Sun. Nov 29th, 2026

Tag: #sabdaodisha

୨୦ ଫୁଟ ପୋଲ ତଳକୁ ଖସିଲା କାର ଅଳ୍ପକେ ବର୍ତ୍ତିଲେ କାରରେ ଥିବା ଯାତ୍ରୀ

ଶବ୍ଦମିଡ଼ିଆ ବ୍ୟୁରୋ:ନବରଙ୍ଗପୁର ପ୍ରାୟ ୨୦ ଫୁଟ ପୋଲ ତଳକୁ ଖସିଲା କାର ଅଳ୍ପକେ ବର୍ତ୍ତିଲେ କାର ରେ ଥିବା ଯାତ୍ରୀ ! ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଠାରୁ ଡାବୁଗାଁ ରାସ୍ତାର ପଣ୍ଡିତଗୁଡା ଓ ଚରାମୂଳ ଗାଁ ନିକଟରେ ଥିବା…

ପାକିସ୍ତାନରେ ଦୟନୀୟ ସ୍ଥିତି, ପେଟ୍ରୋଲ ପମ୍ପ ଆଗରେ ଲମ୍ବା ଧାଡି

ଶବ୍ଦ ଓଡିଶା ବ୍ୟୁରୋ: ପାକିସ୍ତାନ ବର୍ତ୍ତମାନ ସୁଦ୍ଧା ନିଜର ସବୁଠାରୁ ବଡ ଆର୍ଥିକ ସଙ୍କଟ ଦେଇ ଗତିକରୁଛି । ପାକିସ୍ତାନରେ ଲଗାତର ପେଟ୍ରୋଲ ଏବଂ ଡିଜେଲର ଅଭାବ ଦେଖିବାକୁ ମିଳିଛି । ଦେଶର ଅନେକ ସହରରେ ଲୋକେ ପେଟ୍ରୋଲ ପମ୍ପରେ ଭିଡ…

ତୁର୍କୀ ଓ ସିରିଆ ଭୂକମ୍ପ, ଧ୍ଵଂସାବଶେଷ ଭିତରୁ ୨ବର୍ଷର ଶିଶୁ ଉଦ୍ଧାର

ଶବ୍ଦମିଡ଼ିଆ ବ୍ୟୁରୋ: ତୁର୍କୀ ସିରିଆ ଭୂକମ୍ପ ଚିତ୍ରକୁ ଦେଖିଲେ ମନ ଭିତରେ ଶିହରଣ ସୃଷ୍ଟି ହେଉଛ । ଯେତେ ଯେତେ ସମୟ ଆଗକୁ ବଢ଼ୁଛି ତୁର୍କୀ ଓ ସିରିଆରୁ ଏଭଳି କାହାଣୀ ସାମ୍ନାକୁ ଆସିବାରେ ଲାଗିଛି। ଯାହାକୁ ଦେଖି ଓ ଶୁଣି…

ନାଗପୁରରେ ଟେଷ୍ଟ: ଅଷ୍ଟ୍ରେଲିଆ ଓ ଭାରତ ଭିତରେ କଡା ମୁକାବିଲା

ଶବ୍ଦ ଓଡିଶା ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ ଆରମ୍ଭ ହୋଇଯିବ । ନାଗପୁରରେ ପ୍ରଥମ ମ୍ୟାଚ ଆରମ୍ଭ ହୋଇଛି। ନମ୍ବର ୱାନ ଅଷ୍ଟ୍ରେଲିଆ ଓ ନମ୍ବର ୨ ଭାରତ ଭିତରେ କଡା ମୁକାବିଲା ଦେଖିବାକୁ ମିଳିଛି । ଏହି…

ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗସ୍ତ ପୂର୍ବରୁ କାରକେଡ ରିହର୍ସାଲ କରିବ ପୁଲିସ।…

ସଂସଦର ରେକର୍ଡରୁ ହଟିଲା ରାହୁଲ, ମହୁଆଙ୍କ ବୟାନ।

ଶବ୍ଦ ଓଡିଶା ବ୍ୟୁରୋ: ସଂସଦର ରେକର୍ଡରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରୋଙ୍କ ବୟାନକୁ ହଟାଇଦିଆଯାଇଛି । ଏହା ପରେ କଂଗ୍ରେସ ଅଭିଯୋଗ ଲଗାଇଛି । ଦଳ କହିଛି ଯେ, ଆଦାନୀ ଗ୍ରୁପ ସହ…

ଉପେନ୍ଦ୍ର କୁଶୱାହା ଘୋଷଣା, ନୀତୀଶଙ୍କ ପାଇଁ ଆମେ ସବୁବେଳେ ପ୍ରସ୍ତୁତ

ଶବ୍ଦ ଓଡିଶା ବ୍ୟୁରୋ: ‘ଜେଡିୟୁକୁ ବଞ୍ଚାଇ ରଖିବାକୁ ହେବ’, ଏଭଳି କିଛି କହି ଉପେନ୍ଦ୍ର କୁଶୱାହା ଜେଡିୟୁ ରାଜନୀତିକୁ ସରଗରମ କରିଦେଇଛନ୍ତି । ତାଙ୍କ ଟାର୍ଗେଟରେ ନୀତୀଶ କୁମାର ନୁହେଁ, ତାଙ୍କ ସହିତ ରହୁଥିବା ନେତା ଆସିଛନ୍ତି । କୁଶୱାହା ତାଙ୍କୁ…

ବିଏମସିର ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ

ଶବ୍ଦ ଓଡିଶା ବ୍ୟୁରୋ: ବିଏମସିର ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ । ରାଜଧାନୀରେ ଘର ମାଲିକ ଆଶ୍ୱସ୍ତ ହୋଇଛନ୍ତି । ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ନେଇ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିବା ଭୁବନେଶ୍ୱର ମହାନଗର ନିଗମକୁ ହାଇକୋର୍ଟରୁ ଶକ୍ତ…

ଲିଭର ଡୋନେଟ କଲେ ଲୋକଟି ବଞ୍ଚିବ ନାଁ ମରିଯିବ,ଜାଣନ୍ତୁ ଏହି ବିଷୟରେ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜିକାଲିର ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଖରାପ ଖାଦ୍ୟଶୈଳୀ କାରଣରୁ ବିଭିନ୍ନ ସମୟରେ ସ୍ୱାସ୍ଥୟ ଜନିତ ସମସ୍ୟା ଦେଖାଦେଉଛି । ଯାହାଫଳରେ ବ୍ୟକ୍ତି ଜଣକ ଅନେକ ଅସୁବିଧାର ସମ୍ମୁଖାନ ହେବା ସହ ମୃତ୍ୟୁବରଣ ମଧ୍ୟ କରୁଛି । ତେବେ ନିକଟରେ ପିଣ୍ଟୁ…

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ ଗୋପାଳକୁ ପୁଣି ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ।

ଶବ୍ଦମିଡ଼ିଆ ବ୍ୟୁରୋ:ଝାରସୁଗୁଡା, ୮।୨ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ପୁଣି ୫ ଦିନିଆ ରିମାଣ୍ହରେ କ୍ରାଇମବ୍ରାଞ୍ଚ ନେବ । ରିମାଣ୍ଡରେ ନେବା ପାଇଁ ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା। କୋର୍ଟ ୫ ଦିନ…