Sun. Nov 29th, 2026

Month: May 2023

ପଛୁଆ ବର୍ଗର ଗଣନା କାର୍ଯ୍ୟ ଅନୁଧ୍ୟାନ କଲେ ରାଜ୍ୟ ପର୍ଯ୍ୟବେକ୍ଷକ

ରାୟଗଡ଼ା ଜିଲ୍ଲାରେ ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସମ୍ପର୍କିତ ସର୍ଭେ ନିମନ୍ତେ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ରାଜ୍ୟ ସରକାରଙ୍କ ପର୍ଯ୍ୟବେକ୍ଷକ ବୀରେନ୍ଦ୍ର କରକl ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ଏହି ସର୍ବେ କାର୍ଯ୍ୟ ଅନୁଷ୍ଠିତ ହେଉଛି ।…

ଗିରଫ ପରେ ଉଠୁଛି ପଡୁଛି ପାକିସ୍ତାନ, ସେପଟେ ଇମ୍ରାନଙ୍କୁ ହତ୍ୟା ଧମକ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଗିରଫ ଏବେ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦୁର୍ନୀତି ଅଭିଯୋଗରେ ତାଙ୍କୁ ଗିରଫ କରିଛି ପାକିସ୍ତାନ ରେଂଜର୍ସ । ଯାହାକୁ ନେଇ ଇମ୍ରାନଙ୍କ ଜୀବନ ପ୍ରତି ବିପଦ ଥିବା ଶୁଣିବାକୁ ମିଳିଛି ।…

ଝାରସୁଗୁଡ଼ାରେ ଚାଲିଛି ମତଦାନ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ। ଏହାପୂର୍ବରୁ ହୋଇଛି ମକ୍ ପୋଲ୍। ୪ଟି ବ୍ଲକ ଓ ଗୋଟିଏ ପୌରପରିଷଦରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ମତଦାନ ସାବ୍ୟସ୍ତ କରୁଛନ୍ତି ୨ଲକ୍ଷ ୨୧ ହଜାର ୭୦ ଜଣ ଭୋଟର। ୧ ଲକ୍ଷ ୧୦…

ସମ୍ବଲପୁର ହିଂସା ସମ୍ପର୍କିତ ରିପୋର୍ଟ ଦେଲେ ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ଶବ୍ଦ ଓଡିଶା ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ସମ୍ବଲପୁର ହିଂସା ସମ୍ପର୍କିତ ନିଜ ରିପୋର୍ଟ ପ୍ରଦାନ କଲା ବିଜେପି କେନ୍ଦ୍ରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ । ବିଜେପିର ୩ ଜଣିଆ ଟିମ୍‌ ଆଜି ନୂଆଦିଲ୍ଲୀରେ ଅଧ୍ୟକ୍ଷ ନଡ୍ଡାଙ୍କୁ ଭେଟି…

ଗଲା ଆଉ ଏକ ଚିତାର ଜୀବନ : ୨ ଚିତା ମଧ୍ୟରେ ମୁହାଁମୁହିଁ କାରଣରୁ ଥିଲା ଅସୁସ୍ଥ

ଶବ୍ଦ ଓଡିଶା ବ୍ୟୁରୋ: ଗଲା ଆଉ ଏକ ଚିତାର ଜୀବନ । ଆଫ୍ରିକାରୁ କୁନୋପାର୍କକୁ ଆସିଥିବା ଚିତାଙ୍କ ମଧ୍ୟରୁ ଜଣେ ଚିତାର ମଙ୍ଗଳବାର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଦୁଇଜଣ ଚିତା ମଧ୍ୟରେ ମୁହାଁମୁହିଁ କାରଣରୁ ମାଇ ଚିତା…

ବାତ୍ୟାର ରୂପ ନେଇପାରେ ଅବପାତ

ଶବ୍ଦ ଓଡିଶା ବ୍ୟୁରୋ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହେଉଛି । ଏହା ଆଜି ବାତ୍ୟାର ରୂପ ନେଇପାରେ । ବଳ ଜୁଟାଇବା ସହ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଅତି ଭୀଷଣ ବାତ୍ୟାର…

ଫାଙ୍କା ଗୁଳି ଚଳାଇ ଆତଙ୍କ ସୃଷ୍ଟି: ନିଶାସକ୍ତ ଯୁବକ କାବୁ

ଶବ୍ଦ ଓଡିଶା ବ୍ୟୁରୋ: ଫାଙ୍କା ଗୁଳି ଚଳାଇ ଆତଙ୍କ ସୃଷ୍ଟି କଲା ନିଶାସକ୍ତ ଯୁବକ । ଭଦ୍ରକ ପୁରୁଣା ବଜାର ଉତ୍ତର ବାହିନୀ ନିକଟରେ ଏପରି ଘଟଣା ଦେଖିବାକୁ ମିଳିଛି । ପୋଲିସ ଯୁବକକୁ କାବୁ କରି ଘଟଣାର ତଦନ୍ତ ଜାରି…

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ । ୧୧ ଓ ୧୨ତାରିଖ ଦୁଇ ଦିନ ଧରି ଦିଲ୍ଲୀରେ ରହିବେ । କେନ୍ଦ୍ର ସରକାରରେ ପଡ଼ିରହିଥିବା ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟର ସେ ସମୀକ୍ଷା କରିବେ । ତେବେ ଏହି…

ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ଭୋଟ୍. ୯ ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

ଶବ୍ଦ ଓଡିଶା ବ୍ୟୁରୋ: ଆଜି ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ । ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ସହ ମୋଟ୍ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଉପନିର୍ବାଚନରେ ୨ ଲକ୍ଷ ୨୧ ହଜାର ୭୧୯ ଜଣ…

ବିନା ରେଜୁଲେସନରେ ଅଙ୍ଗନବାଡି ସହାୟିକା ନିଯୁକ୍ତି ଦେଇଥିବା ଅଭିଯୋଗ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଜମାଦାରପଡା ପଞ୍ଚାୟତ ଅଧିନ କୋନ୍ଧିଓଡା ଅଙ୍ଗନୱାଡି କେନ୍ଦ୍ରରେ ସହାୟିକା ଗ୍ରାମର ବାସନ୍ତୀ ଓଟିକୁ କେନ୍ଦ୍ର କମିଟି ଏବଂ ଗ୍ରାମବାସୀଙ୍କୁ ନେଇ ଏକ ଚୟନ ବୈଠକ ସମୟରେ ପାଟିତୁଣ୍ଡ। ବୈଠକରେ ପାଟିତୁଣ୍ଡ ହେବାରୁ ବୈଠକ ବାତିଲ ହୋଇଥିଲା।…