Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଯାତ୍ରୀବାହୀ ବସ ଓ କଣ୍ଟେନର ମୁହାଁମୁହିଁ ଧକ୍କା । ଆମପାଣି ଘାଟିରେ ୨୬ ନମ୍ବର ଜାତୀୟ ରାପଥରେ ଏକ ଯାତ୍ରୀବାହୀ ବସ ଓ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି । ୨ ଆହତଙ୍କୁ କୋକସରା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ବସଟି ହାଇଦ୍ରାବାଦରୁ କଲମପୁର ଆସୁଥିବା ବେଳେ ଆମପାଣି ଘାଟି ରାସ୍ତାରେ ବିପରୀତ ଦିଗରୁ ଆସୁଥିବା କଣ୍ଟେନର ସହ ମୁହାଁମୁହିଁ ଧକ୍କା ହୋଇଛି ।

Leave a Reply

Your email address will not be published. Required fields are marked *