Thu. Oct 15th, 2026

ସଭ୍ୟ ସମାଜକୁ ଦୋହଲାଇ ଦେଲା ଭଳି ଲଜ୍ଜାକର ଓ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ସୁନ୍ଦରଗଡ ରାଜରାସ୍ତାରେ | ଜନଗହଳିପୂର୍ଣ୍ଣ ରାସ୍ତାରେ ୨ ଜଣ ମହିଳା ଉଲଗ୍ନ ହୋଇ ଚାଲୁଥିଲେ | ମାନସିକ ସ୍ତରରେ ୨ ଜଣ ଦୁର୍ବଳ ଥିଲେ | ଲୋକେ ଦେଖୁ ଥିଲେ ହେଲେ ମାନବକତା ମରି ଯିବା ପରି କେହିଁ ଚାହିଁଲେନି | ତେବେ ବିଧାୟିକା କୁସୁମ ଟେଟେଙ୍କ ନଜରରେ ଆସିବା କ୍ଷଣି ସେ ତାଙ୍କର ଉତ୍ତରୀୟ ଦେଇ ମହଳିଙ୍କୁ ଢାଙ୍କି ଲଜ୍ଜା ନିବାରଣ କରିଥିଲେ | ପରେ ଉଭୟ ମହିଳାଙ୍କୁ ଆସ୍ଥାଗୃହକୁ ପଠାଇଥିଲେ | କୁସୁମ ଟେଟେଙ୍କ ଏଭଳି ମାନବୀୟ କାର୍ଯ୍ୟ ପାଇଁ ବେଶ ପ୍ରଶଂସା କରାଯାଉଛି |

Leave a Reply

Your email address will not be published. Required fields are marked *