Mon. Nov 30th, 2026

Tag: #sabdaodisha

ଚାରି ଓଡ଼ିଆଙ୍କୁ ମିଳିବ ସିଭିରମଣ ସମ୍ମାନ।

ଶବ୍ଦମିଡ଼ିଆ ବ୍ୟୁରୋ:ଭୁବନେଶ୍ୱର,୮/୨: ଚଳିତ ବର୍ଷ ପାଇଁ ସିଭି ରମଣ ସମ୍ମାନ ଚୟନ ପରିଷଦ ଓଡ଼ିଶା ତରଫରୁ ବିଜ୍ଞାନ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪ ଜଣ ଓଡ଼ିଆ ବିଜ୍ଞାନୀଙ୍କୁ ସିଭି ରମଣ ପୁରସ୍କାର ପ୍ରଦାନ କରାଯିବ ।…

କମିଶନରେଟ ପୋଲିସ ଗୃହକୁ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି ନାହିଁ

ଶବ୍ଦମିଡ଼ିଆ ବ୍ୟୁରୋ:ଭୁବନେଶ୍ୱର,୮/୦୨:: କମିଶନରେଟ୍‌ ପୁଲିସ୍‌ ମୁଖ୍ୟାଳୟରେ ସାମ୍ବାଦିକଙ୍କ ପାଇଁ ରହିଛି ମିଡିଆ ହଲ୍‌ । ସବୁ ଦିନ ସେଠାକୁ ଯାଉଥିଲେ । ହେଲେ ହଠାତ୍‌ ଏହା ଉପରେ ବ୍ରେକ୍‌ ଲାଗିଛି । ସୁରକ୍ଷାକର୍ମୀ ଭିତକୁ ଯିବାକୁ ବାରଣ କରିଛନ୍ତି । ତା’ପୁଣି…

ରମାଦେବୀ ବିଶ୍ୱବିଦ୍ୟାଳୟରେ ୧୮ କୋଟି ଟଙ୍କାରେ ନିର୍ମିତ ନୂତନ ଅଡ଼ିଟୋରିୟମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।

ଶବ୍ଦ ଓଡିଶା:ଭୁବନେଶ୍ୱର, ୮।୨: ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରମାଦେବୀ ବିଶ୍ୱବିଦ୍ୟାଳୟରେ ‘ରମାଦେବୀ ପ୍ରେକ୍ଷାଳୟ’କୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଛାତ୍ରୀମାନଙ୍କୁ ପଚାରିଥିଲେ ନୂଆ ପ୍ରେକ୍ଷାଳୟ ଉଦ୍‌ଘାଟନ ହେଲା ଆପଣମାନେ ଖୁସି ତ? ମୁଁ…

ଟ୍ରକ୍‌ରେ ଲାଗିଗଲା ନିଆଁ, ଡ୍ରାଇଭର ଜୀବନ୍ତ ଦଗ୍ଦ

ଶବ୍ଦ ଓଡିଶା ବ୍ୟୁରୋ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ତେରବେଡା ନିକଟରେ ଚଳନ୍ତା ଟ୍ରକ୍‌ରେ ନିଆଁ । ନିଆଁ ଲାଗି ଯିବାରୁ ଜୀବନ ଦଗ୍ଧ ହୋଇଗଲେ ଡ୍ରାଇଭର। ମୃତ ଡ୍ରାଇଭର ଜଣଙ୍କର ପରିଚୟ ମିଳିନାହିଁ। ବିଳମ୍ବିତ ରାତିରେ ଏକ ଟ୍ରକ୍…

ବନକଲାଗି ନୀତି: ଶ୍ରୀଜିଉଙ୍କ ଦର୍ଶନ ୪ ଘଣ୍ଟା ବନ୍ଦ

ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି ଅନୁଷ୍ଠିତ ହେବ। ପବିତ୍ର ଫାଲଗୁନମାସ କୃଷ୍ଣପକ୍ଷ ତୃତୀୟା ତିଥିର ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତ ମହାପାତ୍ରସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ଗୁପ୍ତ…

ଭୂମିକମ୍ପରେ ଥରିଲା ପାଲେଷ୍ଟାଇନ୍, ରେକ୍ଟର ସ୍କେଲରେ ତୀବ୍ରତା ୪.୪

ଶବ୍ଦ ଓଡିଶା ବ୍ୟୁରୋ: ଭୂମିକମ୍ପରେ ଥରିଉଠିଛି ପାଲେଷ୍ଟାଇନ୍ । ସବୁଠାରୁ ଏହି ଝଟକା ଜେରୁଜେଲମ୍ ସହରରେ ଅଧିକ ଅନୂଭୁତ ହୋଇଛି । ଏହାର ତୀବ୍ରତା ରେକ୍ଟର ସ୍କେଲରେ ୪.୪ ଥିବା ଜଣାପଡିଛି ।ଫେବୃଆରୀ ୬ ତାରିଖରେ ତୁର୍କୀ ଓ ସିରିଆରେ ଭୀଷଣ…

ସରିବ ଗୋପାଳର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି

ଶବ୍ଦ ଓଡିଶା ବ୍ୟୁରୋ: ଗୋପାଳ ଦାସର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଆଜି ସରିବ । ଦ୍ୱିତୀୟ ପର୍ଯ୍ୟାୟରେ ୪ ଦିନିଆ ରିମାଣ୍ଡରେ ନେଇ ହତ୍ୟା ରହସ୍ୟ ଖୋଜିବାକୁ ଚେଷ୍ଟା କରିଥିଲା କ୍ରାଇମବ୍ରାଞ୍ଚ । ଏହାପରେ ପୁଣି ତାକୁ ରିମାଣ୍ଡରେ ନିଆଯିବ…

ନବ ଦାସ ହତ୍ୟାକାଣ୍ଡର ତଦନ୍ତ, ଘଟଣାସ୍ଥଳକୁ ଯିବେ ଜଷ୍ଟିସ ଜେ.ପି ଦାସ

ଶବ୍ଦ ଓଡିଶା ବ୍ୟୁରୋ: ଝାରୁସୁଗୁଡାରେ ପହଞ୍ଚିଛନ୍ତି ଜଷ୍ଟିସ ଜେ.ପି ଦାସ । ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ରାଜ୍ୟ ସରକାର ଚିଠି ଲେଖିବା ପରେ ନବଦାସ ହତ୍ୟାକାଣ୍ଡ ତଦନ୍ତର ତଦାରଖ କରୁଛନ୍ତି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସ । ଆଜି ସେ ଘଟଣାସ୍ଥଳକୁ…

ତୁର୍କୀରେ ପଞ୍ଚମ ଶକ୍ତିଶାଳୀ ଭୂକମ୍ପର ଝଟକା

ତୁର୍କୀ ଓ ସିରିଆରେ ସୋମବାର ହୋଇଥିବା ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୫୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଅନପଟେ ତୁର୍କୀରେ ଭୂକମ୍ପର ଝଟକା କମ ହେଉନାହିଁ । ମଙ୍ଗଳବାର ୟୁରୋପିୟନ ମେଡିଟେରେନିୟମ ସିସ୍ମୋଲଜିକାଲ ସେଣ୍ଟର(ଇଏମଏସସି) କହିଛି ତୁର୍କୀରେ ୫.୭…

୧୦ ଦିନରେ ନବ ଦାସଙ୍କ ମୃତ୍ୟୁ, ଅସ୍ଥି ବିସର୍ଜନ କଲେ ପୁଅ ବିଶାଳ

ଶବ୍ଦ ମିଡ଼ିଆ ବ୍ୟୁରୋ:ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଆଜି ଦଶ ଦିନ ପୁରିଛି । ଆଉ ଦଶାହ କ୍ରିୟାକର୍ମ ପାଇଁ ପ୍ରୟାଗରାଜରେ ଅଛନ୍ତି ପୁଅ ବିଶାଳ ଦାସ । ଦଶାହ କ୍ର୍ରିୟାକର୍ମ ପୂର୍ବରୁ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ନବ ଦାସଙ୍କ ଅସ୍ଥି…