ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ
ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ତିନିରଥର ପ୍ରଥମ ଭୂଇଁ ଉଭୟ ପାର୍ଶ୍ୱରେ କଇଁଚି ପଡିବା ସହ ତିନିରଥର ତାଗ ବାଡ଼ିଆ କାର୍ଯ୍ୟ ହୋଇଚି। ତିନିରଥ କଳଶ ରେ ଆଲମିନିୟମ ଚଦର ଫିଟିଙ୍ଗ ଏବଂ ତିନିରଥର ବ୍ରେକ ଚକରେ ଲୁହା…
ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ତିନିରଥର ପ୍ରଥମ ଭୂଇଁ ଉଭୟ ପାର୍ଶ୍ୱରେ କଇଁଚି ପଡିବା ସହ ତିନିରଥର ତାଗ ବାଡ଼ିଆ କାର୍ଯ୍ୟ ହୋଇଚି। ତିନିରଥ କଳଶ ରେ ଆଲମିନିୟମ ଚଦର ଫିଟିଙ୍ଗ ଏବଂ ତିନିରଥର ବ୍ରେକ ଚକରେ ଲୁହା…
ଆଗାମୀ ରଥଯାତ୍ରାରେ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ନେଇ ମୁତୟନ ହେବେ ସମୁଦାୟ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ। ଏଥିପାଇଁ ଆଜି ରାପିଡ ଆକ୍ସନ ଫୋର୍ସର ଏକ ପ୍ଲାଟୁନ ପୁରୀରେ ପହଁଚିଥିବା ବେଳେ ପୁରୀ ଏସ୍ପି ବଡ଼ଦାଣ୍ଡରେ ସେମାନଙ୍କୁ ଡ୍ୟୁଟି ସମ୍ପର୍କରେ…
ମା’ ଙ୍କ ସ୍ମୃତିରେ ପୁଅ ଗଢିଦେଲା ଦ୍ଵିତୀୟ ତାଜମହଲ । ତାମିଲନାଡୁରେ ଏଭଳି ଘଟଣାକୁ ଖୁବ୍ ଚର୍ଚ୍ଚା । ମାଆଙ୍କ ପାଇଁ ତାଜମହଲ ଗଢିଥିବା ବ୍ୟକ୍ତି ଜଣେ ବ୍ୟବସାୟୀ । ତାଙ୍କ ପାଇଁ ମା’ ଥିଲେ ସାରା ଦୁନିଆ । ଯେତେବେଳେ…
ଭାରତୀୟ ସେନାର ଜଣେ ଯବାନଙ୍କ ଗୁରୁତର ଅଭିଯୋଗ । ୧୨୦ ଜଣ ପୁରୁଷ ଯବାନଙ୍କ ପତ୍ନୀଙ୍କୁ ଅର୍ଦ୍ଧନଗ୍ନ କରି ଅତି ନିର୍ଦ୍ଦୟ ଭାବେ ମାଡ଼ ମାରିଛନ୍ତି। ଏହି ଯବାନଙ୍କ ନାଁ ପ୍ରଭାକରନ। ସେ ଭାରତୀୟ ସେନାରେ ହାବିଲଦାର ଅଛନ୍ତି । ସେ…
ପ୍ରସିଦ୍ଧ ପଞ୍ଜାବୀ ଏବଂ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ମଙ୍ଗଲ ଢିଲ୍ଲୋନଙ୍କର ଆଜି ପରଲୋକ ହୋଇଛି । କର୍କଟ ରୋଗ ସହିତ ଦୀର୍ଘ ଦିନ ଲଢ଼ିବା ପରେ ଅଭିନେତା ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି ।ମଙ୍ଗଲ ଢିଲ୍ଲୋନଙ୍କ ମୃତ୍ୟୁରେ…
କେନ୍ଦୁଝର ଗସ୍ତର ଦ୍ବିତୀୟ ଦିନରେ ତାରିଣୀ ପୀଠକୁ ଯାଇ ମାଆଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଲେ 5T ସଚିବ ଭି.କେ. ପାଣ୍ଡିଆନ । ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି । ଏହି…
ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ କୁହୁଡି ପଞ୍ଚାୟତ ଅଧିନ କହରାପଡା ଗ୍ରାମର କୁନ୍ଦ୍ରୁ ମାଝିଙ୍କ ପୁଅ ଅର୍ଣ୍ଣ ମାଝି (24,) ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି…
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ସଦରର ଗ୍ରାମର ଶୋବନି ବାଗର୍ତ୍ତୀଙ୍କ ଝିଅ ଗତ 15 ତାରିଖ ଦିନ ଠାରୁ ନିଖୋଜ ଥିଲେ । ତେବେ ନିଖୋଜ ଝିଅ ମୁନିବତୀ ବଗର୍ତ୍ତୀ (23)କୁ ପଡୋଶୀ ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲା ହନୁମାନ…
ନିକଟରେ ବିଲାସପୁର ଡିଭିଜନରେ କଂଗ୍ରେସ ଏକ ବୈଠକ କରିଥିଲା ଯେଉଁଠାରେ ରାଜ୍ୟର ସମସ୍ତ ପ୍ରଭାବଶାଳୀ ଦଳ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ବ୍ୟତୀତ ରାଜ୍ୟ କଂଗ୍ରେସ ଦାୟିତ୍ୱରେ ଥିବା କୁମାରୀ ସେଲଜା ଏବଂ ବିଧାନସଭା ବାଚସ୍ପତି ଚରଣ ଦାସ ମହନ୍ତ…
‘ଦ କେରଳ ଷ୍ଟୋରି’ ପରେ ଦ୍ୱିତୀୟ ଚଳଚ୍ଚିତ୍ର ଘୋଷଣା କଲେ ନିର୍ଦ୍ଦେଶକ ସୁଦୀପ୍ତୋ ସେନ। ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି। ବାସ୍ତବ ଜୀବନ ସହିତ ଜଡିତ ଏହି ଚଳଚ୍ଚିତ୍ରର କାହାଣୀକୁ ଲୋକମାନେ…