Wed. Oct 14th, 2026

Month: June 2023

ପାଠ ପଢିବେ ବୈଷ୍ଣବୀ, ସହଯୋଗ କଲେ ଯଶୋଦା ମାଆ ନିବେଦିତା

ଆଖିରେ ଥିଲା ଆଖିଏ ସ୍ୱପ୍ନ । ପାଠ ପଢି,ବଡ ମଣିଷ ହେବାକୁ ପଣ କରିଥିଲେ କେନ୍ଦ୍ରାପଡା ଜିଲ୍ଲା ସାମ୍ମାଙ୍କୋ ଗାଁର ମେଧାବୀ ଛାତ୍ରୀ ବୈଷ୍ଣବୀ ସେଠୀ । ମାଟ୍ରିକ ପରୀକ୍ଷାରେ 90 ପ୍ରତିଶତ ମାର୍କ ରଖିଥିଲେ । ଭବିଷ୍ୟତରେ ପାଠ ପଢି…

ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ

ଶବ୍ଦ ଓଡିଶା ବ୍ୟୁରୋ: ଆଜି ଶ୍ରୀଜିଉଙ୍କ ସୁନାବେଶ । ସିଂହଦ୍ୱାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାବିଗ୍ରହ । ବର୍ଷବ୍ୟାପୀ ରତ୍ନବେଦିରେ ସୁନାବେଶରେ ଦର୍ଶନ ଦେଉଥିବା ମହାବାହୁ ମହଣ ମହଣ ରତ୍ନଖଚିତ ସୁବର୍ଣ୍ଣ ଅଳଙ୍କାର ପିନ୍ଧି ବଡ଼ଦାଣ୍ଡରେ…

ମାଲକାନଗିରି ସୀମାରେ ମାତିଲେ ମାଓବାଦୀ। ୨ ଜଣଙ୍କୁ ଅପହରଣ ପରେ ହତ୍ୟା କଲେ ମାଓବାଦୀ

ଶବ୍ଦ ଓଡିଶା ବ୍ୟୁରୋ: ମାଲକାନଗିରି ସୀମାରେ ମାଓବାଦୀଙ୍କ ବର୍ବରକାଣ୍ଡ । ଅପହରଣ ପରେ ୨ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ପ୍ରଜାକୋର୍ଟରେ ଦୁଇ ଜଣ ଗାଁ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ।ଛତିଶଗଡ଼ ସୁକମା ଜିଲ୍ଲା ତାଡ଼ମେଟଲା ପଞ୍ଚାୟତର…

ଛତିଶଗଡରେ କଂଗ୍ରେସର ମାଷ୍ଟରଷ୍ଟ୍ରୋକ: ଟି.ଏସ ସିଂହଦେଓ ହେବେ ନୂଆ ଉପମୁଖ୍ୟମନ୍ତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡରେ କଂଗ୍ରେସ ବଡ ନିଷ୍ପତି । ରାଜ୍ୟର ଶିକ୍ଷା ଓ ସ୍ୱାସ୍ୟମନ୍ତ୍ରୀ ଟି.ଏସ ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜନ ଖଡଗେ । ଖଡଗେ କହିଛନ୍ତି, ସିଂଦେଓଙ୍କ…

ଖୁବଶୀଘ୍ର ମହାକାଶ ମୁହାଁ ହେବ ଚନ୍ଦ୍ରଯାନ-୩, ଆଦିତ୍ୟ-ଏଲ୧କୁ ନେଇ ଟିପ୍ପଣୀ ରଖିଲେ ଇସ୍ରୋ ଅଧ୍ୟକ୍ଷ

ଭାରତରେ ଚନ୍ଦ୍ରଯାନ-୩କୁ ନେଇ ଲାଗି ରହିଥିବା ଅପେକ୍ଷା ଶେଷ ହେବାକୁ ଯାଉଛି । ଏହି ମହାକାଶ ଯାନକୁ ଚନ୍ଦ୍ରରେ ଅବତରଣ କରାଯିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଜୁଲାଇ ୧୩ ତାରିଖରେ…

ଦିଲ୍ଲୀ ୟୁନିଭର୍ସିଟିରେ ବକରୀଦା ଛୁଟି ବନ୍ଦ

ଦିଲ୍ଲୀ ୟୁନିଭର୍ସିଟିରେ ବନ୍ଦ ହୋଇଛି ବକରୀଦା ଛୁଟି । ୨୯ ତାରିଖ ଛୁଟି ଥିବା ବେଳେ ଏହାକୁ ୱାର୍କିଂ ଡେ ଭାବେ ଘୋଷଣା କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତୂପକ୍ଷ । ଶିକ୍ଷକଙ୍କୁ ବାରଣ ହେଲା ଇଦ-ଉଲ-ଜୁହା ଛୁଟି । ୩୦ରେ ୟୁନିଭର୍ସିଟିରେ ଏକ…

ପ୍ରୋଟିନ ଓ ଜିଙ୍କ ଯୁକ୍ତ ଧାନ ବିହନ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ଵର ପକ୍ଷରୁ ପ୍ରୋଟିନ ଓ ଜିଙ୍କ ଯୁକ୍ତ ଧାନ ବିହନ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ ବୋରିଗୁମ୍ମା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛିl ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ଵର ପକ୍ଷରୁ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ କଟକର…

୩ ଘଣ୍ଟା ଆଗରୁ ଆରମ୍ଭ ହେଲା ରଥଟଣା

ନିର୍ଦ୍ଧାରିତ ସମୟର ପ୍ରାୟ ୩ ଘଣ୍ଟା ଆଗରୁ ରଥଟଣା ଆରମ୍ଭ ହୋଇଛି। ପୂର୍ବରୁ ସ୍ଥିରୀକୃତ ହୋଇଥିଲା କି ଅପରାହ୍ନ ୪ଟା ସମୟରେ ରଥଟଣା ଆରମ୍ଭ ହେବ। କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶୃଙ୍ଖଳିତ ଭାବେ…

ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି: ରଥାରୁଢ ହେଲେ ହଦଳୀମୁହିଁ ମା’ ସୁଭଦ୍ରା

ଶବ୍ଦ ଓଡିଶା ବ୍ୟୁରୋ: ନବଦିନାତ୍ମକ ଯାତ୍ରା ସାରି ଶ୍ରୀଜୀଉ ଜନ୍ମବେଦୀରୁ ନୀଳକନ୍ଦର ଫେରିବେ । ବାହୁଡା ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ରହିଛି । ଭକ୍ତଙ୍କ ଗହଳିରେ ଶରଧାବାଲି ଉଛୁଳି ଉଠୁଛି । ଭୋରରୁ ନୀତିକାନ୍ତି ଆରମ୍ଭ ହୋଇଛି । ପ୍ରଥମେ…

ଚମ୍ପା ଘାଟିରେ ୧୫ ଫୁଟ ତଳକୁ ଖସିଲା ପିକଅପ ଭ୍ୟାନ୍, ୭ ଶ୍ରମିକ ଗୁରୁତର

ଶବ୍ଦ ଓଡିଶା ବ୍ୟୁରୋ: ଭାରସାମ୍ୟ ହରାଇ ଚମ୍ପା ଘାଟିରେ ୧୫ ଫୁଟ ତଳକୁ ଖସିଲା ପିକଅପ ଭ୍ୟାନ୍ । ଦୁର୍ଘଟଣାରେ ୧୫ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି। ଗଜପତି ଜିଲ୍ଲା…