ବାଇକ-ଟ୍ରକ ମୁହାଁମୁହିଁ, ଚାଲିଗଲା 2 ଯୁବକଙ୍କ ଜୀବନ
ଶବ୍ଦ ଓଡିଶା ବ୍ୟୁରୋ: ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ । ବାଇକ-ଟ୍ରକ ମୁହାଁମୁହିଁରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଜଣେ ମୃତକ ସ୍ଥାନୀୟ ମାଣିତ୍ରୀ ଗାଁର ହୋଇଥିବା ବେଳେ ଅନ୍ୟଜଣେ ଯୁବକଙ୍କ ପରିଚୟ ମିଳିପାରିନି ।ସୂଚନାନୁସାରେ,…