Mon. Nov 30th, 2026

Tag: #sabdamedia

ନବଙ୍କ ମୃତ୍ୟୁ ପରେ ସିରିଜ ସସପେଣ୍ଡ

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ପରେ ନିଆଯାଇଛି କାର୍ଯାନୁଷ୍ଠାନ । ଆଇପିଏସ୍ ସ୍ତରରେ ବଡ ଅଦଳ ବଦଳ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣାରେ ରାଜ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି…

ମୁଣ୍ଡପିଛା ଆୟ ଦୁଇ ଗୁଣା ହେଲା

ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ୍‌ । ବିଶ୍ୱରେ ଏବେ ଭାରତ ପଂଚମ ବୃହତମ ଅର୍ଥନୀତି ପାଲଟିଥିବାବେଳେ ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି । ମୁଣ୍ଡପିଛା ଆୟ ବୃଦ୍ଧି ପାଇ ୧.୯୭ ଲକ୍ଷ ଟଙ୍କାରେ ପହଁଚି ପାରିଛି । ଦେଶର…

ନୂଆ ଆୟକର ସ୍ଲାବ,୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଜିରୋ ଟ୍ୟାକ୍ସ

ଚଳିତ ବଜେଟରେ ବଜେଟରେ ଆୟକର ସ୍ଲାବ ସୀମା ୫ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି । ଅର୍ଥମନ୍ତ୍ରୀ ନୂଆ ଆୟକର ସ୍ଲାବ ପ୍ଲାନକୁ ମଧ୍ୟ ଘୋଷଣା କରିଛନ୍ତି । ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ ।…

ସିଗାରେଟ,ସୁନା ମହଙ୍ଗା

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ମୋଦି ସରକାରଙ୍କ ଶେଷ ତଥା ପୂର୍ଣ୍ଣାଙ୍ଗ ବଜେଟ। ଏଥରର ବଜେଟ୍‌ରେ ସୁନା ମହଙ୍ଗା ହୋଇଛି। ସେହିପରି ସିଗାରେଟ୍‌, ଚାନ୍ଦିରେ…

ଉପସ୍ଥାପିତ ହେଲା ଚଳିତ ବର୍ଷର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍

ବଜେଟ୍ (ଶିକ୍ଷା) ପଢା ପାଇଁ ରାଷ୍ଟ୍ରୀୟ ଡିଜିଟାଲ ଲାଇବ୍ରେରୀ ବୟସ ଅନୁସାରେ ମିଳିବ ବହି ପଞ୍ଚାୟତ ସ୍ତରରେ ଖୋଲାଯିବ ପୁସ୍ତକାଳୟ ଏକଲବ୍ୟ ସ୍କୁଲ ପାଇଁ ନିଯୁକ୍ତ ହେବେ ୩୮,୮୦୦ ଶିକ୍ଷକ ଲିଟେରାସି ପାଇଁ ସହାୟକ ହେବେ ଏନଜିଓ ଆଦିବାସୀଙ୍କ ପାଇଁ ଖୋଲିବ…

ଆରପାରିରେ ନବ ଦାସ

ଚାଲିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ । ଗୁଳିମାଡ ପରେ ତାଙ୍କୁ ଝାଡସୁଗୁଡାରୁ ଏୟାରଲିଫ୍ଟ ଯୋଗେ ଅଣାଯାଇଥିଲା ଭୁବନେଶ୍ୱର । ଆପୋଲୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କୁ…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ

ଭୁବନେଶ୍ବର: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ ହୋଇଯାଇଛି।ଆପୋଲୋ ହସପିଟାଲରେ ଗୁରୁତର ଚିକିତ୍ସାଧିନ ଅବସ୍ଥାରେ ମନ୍ତ୍ରୀ ନବ ଦାସଙ୍କ ପରଲୋକ ହୋଇଛି। ତାଙ୍କର ବାମପଟ ଛାତିରେ ଗୁଳି ବାଜିଥିଲା ଏବଂ ଝାରସୁଗୁଡ଼ାରୁ ତାଙ୍କୁ ଏୟାରଲିଫ୍ଟ ଯୋଗେ…

ପୋଲିସ ଗୁଳିରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଗୁରୁତର,ଆପୋଲୋରେ ଭର୍ତ୍ତି

ଗୁଳିମାଡ଼ ଶିକାର ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ବରକୁ ଏୟାରଲିଫ୍ଟିଂ କରାଯାଇଥିଲା। ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ପରେ ଅଧିକ ଚିକିତ୍ସା…

ପଟ୍ଟା ପାଇବା ପାଇଁ ଗୁହାରୀ ଜଣାଇଲେ ପେରାଗ ଗ୍ରାମବାସୀ

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସିରିପାଇ ପଞ୍ଚାୟତର ପେରାଗ୍ ଗ୍ରାମରେ ଅନେକ ଦିନରୁ ୨୫ରୁ ଉର୍ଦ୍ଧ୍ବ ପରିବାର ବସବାସ କରି ଆସୁଛନ୍ତି। ଏହି ଜାଗାରେ ଘର ବାଡ଼ି କରି ରହିବା ସହିତ ଆଖପାଖ ଇଲାକାରେ ଜମିରେ ଚାଷ କାମ କରି ଜୀବିକା…

ପୁରାତନ ଛାତ୍ର ଆଲୁମିନି ଗଠନ ପାଇଁ  ଗୋଦାବରୀଶ ମହାବିଦ୍ୟାଳୟର ପ୍ରସ୍ତୁତି ବେଠକ

ଖୋର୍ଦ୍ଧା ଜିଲ୍ଲା ବାଣପୁରର ଗୋଦାବରୀଶ ମହାବିଦ୍ୟାଳୟ ଏକ ପୁରାତନ ଶିକ୍ଷା ଅନୁଷ୍ଠାନ । ୧୯୬୩ ମସିହାରେ ଏହାର ପ୍ରତିଷ୍ଠା ହୋଇଥିଲା । ଅଂଚଳର ଏକ ପୁରାତନ ମହାବିଦ୍ୟାଳୟ ହୋଇଥିଲେ ମଧ୍ୟ ମାନ୍ୟତାରେ ଅଗ୍ରଗତି ନାହିଁ । ନାକ୍ ର ନିର୍ଦ୍ଦେଶ କ୍ରମେ…