Sun. Nov 29th, 2026

Month: July 2023

ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବିଶ୍ଵ ଜନସଂଖ୍ୟା ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ଏକ କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ପାଇଁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଉପଲକ୍ଷେ ପ୍ରଦାନ କରାଯାଇଛି। ଏଥିରେ ଫାଉଣ୍ଡେସନର…

ଆବାସ ଯୋଜନା ବଂଟନରେ ବ୍ୟାପକ ଅନିୟମିତତାକୁ ନେଇ ଧାରଣା

ହିତାଧିକାରୀ ଚୟନରେ ପାତର ଅନ୍ତର ପ୍ରତିବାଦରେ ତରଭା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ମରାଡୁଗୋଚ୍ଛା ଗ୍ରାମପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଂଟନରେ ବ୍ୟାପକ ଅନିୟମିତତା ଅଭିଯୋଗ । କିଛି ଅସାଧୂ ସରକାରୀ କର୍ମଚାରୀଙ୍କ…

ନେପାଳରେ ହେଲିକପ୍ଟର କ୍ରାଶ୍

ନେପାଳରେ ପୁଣି ହେଲିକପ୍ଟର କ୍ରାଶ୍। ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ନେପାଳର ମାଉଣ୍ଟ ଏଭରେଷ୍ଟ ନିକଟ ଲାମଜୁରାରେ କ୍ରାଶ୍‌ କରି ଯାଇଥିବା ଜଣାଯାଇଛି। ସକାଳ ପ୍ରାୟ ୧୦ଟା ୧୫ମିନିଟରେ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା ଓ ତାହା…

‘ଆମ ଓଡିଶା ନବୀନ ଓଡିଶା’କୁ କ୍ୟାବିନେଟ୍ ଅନୁମୋଦନ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବ ଉପରେ ମୋହର । ଆମ ଗାଁ ଆମ ବିକାଶର ନିର୍ଦ୍ଦେଶନାମାଙ୍କୁ ସଂଶୋଧନ କରି ରାଜ୍ୟ ସରକାର ଆମ ଓଡିଶା ନବୀନ ଓଡିଶା ଯୋଜନା ଆରମ୍ଭ କରିଛନ୍ତି । ଗ୍ରାମାଞ୍ଚଳର ଭିତ୍ତିଭୂମି ବୃଦ୍ଧିକୁ…

ରାସ୍ତା ଉପରେ ଯୁବକଙ୍କୁ ଗଳା କାଟି ହତ୍ୟା

ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କଳିକାପୁର ଛକ ନିକଟରେ ଘଟିଛି ଅଭାବନୀୟ ଘଟଣା । ରାସ୍ତା ଉପରେ ଯୁବକଙ୍କୁ ଗଳା କାଟି ହତ୍ୟା । ମୃତକ ହେଉଛନ୍ତି କଳିକାପୁର ଗାଁର ସୁଧାଂଶୁ ବିଶ୍ୱାଳ । ସୂଚନା…

ବସକୁ ଧକ୍କା ଦେଲା ଟ୍ରକ୍, ୧୫ରୁ ଅଧିକ ଆହତ

ଶବ୍ଦ ଓଡିଶା ବ୍ୟୁରୋ: ସକୁ ପଛପଟୁ ଧକ୍କା ଦେଲା ଟ୍ରକ୍ । ଫଳରେ ଟ୍ରକଟି ଓଲଟି ପଡ଼ିଥିବା ବେଳେ ବସଟି ଘାଟି ତଳକୁ ଖସିପଡ଼ିଛି । ବସରେ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଚିକତ୍ସା ପାଇଁ…

ଆରମ୍ଭ ହେଲା ବର୍ଷା, ୮ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ଆଜି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ,…

ବଦଳିଲା ହାଇସ୍କୁଲ ୟୁନିଫର୍ମ, ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ

ଶବ୍ଦ ଓଡିଶା ବ୍ୟୁରୋ: ବଦଳିବ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ । ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିବ । ନୂଆ ଲୁକ୍ ଓ ନୂଆ ରଙ୍ଗର ପୋଷାକରେ ସ୍କୁଲକୁ…

ବାର୍ଷିକ ଉତ୍ସବ ପାଳିଲା ଯଶୋଦା ମା ଫାଉଣ୍ଡେସନ

ଯଶୋଦା ମା ଫାଉଣ୍ଡେସନର ଦ୍ୱିତୀୟ ବାର୍ଷିକ ଉତ୍ସବ, ପ୍ରତିଷ୍ଠା ଦିବସ ଏବଂ ସମାଜସେବୀ ନିବେଦିତା ଲେଙ୍କାଙ୍କ ଜନ୍ମ ଦିବସ ଅବସରରେ ଓ ନବଜ୍ୟୋତି ମହାବିଦ୍ୟାଳୟର ମିଳିତ ପ୍ରୟାସରେ ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ…

ବଢିଲା ଶ୍ରୀକାନ୍ତ ସାହୁଙ୍କ ଅଡ଼ୁଆ; ଥାନାରେ ଏତଲା ଦେଲେ ସଂଯୁକ୍ତା ମହଲା

ବିଜେଡିର ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଛନ୍ତି ତାଙ୍କରି ଦଳର ନେତ୍ରୀ ସଂଯୁକ୍ତା ମହଲା। ତା’ସହିତ ସେ ପୁଲିସ କମିଶନରଙ୍କୁ ଭେଟି ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।ସେ…