Sun. Nov 29th, 2026

Tag: #sabdamedia

କୁମ୍ବି ବେଳେ ଜିଲୋଟିନ୍, ହ୍ୟାଣ୍ଡ ଗ୍ରେନେଡ୍, ବନ୍ଧୁକ ଜବତ

ଶବ୍ଦ ଓଡିଶା ବ୍ୟୁରୋ: କୁମ୍ବି ବେଳେ ବିଏସଏଫ ଯବାନଙ୍କୁ ସଫଳତା । ମାଲକାନଗିରି କାଲିମେଳା ଥାନା ଭେଜାଙ୍ଗିିୱାଡା ଅଞ୍ଚଳରୁ ବିପୁଳ ପରିମାଣର ମାଓ ସମାଗ୍ରୀ ଜବତ ହୋଇଛି । ମାଟି ତଳେ ଏହି ସବୁ ମାଓ ସାମଗ୍ରୀକୁ ପୋତାଯାଇ ଲୁଚାଯାଇଥିଲା ।…

ରାଜ୍ୟସଭାରେ ପାରିତ ହେଲା ‘ଦିଲ୍ଲୀ ସେବା ବିଲ୍’

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟସଭାରେ ପାସ ହୋଇଛି ଦିଲ୍ଲୀ ସେବା ବିଲ। ସୋମବାର ଗୃହରେ ଏ ନେଇ ଆଲୋଚନା ହୋଇଥିଲା । ବିଲ ସପକ୍ଷରେ ୧୩୧ ଭୋଟ ପଡିଥିବାବେଳେ ବିରୋଧରେ ୧୦୨ ଭୋଟ୍ ପଡିଥିଲା । ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ…

ଭୁବନେଶ୍ୱରରୁ କଳାହାଣ୍ଡିକୁ ଉଡ଼ିବ ବିମାନ

ଶବ୍ଦ ଓଡିଶା ବ୍ୟୁରୋ: କଳାହାଣ୍ଡିକୁ ଉଡ଼ିବ ବିମାନ । ଉତ୍କେଲା ଏୟାରପୋର୍ଟରୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ‘ଉଡ଼ାନ୍’ ଯୋଜନାରେ ଏହାର ଭିଭିଭୂମି ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବାବେଳେ DGCA ବିମାନ ଉଡ଼ାଣ ନିମନ୍ତେ ଗ୍ରୀନ ସିଗ୍ନାଲ…

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର

ଶବ୍ଦ ଓଡିଶା ବ୍ୟୁରୋ: ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇବେ। ଜଷ୍ଟିସ ଏସ.ମୁରଲୀଧରଙ୍କ ଅବସର ପରେ ଜଷ୍ଟିସ ଶୁଭାଶିଷ ତାଳପତ୍ର ନୂଆ…

ପୋଖରୀରୁ ହୋମଗାର୍ଡଙ୍କ ମୃତଦେହ ଉଦ୍ଧାର

ଶବ୍ଦ ଓଡିଶା ବ୍ୟୁରୋ: ପୋଖରୀରୁ ହୋମଗାର୍ଡଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ଗଞ୍ଜାମ ଜିଲ୍ଲା ବଡଗଡ଼ ଗ୍ରାମର ବଳରାମ ଦାସ । ସେ ବଡଗଡ଼ ଥାନାରେ କାର୍ଯ୍ୟ କରୁଥିଲେ।ବଳରାମ ନିଶାସେବନ କରନ୍ତି । କିଛି ଦିନ ତଳେ ବଳରାମ ନିଶାସେବନ…

କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ଶବ୍ଦ ଓଡିଶା ବ୍ୟୁରୋ: ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମୁଛି । ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୧ ଦଶମିକ ୧୦ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ୧ଲକ୍ଷ ୬୭ ହଜାର…

ରାଜ୍ୟସଭାରେ ଆଗତ ହେବ ଦିଲ୍ଲୀ ସେବା ବିଲ୍

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟସଭାରେ ଆଜି ଆଗତ ହେବ ଦିଲ୍ଲୀ ସେବା ବିଲ୍ । ଲୋକସଭାରେ ପାରିତ ହୋଇସାରିଥିବା ଏହି ବିଲ୍ ରାଜ୍ୟସଭାରେ ଆଗତ ହେବ । ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲକୁ ଆଗତ କରିବେ ।କଂଗ୍ରେସ ଏବଂ ଆପ୍…

ହରିଶଙ୍କର ପୀଠ ପରିଦର୍ଶନ କଲେ ଫାଇଭ-ଟି ସଚିବ

ଶବ୍ଦ ଓଡିଶା ବ୍ୟୁରୋ: ହରିଶଙ୍କର ପୀଠ ପରିଦର୍ଶନ କଲେ ୫-ଟି ସଚିବ ଭିକେ ପାଣ୍ଡିଆନ । ଟିଟଲାଗଡ଼ରୁ ହେଲିକପ୍ଟର ଯୋଗୁ ପାଟଣାଗଡ଼ ଆସି ହରିଶଙ୍କର ମନ୍ଦିର ବୁଲିଛନ୍ତି ୫-ଟି ସଚିବ । ଦର୍ଶନ କରିବା ସହ ମନ୍ଦିରର ଥିବା ସମସ୍ୟା ବାବଦରେ…

ବିଶ୍ୱକପ ଖେଳିବାକୁ ଭାରତ ଗସ୍ତରେ ଆସିବ ପାକିସ୍ତାନ

ଶବ୍ଦ ଓଡିଶା ବ୍ୟୁରୋ: ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ କ୍ରିକେଟ ବିଶ୍ୱକପ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ଭାଗନେବା ପାଇଁ ପାକିସ୍ତାନ ଦଳ ଭାରତ ଗସ୍ତରେ ଆସିବ । ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ନିଜ ସରକାରର ମଞ୍ଜୁରୀକୁ ଅପେକ୍ଷା…

ସଂସ୍କୃତି ନିର୍ଦ୍ଦେଶକ ଙ୍କ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

ପୁରୀ – ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ଦିଲ୍ଲୀପ କୁମାର ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଏକ ଟିମ ଆଜି ପୁରୀ ଗସ୍ତ କରିଥିଲେ। ପରିକ୍ରମା ପ୍ରକଳ୍ପ ଅଧୀନସ୍ଥ ମଠ ଗୁଡିକର ସୌନ୍ଦର୍ଯ୍ୟକରଣ ଓ ରକ୍ଷଣା ବେକ୍ଷଣ ଆଦି…