0 min read
Latest ଓଡ଼ିଶା ସହର

ସାଧାରଣ ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଜୋରଦାର

ସାଧାରଣ ନିର୍ବାଚନ ୨୦୨୪କୁ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମୀଳନି କକ୍ଷରେ ଏକ ସାମ୍ବାଦୀକ ସମ୍ମିଳନି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଜିଲ୍ଲାବାସିଙ୍କୁ ଅପିଲ କରିଛନ୍ତି ଜିଲ୍ଲାପାଳ ଓ [more…]

1 min read
Latest ଓଡ଼ିଶା ସହର

ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ନିର୍ବାଚନ ତାରିଖ ଘୋଷଣା ଓ ଆଚରଣ ବିଧି ଲାଗୁ ହେଲା ପରେ କିପରି ରାୟଗଡ ଜିଲ୍ଲାରେ ସ୍ୱଚ୍ଛ, ଅବାଧ ନିର୍ବାଚନ ହେବ ସେ ନେଇ ପ୍ରଶାସନ ତତ୍ପର ପ୍ରକାଶ କରିଛି । ଚଳିତ ବର୍ଷ [more…]

1 min read
Latest ଓଡ଼ିଶା ଦେଶ ବିଦେଶ ରାଜନୀତି

ଓଡ଼ିଶାରେ କେଉଁଠି ଓ କେଉଁ ଦିନ ନିର୍ବାଚନ ଜାଣନ୍ତୁ

ଦେଶର ସାଧାରଣ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି।ନିର୍ବାଚନ କମିଶନ ଲୋକସଭା ବ୍ୟତୀତ ୪ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରିଛନ୍ତି। ଓଡ଼ିଶା, ଅରୁଣାଚଳ ପ୍ରଦେଶ, [more…]

1 min read
Latest ଦେଶ ବିଦେଶ

୨୦ ବର୍ଷ ତଳୁ CAA ଦାବି ପଛର କାହାଣୀ

ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(CAA) ଲାଗୁ ହେବାପରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି। ୧୯୫୫ ନାଗରିକତା ଅଧିନିୟମ ୨୦୦୩ ରେ ପାକିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀମାନଙ୍କ ପାଇଁ ଅଟଳ ବିହାରୀ ବାଜପେୟୀ ସରକାରଙ୍କ [more…]

0 min read
Latest ଓଡ଼ିଶା

ସୂଚନା ଓ ଲୋକସଂପର୍କ ବିଭାଗ ଉପ ନିର୍ଦ୍ଦେଶକ ପ୍ରଫୁଲ୍ଲ ମଲ୍ଲିକଙ୍କ ପରଲୋକ

ହୃଦଘାତରେ ଚାଲିଗଲେ ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ତଥା ନିର୍ବାଚନ ଆୟୋଗଙ୍କ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ପ୍ରଫୁଲ୍ଲ ମଲ୍ଲିକ। ଆଜି ପ୍ରାତଃ ଭ୍ରମଣ ସହ ବ୍ୟାୟାମ କରୁଥିବା ବେଳେ ପାର୍କରେ ହଠାତ [more…]

1 min read
Latest ଓଡ଼ିଶା

କରୁଣାଶାନ୍ତି ଆବାସିକ ବିଜ୍ଞାନ ମହାବିଦ୍ୟାଳୟରେ ଗ୍ରାଜୁଏସନ ସମାରୋହ ଅନୁଷ୍ଠିତ

ଦିନ ଗୋଳନ୍ତରା ରାଧାମୋହନପୁର ସ୍ଥିତ କରୁଣାଶାନ୍ତି ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ଠାରେ ମଙ୍ଗଳବାର ସୁନ୍ଦର ଭାବରେ ଓ ଶାନ୍ତି ଶୃଙ୍ଖଳା ସହ ଗ୍ରାଜୁଏସନ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ [more…]

0 min read
Latest ଦେଶ ଖବର ଦେଶ ବିଦେଶ

ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ

ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ହରିୟାଣା ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବେ ନାୟବ ସିଂହ ସୈନୀ। ଆଜି ବିଧାୟକ ଦଳର ବୈଠକ ଥିବା ବେ‌ଳେ ନାୟବ ସିଂହ [more…]

1 min read
Latest ଦେଶ ବିଦେଶ ସିନେମା ଖବର

ଘୋଷଣା ହେଲା ୨୦୨୪ ଓସ୍କାର

ଏକାଡେମୀ ପୁରସ୍କାର ଦୁନିଆର ସବୁଠାରୁ ଲୋକପ୍ରିୟ ପୁରସ୍କାର ସମାରୋହ ମଧ୍ୟରୁ ଅନ୍ୟତମ ହେଉଛି ଓସ୍କାର। ୨୦୨୪ ବର୍ଷ ଲାଗି ଓସ୍କାର ପୁରସ୍କାର ଘୋଷିତ ହୋଇଛି । ଓପନହେମେର ଚଳଚ୍ଚିତ୍ରରେ ବେଷ୍ଟ ସପୋର୍ଟିଂ ଆକ୍ଟର ଭାବେ [more…]

1 min read
Latest ଦେଶ ବିଦେଶ

ଉଦ୍‌ଘାଟିତ ହେଲା ଦ୍ୱାରକା ଏକ୍ସପ୍ରେସ୍‌

ଉଦ୍‌ଘାଟିତ ହେଲା ବହୁ ପ୍ରତିକ୍ଷିତ ଦ୍ୱାରକା ଏକ୍ସପ୍ରେସ୍‌ । ହରିୟାଣା ଗସ୍ତ ଅବସରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ଏଥିସହ ସେ ବିଭିନ୍ନ ଜାତୀୟ ରାଜପଥ [more…]

1 min read
Latest ଓଡ଼ିଶା ସହର

ପିଲାଏ ପଢିବେ ‘ଛବିଳ ବର୍ଣ୍ଣବୋଧ’

ସ୍କୁଲ ଛାତ୍ରଛାତ୍ରୀ ପୁଣି ପଢ଼ିବେ ‘ଛବିଳ ବର୍ଣ୍ଣବୋଧ’ । ପୁଣି ଥରେ ପ୍ରକାଶ ପାଇବ ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ‘ଛବିଳ ବର୍ଣ୍ଣବୋଧ’ । ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର [more…]