୟରେ ନୋବେଲ୍ ପାଇବେ ଜୋନ ଫୋସେ। ନୋବେଲ୍ ଏକାଡେମୀ ଆଜି ତାଙ୍କ ନାମ ଘୋଷଣା କରିଛି।ନରୱେର ଲେଖକ ହେଉଛନ୍ତି ଜୋନ ଫୋସେ। ତାଙ୍କର ବହୁ ଅଭିନବ ନାଟକ ଏବଂ ଗଦ୍ୟ [more…]

0 min read
Latest ଆଞ୍ଚଳିକ ଓଡ଼ିଶା ସହର

ଛାତ୍ର ସଂସଦ ନିର୍ବାଚନ ନେଇ ହାଇକୋର୍ଟଙ୍କ ନୋଟିସ୍

ଛାତ୍ର ସଂସଦ ନିର୍ବାଚନ ନେଇ ହାଇକୋର୍ଟଙ୍କ ନୋଟିସ୍ । ରାଜ୍ୟ ମୁଖ୍ୟ ଶାସନ ସଚିବ, ଉଚ୍ଚଶିକ୍ଷା ବିଭାଗ ସଚିବ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ ନୋଟିସ୍ କରିଛନ୍ତି ହାଇକୋର୍ଟ । ସପ୍ତାହକ ଭିତରେ ନୋଟିସର [more…]

0 min read
Latest ଆଞ୍ଚଳିକ ଓଡ଼ିଶା ସହର

କଂସାରିଗୁଡ଼ାରେ ହିଣ୍ଡାଲକୋ ପ୍ରତିଷ୍ଠା କରିବ ଆଲୁମିନା ରିଫାଇନାରି ପ୍ଲାଣ୍ଟ, ସ୍ୱାକ୍ଷରିତ ହେଲା ବୁଝାମଣା ପତ୍ର

ରାୟଗଡା କଂସାରିଗୁଡ଼ାରେ ହିଣ୍ଡାଲକୋ ପ୍ରତିଷ୍ଠା କରିବ ଆଲୁମିନା ରିଫାଇନାରି ପ୍ଲାଣ୍ଟ। ୮ହଜାର କୋଟି ଟଙ୍କା ପୁଞ୍ଜିନିବେଶରେ ବାର୍ଷିକ ଉତ୍ପାଦନ ହେବ ୨ମିଲିୟନ ଟନ୍ ଆଲୁମିନା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନ [more…]

1 min read
Latest Trending ଆଞ୍ଚଳିକ ଓଡ଼ିଶା ସହର

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାପାନୀ ଭାଷା ସାର୍ଟିଫିକେଟ ପାଠ୍ୟକ୍ରମ ର ଶୁଭାରମ୍ଭ

କୋରାପୁଟ : ଚଳିତ ଶିକ୍ଷା ବର୍ଷ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ବିକାଶ ରଲକ୍ଷ୍ୟ ନେଇ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ୨୦୨୩ ଅକ୍ଟୋବର ୩ ତାରିଖରେ ଜାପାନୀ ଭାଷା ସାର୍ଟିଫିକେଟ୍ ପାଠ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି [more…]

1 min read
Latest ଆଞ୍ଚଳିକ ଓଡ଼ିଶା ସହର

ଉତ୍ତର ସିକିମ୍‌ରେ ହୋଇଥିବା ବାଦଲ ଫଟା ବର୍ଷା,୨୩ ସେନା ନିଖୋଜ

ଉତ୍ତର ସିକିମ୍‌ରେ ହୋଇଥିବା ବାଦଲ ଫଟା ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବନ୍ୟାରେ ୨୩ ସେନା ନିଖୋଜ ହୋଇଯାଇଛନ୍ତି। ଏହି କାରଣରୁ ଉପତ୍ୟକାର କିଛି ସାମରିକ ପ୍ରତିଷ୍ଠାନ ପ୍ରଭାବିତ ହୋଇଛି। [more…]

1 min read
Latest ଦେଶ ଖବର ଦେଶ ବିଦେଶ

ମୁଖ୍ୟମନ୍ତ୍ରୀ ହେଲେ ଡାକ୍ତର, ଅପରେସନ କରି ଜୀବନ ଦେଲେ

ମୁଖ୍ୟମନ୍ତ୍ରୀ ହେବା ପରେ ଜଣଙ୍କର ରାଜନୈତିକ ଜୀବନ ବ୍ୟତୀତ ଅନ୍ୟ ଦାୟିତ୍ୱ ପୂରଣ କରିବା ଅତ୍ୟନ୍ତ କଷ୍ଟକର ହୋଇପଡେ, କିନ୍ତୁ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ମଙ୍ଗଳବାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ବୃତ୍ତି ଅନୁଯାୟୀ [more…]

1 min read
ଦେଶ ଖବର ଦେଶ ବିଦେଶ ସହର

ଦିଲ୍ଲୀ- ଏନ୍‌ସିଆର ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା।

ଦିଲ୍ଲୀ- ଏନ୍‌ସିଆର ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା। ମଙ୍ଗଳବାର ଅପରାହ୍ନ ୨.୫୩ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେସମୋଲୋଜି ସେଣ୍ଟର ଅନୁଯାୟୀ, ଭୂକମ୍ପର ତୀବ୍ରତା ୬.୨ ମାପ କରାଯାଇଛି। [more…]