ଶବ୍ଦ ଓଡିଶା ବ୍ୟୁରୋ: ପ୍ରଧାନ ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ୬୦ ନମ୍ବର ଜାତୀୟ ରାଜପଥ ଜଳେଶ୍ଵର ଥାନା ଶାନ୍ତିଆ ବାଇପାସ ନିକଟରେ ଏହା ଦୁର୍ଘଟଣାର ଶିକାର ହୋଇଛି । ବସକୁ ପଛପଟୁ ଧକ୍କା ଦେଲା ଟ୍ରକ । ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ବସଟି ଓଲଟି ପଡିଛି । ଭୁବନେଶ୍ବରରୁ ପଶ୍ଚିମବଙ୍ଗ କଲିକତା ଅଭିମୁଖେ ଯାଉଥିଲା ପ୍ରଧାନ ବସ ।
