Mon. Nov 30th, 2026

Tag: #sabdaodisha

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କଲେଜ ଅଫ ବେସିକ ସାଇନ୍ସ ଆଣ୍ଡ ହ୍ୟୁମାନିଟିଜ ପରିସରରେ ୫୭ ତମ କଲେଜସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

ଶବ୍ଦମିଡିଆ ବ୍ୟୁରୋ:ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵିଦ୍ୟାଳୟ ର କଲେଜ୍ ଅଫ୍ ବେସିକ୍ ସାଇନ୍ସ୍ ଆଣ୍ଡ୍ ହ୍ୟୁମାନିଟିଜ୍ ପରିସରରେ ବିଜ୍ଞାନ ଶିକ୍ଷା ର ଗୁରୁତ୍ୱ ଉପଲବ୍ଧି କରି ତଥା ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ଚିନ୍ତାଧାରା ର ଅଭିବୃଦ୍ଧି କୁ ଦୃଷ୍ଟି ରେ ରଖି…

କେନ୍ଦ୍ର ସରକାରଙ୍କ ଗରୀବ ମାଗଣା ଚାଉଳ ବଣ୍ଟନକୁ ନେଇ ବିଜେଡି ଦଳ ତରଫରୁ ବାଣପୁର ବ୍ଲକ ସମ୍ମୁଖରେ ଧାରଣା

ଶବ୍ଦମିଡ଼ିଆ ବ୍ୟୁରୋ:କେନ୍ଦ୍ର ସରକାର ଓଡିଶାର ଗରୀବ ଜନସାଧାରଣଙ୍କ ୫କେ.ଜି ଚାଉଳକୁ ବନ୍ଦ କରିବାକୁ ଆରମ୍ଭ କରିଥିବା ପ୍ରୟାସକୁ ବିଜୁଜନତା ଦଳ ସାରା ରାଜ୍ୟରେ ପ୍ରତେକ ବ୍ଲକରେ ଗଣ ଧାରଣା କରିବାର ଯୋଜନା କରୁଥିବା ସମୟରେ କେନ୍ଦ୍ର ସରକାର ଏହି କାର୍ଯ୍ୟକ୍ରମ ଇସ୍ୟୁକରିବା…

୨୦୨୩-୨୪ ବଜେଟ ଅଧିବେଶନ,୨୦ ରେ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ

ଶବ୍ଦମିଡ଼ିଆ ବ୍ୟୁରୋ:ଆସନ୍ତା ବିଧାନସଭା ବଜେଟ୍ ଅଧିବେଶନ ପାଇଁ ଫେବୃଆରୀ ୨୦ରେ ବସିବା ପାଇଁ ଯାଉଛି ସର୍ବଦଳୀୟ ବୈଠକ ।୨୦୨୩-୨୪ ବଜେଟ ଅଧିବେଶନକୁ ସୁରୁଖୁରରେ ଶେଷ କରିବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆଖୁରଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ୨୦ ତାରିଖ…

ଓଡ଼ିଶା ପୋଲିସ ଡିଜିଙ୍କ ସୂଚନା: ଏଣିକି ସମସ୍ତ ପୋଲିସଙ୍କୁ ଫିଟ ରହିବାକୁ ନିର୍ଦ୍ଧେଶ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ପୋଲିସ ଡିଜିଙ୍କ ଓଡିଶା ପୋଲିସ କର୍ମଚାରୀଙ୍କ ପାଇଁ ଏକ ବଡ଼ ସୂଚନା ଦେଇଛନ୍ତି।ପୋଲିସ ବାବୁଙ୍କୁ ଫିଟ୍‌ ରହିବାକୁ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ପୋଲିସ କର୍ମଚାରୀଙ୍କୁ ଫିଟ୍‌ ରହିବାକୁ ନିର୍ଦ୍ଦେଶନାମା ଜାରି କରିଛି ଓଡିଶା ପୋଲିସ । ଡିଜି କ୍ୟାମ୍ପ…

କ୍ରାଇମ ବ୍ରାଞ୍ଚର ସୂଚନା:ଅଭିଯୁକ୍ତ ଗୋପାଳ ଦାସ ନେଇ ନଥିଲେ ପଦୋନ୍ନତି

ଶବ୍ଦମିଡ଼ିଆ ବ୍ୟୁରୋ:ମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ବହିଷ୍କୃତ ପୁଲିସ ଏଏସ୍ଆଇ ଗୋପାଳ ଦାସ କିଛି ମାସ ତଳେ ସବ୍-ଇନ୍ସପେକ୍ଟର ବା ଏସଆଇ ପାହ୍ୟାକୁ ପଦୋନ୍ନତି ପାଇବାରୁ ବଞ୍ଚିତ ହୋଇଥିଲେ। ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ…

ଆଜି ଓଡ଼ିଶା ଆସୁଛନ୍ତି ଭାରତୀୟ ପୂର୍ବତନ କ୍ରିକେଟର ସୁରେଶ ରାଇନା ଓ ପ୍ରଜ୍ଞାନ ଓଝା

ଶବ୍ଦମିଡ଼ିଆ ବ୍ୟୁରୋ:ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ସୁରେଶ ରାଇନା ଏବଂ ପ୍ରଜ୍ଞାନ ଓଝା ଆଜି କଟକ ଆସିବେ। ଗୁରୁଡିଝାଟିଆର କପୁରସିଂହ ଖେଳ ପଡ଼ିଆରେ ଏମଜିଏମ ସ୍କୁଲ ଅଫ ସ୍ପୋଟର୍‌ସ ଆଣ୍ଡ ସେର ଅଫ ଏକ୍ସିଲେନ୍ସ ଫର କ୍ରିକେଟ ଏକାଡେମୀ ଉଦ୍‌ଘାଟିତ ହେବ। ରାଇନା…

କପିଳାସ ପ୍ରାଣୀ ଉଦ୍ୟାନକୁ ଆସିବ କଲରାପତରିଆ ବାଘ

ଶବ୍ଦମିଡ଼ିଆ ବ୍ୟୁରୋ:ନୂତନତ୍ୱ ସୃଷ୍ଟି ହେବାକୁ ଯାଉଛି କପିଳାସ ପ୍ରାଣୀ ଉଦ୍ୟାନ।ମାନ୍ୟତା ମିଳିବାର ଦୀର୍ଘ ୨୫ବର୍ଷ ପରେ ଜୁ’କୁ ଅଣାଯିବ କଲରାପତରିଆ। ଗୁରାଣ୍ଡି, କୃଷ୍ଣସାର ମୃଗ, ଗୟଳ, କୋକିଶିଆଳି ଭଳି ଅନ୍ୟ ୧୦ ପ୍ରଜାତିର ବନ୍ୟପ୍ରାଣୀ ଏହାର ବାତାବରଣକୁ ସମୃଦ୍ଧ କରିବେ। ଏମାନଙ୍କ…

ଆଗକୁ ମାଟ୍ରିକ ଏବଂ ଯୁକ୍ତଦୁଇ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟରେ ଆଗକୁ ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ହେବାକୁ ଯାଉଛି।ସେଥିପାଇଁ ଗଣ ଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ ଛାତ୍ର ଛାତ୍ରୀଙ୍କୁ ନିଜର ଉପଦେଶ ଦେଇଛନ୍ତି। ଚଳିତ ବର୍ଷ ଶତପ୍ରତିଶତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଉଭୟ ମାଟ୍ରିକ ଏବଂ ଯୁକ୍ତ…

ବଡ଼ ଖବର:କଂଗ୍ରେସରେ ଯୋଗଦେବେ ସ୍ୱର୍ଗତ ପ୍ୟାରମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି

ଶବ୍ଦମିଡ଼ିଆ ବ୍ୟୁରୋ:୨୦୨୪ ସାଧାରଣ ନିର୍ବାଚନକୁ ପାଖାପାଖି ଆହୁରି ବର୍ଷେ ରହିଲାଣି।ସେହି କ୍ରମରେ ସମସ୍ତ ରାଜନୈତିକ ଦଳରେ ବର୍ତ୍ତମାନ ସମୟରେ ମିଶ୍ରଣ ପର୍ବ ଚାଲିଛି।ଖବର ଅନୁସାରେ ଆଜି ଏକ ବଡ଼ ଖବର ସାମ୍ନାକୁ ଆସିଛି ଏକଦା ଗୋଟେ ସମୟରେ ବିଜେଡିର ଚାଣକ୍ୟ କୁହାଯାଉଥିବା…

୮ ରାଜ୍ୟ ଟେଲି ପୁରସ୍କାର,ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ସମ୍ମାନ’କାଳିଆ କରୁଛି ଲୀଳା’

ଶବ୍ଦମିଡ଼ିଆ ବ୍ୟୁରୋ:ଭୁବନେଶ୍ୱର:ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫଡ଼ିସି) ମିଳିତ ସହଯୋଗରେ ୮ ରାଜ୍ୟ ଟେଲି ପୁଟସ୍କାର ପ୍ରଦାନ ଉତ୍ସବ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି।ଚଳିତ ବର୍ଷ ୧୯ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା।ସନ୍ଧ୍ୟାରେ ଅତିଥିଭାବେ…