Wed. Oct 14th, 2026

Tag: #odishanews

ରାୟଗଡା ବନଖଣ୍ଡର ଦୁଇ ବନକର୍ମଚାରୀଙ୍କୁ ସମ୍ନାନିତ

ଉଲେଖନିୟ କାର୍ଯ୍ୟ ପାଇଁ ବିଶ୍ୱ ବନ ଦିବସ -୨୦୨୪ଅବସରରେ ରାୟଗଡା ବନଖଣ୍ଡରେ କାର୍ଯ୍ୟରତ ଦୁଇ ଜଣ ବନକର୍ମଚାରୀଙ୍କୁ ସମ୍ନାନିତ କରାଯାଇଛି। ସମ୍ନାନିତ ବନକର୍ମଚାରୀ ହେଉଛନ୍ତି ଗୌରୀ ଶଙ୍କର ସାହୁ (ଫରେଷ୍ଟର ) ଏଂବ ପ୍ରଦୀପ କୁମାର ସାହୁ (ଫରେଷ୍ଟଗାର୍ଡ )ଙ୍କୁ ଆଜି…

ସାଧାରଣ ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଜୋରଦାର

ସାଧାରଣ ନିର୍ବାଚନ ୨୦୨୪କୁ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମୀଳନି କକ୍ଷରେ ଏକ ସାମ୍ବାଦୀକ ସମ୍ମିଳନି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଜିଲ୍ଲାବାସିଙ୍କୁ ଅପିଲ କରିଛନ୍ତି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷି ଅଧୀକ୍ଷକ । ଉଭୟ…

ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ନିର୍ବାଚନ ତାରିଖ ଘୋଷଣା ଓ ଆଚରଣ ବିଧି ଲାଗୁ ହେଲା ପରେ କିପରି ରାୟଗଡ ଜିଲ୍ଲାରେ ସ୍ୱଚ୍ଛ, ଅବାଧ ନିର୍ବାଚନ ହେବ ସେ ନେଇ ପ୍ରଶାସନ ତତ୍ପର ପ୍ରକାଶ କରିଛି । ଚଳିତ ବର୍ଷ ଓଡିଶାରେ ଉଭୟ ବିଧାନସଭା ଓ ଲୋକସଭା…

ଓଡ଼ିଶାରେ କେଉଁଠି ଓ କେଉଁ ଦିନ ନିର୍ବାଚନ ଜାଣନ୍ତୁ

ଦେଶର ସାଧାରଣ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି।ନିର୍ବାଚନ କମିଶନ ଲୋକସଭା ବ୍ୟତୀତ ୪ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରିଛନ୍ତି। ଓଡ଼ିଶା, ଅରୁଣାଚଳ ପ୍ରଦେଶ, ସିକ୍କିମ ଓ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ…

ସୂଚନା ଓ ଲୋକସଂପର୍କ ବିଭାଗ ଉପ ନିର୍ଦ୍ଦେଶକ ପ୍ରଫୁଲ୍ଲ ମଲ୍ଲିକଙ୍କ ପରଲୋକ

ହୃଦଘାତରେ ଚାଲିଗଲେ ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ତଥା ନିର୍ବାଚନ ଆୟୋଗଙ୍କ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ପ୍ରଫୁଲ୍ଲ ମଲ୍ଲିକ। ଆଜି ପ୍ରାତଃ ଭ୍ରମଣ ସହ ବ୍ୟାୟାମ କରୁଥିବା ବେଳେ ପାର୍କରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ…

କରୁଣାଶାନ୍ତି ଆବାସିକ ବିଜ୍ଞାନ ମହାବିଦ୍ୟାଳୟରେ ଗ୍ରାଜୁଏସନ ସମାରୋହ ଅନୁଷ୍ଠିତ

ଦିନ ଗୋଳନ୍ତରା ରାଧାମୋହନପୁର ସ୍ଥିତ କରୁଣାଶାନ୍ତି ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ଠାରେ ମଙ୍ଗଳବାର ସୁନ୍ଦର ଭାବରେ ଓ ଶାନ୍ତି ଶୃଙ୍ଖଳା ସହ ଗ୍ରାଜୁଏସନ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲ ବ୍ରହ୍ମପୁର ବିଶ୍ୱଦ୍ୟାଳୟ ର…

ଘୋଷଣା ହେଲା ୨୦୨୪ ଓସ୍କାର

ଏକାଡେମୀ ପୁରସ୍କାର ଦୁନିଆର ସବୁଠାରୁ ଲୋକପ୍ରିୟ ପୁରସ୍କାର ସମାରୋହ ମଧ୍ୟରୁ ଅନ୍ୟତମ ହେଉଛି ଓସ୍କାର। ୨୦୨୪ ବର୍ଷ ଲାଗି ଓସ୍କାର ପୁରସ୍କାର ଘୋଷିତ ହୋଇଛି । ଓପନହେମେର ଚଳଚ୍ଚିତ୍ରରେ ବେଷ୍ଟ ସପୋର୍ଟିଂ ଆକ୍ଟର ଭାବେ ପୁରସ୍କାର ଲାଭ କରିଛନ୍ତି ରବର୍ଟ ଡାଉନି…

ପିଲାଏ ପଢିବେ ‘ଛବିଳ ବର୍ଣ୍ଣବୋଧ’

ସ୍କୁଲ ଛାତ୍ରଛାତ୍ରୀ ପୁଣି ପଢ଼ିବେ ‘ଛବିଳ ବର୍ଣ୍ଣବୋଧ’ । ପୁଣି ଥରେ ପ୍ରକାଶ ପାଇବ ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ‘ଛବିଳ ବର୍ଣ୍ଣବୋଧ’ । ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଥିବାବେଳେ, ‘ଛବିଳ…

ବସ୍ତିର ଛାତ୍ରୀ ତଥା ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ

ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ହ୍ୟୁମାନ ପୋଟେନସିଆଲ ଡେଭଲପମେଟ ଟ୍ରଷ୍ଟ ତରଫରୁ ସ୍ଥାନୀୟ ନିଳାଦ୍ରୀବିହାରର ରିକ୍ ସା କଲୋନି ଠାରେ ବସ୍ତିର ଛାତ୍ରୀ ତଥା ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର…

ରାୟଗଡ ଜିଲ୍ଲା ପରିଷଦର ୭୮ତମ ବୈଠକ ଅନୁଷ୍ଠିତ

ରାୟଗଡ -ରାୟଗଡ ଜିଲ୍ଲା ପରିଷଦର ୭୮ତମ ବୈଠକ ଆଜି ଅଧ୍ୟକ୍ଷl ସୁଶ୍ରୀ ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଜିର ଏହି ବୈଠକରେ, ମାନ୍ୟବର ଲୋକ ସଭା ସାଂସଦ ସପ୍ତଗିରି ଉଲ୍ଲକା,ମାନ୍ୟବର ବିଧାୟକ,…