Mon. Nov 30th, 2026

Tag: #sabdaodisha

ସୁପ୍ରିମକୋର୍ଟରେ ପୂରଣ ହେଲା ସମସ୍ତ ବିଚାରପତି ଆସନ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ସୁପ୍ରିମକୋର୍ଟରେ ୨ ଜଣ ନୂଆ ବିଚାରପତି ରାଜେଶ ବିନ୍ଦଲ୍‌ ଓ ଅରବିନ୍ଦ କୁମାର ଶପଥ ଗ୍ରହଣ କରିଛନ୍ତି। ଉଭୟଙ୍କ ଶପଥ ଗ୍ରହଣ ସହ ସୁପ୍ରିମକୋର୍ଟରେ ବିଚାରପତି ଆସନ ପୂର୍ଣ୍ଣ ହୋଇଛି। ସୁପ୍ରିମକୋର୍ଟରେ ପ୍ରଧାନ ବିଚାପତିଙ୍କ ସମେତ ମୋଟ ୩୪ଟି…

ଫ୍ରେବ୍ରୁଆରୀ ୨୬ ଅନୁଷ୍ଠିତ ହେବ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ସଦସ୍ୟ ନିର୍ବାଚନ

ଶବ୍ଦମିଡ଼ିଆ ବ୍ୟୁରୋ: ଫ୍ରେବ୍ରୁଆରୀ ୨୬ ତାରିଖରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟି (ବୋର୍ଡ)ର ସଦସ୍ୟ ନିର୍ବାଚନ ଅନୁଷ୍ଠିତ ହେବ । ରବିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ସରିଛି । ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ୨୧ଜଣିଆ ବୋର୍ଡ ସଦସ୍ୟଙ୍କ ମଧ୍ୟରୁ ୧୧ଜଣ…

ଆପଣ ମାନସିକ ଭାବେ ଦୃଢ ତ?

ଶବ୍ଦ ଓଡିଶା ବ୍ୟୁରୋ: ଜୀବନ ସମସ୍ତଙ୍କ ପାଇଁ ସମାନ ନୁହେଁ । ଅନେକ ସମୟରେ ଆମେ ଅନେକ ସ୍ଥିତି ଦେଇ ଗତିକରିଥାଉ । ଜୀବନରେ ଅନେକ ଭଲ ସମୟ ଆସୁଥିବା ବେଳେ ଅନେକ କଠିନ ପରିସ୍ଥିତି ମଧ୍ୟ ଆସିଥାଏ । ତେବେ…

ରାଜ୍ୟସଭା ସଭାପତିଙ୍କୁ ଆଙ୍ଗୁଳି ଦେଖାଇଲେ ଜୟା ବଚ୍ଚନ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟସଭା ସାଂସଦ ଜୟା ବଚ୍ଚନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ସପାର ଏହି ନେତ୍ରୀଙ୍କୁ ତାଙ୍କ ବ୍ୟବହାର ପାଇଁ ଟ୍ରୋଲ କରାଯାଉଛି । ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କୁ ଆଙ୍ଗୁଠି ଦେଖାଉଥିବା ଭିଡିଓ ଭାଇରାଲ…

ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟ ବଜେଟ ଅଧିବେଶନ ପୂର୍ବରୁ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ସହିତ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହେବ । ଲୋକସେବା ଭବନରେ ବସିବ ଏହି ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ୧୦ରୁ ଅଧିକ ପ୍ରସ୍ତାବ ଉପରେ…

ଦିନେ ଭିକ୍ଷାବୃତ୍ତି କରୁଥିଲେ କିନ୍ନର… ଆଜି ‘ନାଇଟ ଫୁଡକୋର୍ଟ’ର ମାଲିକ।

ଶବ୍ଦ ଓଡିଶା ବ୍ୟୁରୋ: ଅନେକ ସମୟ ଧରି ସମାଜରେ ଅବହେଳିତ ହୋଇ ରହିଥିଲେ କିନ୍ନର ସମ୍ପ୍ରଦାୟ । ସମାଜରେ ତାଙ୍କୁ ଘୃଣ୍ୟ ଦୃଷ୍ଟିରେ ମଧ୍ୟ ଦେଖାଯାଉଥିଲା । ତେବେ ଏହିଭଳି କିଛି କିନ୍ନର ରହିଛନ୍ତି ଯେଉଁମାନେ ସମସ୍ତ ଭାବନାକୁ ପରିବର୍ତ୍ତନ କରି…

ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ ଧରଣୀଧର ମେଡିକାଲ କଲେଜ ଓ ଡାକ୍ତରଖାନାର ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି । ଏଥିସହ ଅନ୍ୟାନ୍ୟ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ…

ଆଜିଠୁ ପୁଣି ବଢିବ ଶୀତ, ଖସିବ ରାତି ତାପମାତ୍ରା

ଶବ୍ଦ ଓଡିଶା ବ୍ୟୁରୋ: ଆଜିଠୁ ପୁଣି ବଢିବ ଶୀତ, ଖସିବ ରାତି ତାପମାତ୍ରା । ଗତ କିଛି ଦିନ ଧରି ଦିନରେ ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବା ବେଳେ ରାତିରେ ଶୀତର ପ୍ରକୋପ ମଧ୍ୟ ଜାରି ରହିଛି । ରାଜ୍ୟରେ ସର୍ବନିମ୍ନ…

୪ ହାଇକୋର୍ଟକୁ ମିଳିଲା ମୁଖ୍ୟ ବିଚାରପତି

ଶବ୍ଦ ଓଡିଶା ବ୍ୟୁରୋ: ଦେଶର ଚାରିଟି ହାଇକୋର୍ଟକୁ ରବିବାର ନୂଆ ମୁଖ୍ୟ ବିଚାରପତି ମିଳିଛି । ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ସୋନିଆ ଗିରିଧର ଗୋକାନୀଙ୍କୁ ନିଯୁକ୍ତି ମିଳିଛି । ଶୁକ୍ରବାର ତାଙ୍କୁ ଭାରପ୍ରାପ୍ତ ମୁଖ୍ୟ ବିଚାରପତି ଭାବେ…

ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପ, ୬୮ କିମିକୁ ମିଳିଲା ଜଙ୍ଗଲ ଅନୁମତି

ଶବ୍ଦ ଓଡିଶା ବ୍ୟୁରୋ: ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳଲାଇନ ପ୍ରକଳ୍ପରେ ଜଙ୍ଗଲ ଜମିକୁ ଫରେଷ୍ଟ କ୍ଲିୟରାନ୍ସ ମିଳିଛି । ପୁରୁଣାକଟକରୁ ଦଶପଲା ଯାଏଁ ୬୮ କିଲୋମିଟର ଜଙ୍ଗଲ ଜମିକୁ ଜଙ୍ଗଲ ବିଭାଗ ଅନୁମତି ପ୍ରଦାନ କରିଥିବା ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…