Wed. Oct 14th, 2026

Month: August 2023

ଶ୍ରାବଣ ପୂର୍ଣ୍ଣିମା – ଗଙ୍ଗାଧର ମେହେର ଜୟନ୍ତୀ

ବିଜୟ କୁମାର ଜେନା : “ତପସ୍ଵିନୀ” କାବ୍ୟର ଅମର କବି, ସ୍ବର୍ଗତ ଗଙ୍ଗାଧର ମେହେର; ସ୍ଵଭାବ କବି ଭାବରେ ଓଡ଼ିଶାର ପୁର ପଲ୍ଲୀରେ ପରିଚିତ। ଉନବିଂଶ ଶତାବ୍ଦୀର ରୀତି ଯୁଗର ସେ ଜଣେ ବିଶିଷ୍ଟ କବି। ତାଙ୍କର ଜନ୍ମ ଅଗଷ୍ଟ ୯…

ରାୟଗଡାରେ ଜାତୀୟ କ୍ରୀଡା ଦିବସ ପାଳିତ

ରାୟଗଡା:-ତା.29/08-ହକି କିମ୍ବଦନ୍ତି ମେଜର ଧ୍ୟାନ ଚlନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ଜିଲ୍ଲାସ୍ଥରୀୟ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳିତ ହୋଇଯାଇଛି l ଆଜି ଏହି ଉପଲକ୍ଷେ ରାୟଗଡ କ୍ରୀଡା ବିଭାଗ ତରଫରୁ ସମୂହ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ପଥର ଓ ବାଲି ପ୍ୟାକିଂ ହୋଇଥିବା ମୁଖଶାଳା ଭିତର ପାର୍ଶ୍ୱରୁ କୋଣାର୍କ ସୂର୍ଯ୍ୟମନ୍ଦିର ଭିତର ଫଟୋ

ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଭିତରର ଫଟୋ,ପଥର ଓ ବାଲି ପ୍ୟାକିଂ ହୋଇଥିବା ମୁଖଶାଳା ଭିତର ପାର୍ଶ୍ୱ ଦେଖିବାକୁ ମିଳିଛି। ଝୁଲି ରହିଛି ପଥର ଓ ବିମ୍। ASI ପକ୍ଷରୁ ଏଣ୍ଡୋସ୍କୋପିକ୍ ଇନଭେଷ୍ଟିଗେସନ ବେଳେ ଏହି ଫଟୋ ଉଠାଯାଇଛି। ସେପଟେ କୋଣାର୍କ…

ବଞ୍ଚିଥାଉ ଥାଉ ବାର୍ଦ୍ଦକ୍ୟ ଭତ୍ତା ହିତାଧିକାରୀଙ୍କୁ ମୃତ୍ୟୁ ଖବର

ବଞ୍ଚି ଥାଉ ଥାଉ ମଣିଷକୁ ମାରି ଦେଉଛନ୍ତି ଦଶମନ୍ତପୁର ବ୍ଲକ ପ୍ରଶାସନ l ବଞ୍ଚି ଥାଇ ମୃତ୍ୟୁ ର ଖବର ପାଇଛନ୍ତି ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରୀ l ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରୀ ଜଣକ ହେଉଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର…

ଉତ୍ପାଦନର କର୍ମଶାଳା କୋରାପୁଟ ଜିଲ୍ଲା କାରାଗାର, କଏଦୀଙ୍କୁ ମୁକ୍ତି ପରେ ଲୋଡା ପ୍ରୋତ୍ସାହନ

କୋରାପୁଟରେ ଜେଲ ସଂସ୍କାର ବନ୍ଦୀ ଜୀବନ ରେ ନୂତନ ସୁଯୋଗ ଆଣି ଦେଇଛି। ଜେଲ ବର୍ତ୍ତମାନ ବନ୍ଦୀଙ୍କୁ ବଞ୍ଚିବାର ରାହା ଦେଖାଉଛି , ଜେଲ ଭିତରେ ଶିଖିଥିବା ଲୁଗା ବୁଣା ତାଲିମ ଆଗକୁ ରୋଜଗାରର ପନ୍ଥା ଦେଖାଇବ । ମୁକ୍ତ ହୋଇଥିବା…

ସନ୍ଥଙ୍କ ବାଣୀ ଓ ସନ୍ଥଙ୍କୁ ପୂଜା

ସହରର ଅନତି ଦୂରରେ ରହୁଥିଲେ ଜଣେ ସନ୍ଥ ଫକୀର। ଛୋଟ ଥିଲା ବେଳେ ତାଙ୍କ ପିତା, ଯିଏକି ଜଣେ ସୁଫି ସନ୍ୟାସୀ ଥିଲେ ତାଙ୍କ ସହିତ ଏହି ସ୍ଥାନକୁ ଆସିଥିଲେ ଏହି ସନ୍ଥ ମହାଶୟ। ସୁଫି ସନ୍ୟାସୀଙ୍କ ଦେହାନ୍ତ ପରେ, ସନ୍ଥ…

ଯବାନଙ୍କ ଗୁଳିରେ ନକ୍ସଲର ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ରହିଥିବା ଛତିଶଗଡ଼ ବୋରେଇ ଥାନା ଅଂଚଳର ଏକବାରି ଜଂଗଲରେ ଯବାନ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ। ଗୁଳି ବିନିମୟରେ ଯବାନମାନେ ଜଣେ ନକ୍ସଲକୁ ହତ୍ୟା କରିଥିବା ଜଣାପଡ଼ିଛି।…

ସିକ୍ୟୁରିଟି ଗାର୍ଡକୁ ହତ୍ୟା, ଅଭିଯୁକ୍ତ ପ୍ରକାଶ ବେହେରା ଗିରଫ

ଶବ୍ଦ ଓଡିଶା ବ୍ୟୁରୋ : ସିକ୍ୟୁରିଟି ଗାର୍ଡକୁ ହାଣି ହତ୍ୟାକଲା ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡ । ବୌଦ୍ଧ ଜିଲ୍ଲା ଖୁଣ୍ଟିଆପଡ଼ା ଯୋଗୀଭୋଗୋରା ରେଲୱେ ବ୍ରିଜ ନିକଟରେ ଏହି ଘଟଣା ଘଟିଛି । ମୃତକ ରାଉତବାହାଲ ଗ୍ରାମର ରଞ୍ଜନ ପ୍ରଧାନ। ପୁଲିସ…

ଚିରନିଦ୍ରାରେ କବି ଜୟନ୍ତ ମହାପାତ୍ର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଶବ୍ଦ ଓଡିଶା ବ୍ୟୁରୋ : ବିଶିଷ୍ଟ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ପରଲୋକ । ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ଗତକାଲି ରାତି ୯ଟାରେ ତାଙ୍କର ଦେହାନ୍ତ ହୋଇଛି । କବି ଜୟନ୍ତ ମହାପାତ୍ର ସ୍ନାୟୁ ରୋଗରେ ପୀଡିତ ହୋଇଥିଲେ…

ରାଜ୍ୟରେ ପୁଣି ବର୍ଷା ସମ୍ଭାବନା

ଶବ୍ଦ ଓଡିଶା ବ୍ୟୁରୋ : ରାଜ୍ୟରେ ବର୍ଷା ସମ୍ଭାବନା । ମୌସୁମୀଜନିତ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବା ବେଳେ ଏହାର ପୂର୍ବଭାଗ ଗୋରଖପୁର, ଦରଭଙ୍ଗା, ବାଲୁର୍‌ଘାଟରୁ ମଣିପୁର ଆଡ଼କୁ ଲମ୍ବିଛି । ଫଳରେ ରାଜ୍ୟରେ ମୌସୁମୀ…