Sun. Nov 29th, 2026

Month: May 2023

କର୍ଣ୍ଣାଟକ ଭୋଟ ଗଣତି: କଂଗ୍ରେସ ୧୦୬ଟି ଆସନରେ ଆଗୁଆ

ଶବ୍ଦ ଓଡିଶା ବ୍ୟୁରୋ: କର୍ଣ୍ଣାଟକା ବିଧାନସଭା ପାଇଁ ଆଜି ଚାଲିଛି ଗଣତି। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରାୟ ଘଣ୍ଟେ ପରେ ଅର୍ଥାତ ସକାଳ ୯ଟା ବେଳକୁ କଂଗ୍ରେସ ୧୦୬ଟି ଆସନରେ ଆଗରେ ରହିଥିବା ବେଳେ ବିଜେପି…

ସାମାନ୍ୟ ବଚସାରୁ ଯୁବକଙ୍କ ଛାତିରେ ଛୁରୀ ଭୁଷି ହତ୍ୟା

ଶବ୍ଦ ଓଡିଶା ବ୍ୟୁରୋ: ସାମାନ୍ୟ ବଚସାରୁ ଯୁବକଙ୍କ ଛାତିରେ ଛୁରୀ ଭୁଷି ହତ୍ୟା । କଟକ ଜିଲ୍ଲା ସାଲେପୁର ମାଛୁଆତି ଗାଁରେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ମୃତ ଯୁବକ ମାଛୁଆତି ଗାଁର ଲିକୁ କାଣ୍ଡି । ମାଛୁଆତି ଗାଁର ବୁଦ୍ଧିଆ…

ଚନ୍ଦନ ଯାତ୍ରା ବେଳେ ଅଘଟଣ, ବାଣ ବିସ୍ଫୋରଣ ଘଟି ୮ ଆହତ

ଶବ୍ଦ ଓଡିଶା ବ୍ୟୁରୋ: ଜଗତସିଂହପୁରର ସାରଳା ମନ୍ଦିରରେ ଚନ୍ଦନ ଯାତ୍ରା ବେଳେ ଅଘଟଣ । ବାଣ ବିସ୍ଫୋରଣ ଘଟି ୮ ଜଣ ଆହତ । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୪ଜଣ ଶିଶୁ ଓ ୨ଜଣ ପୁଲିସ…

ଝାରସୁଗୁଡ଼ା ଉପନିର୍ବାଚନ: ଦୀପାଳି ଦାସ ୨୭୦୬ ଭୋଟରେ ଆଗୁଆ

ଶବ୍ଦ ଓଡିଶା ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି। ସାମ୍ନାକୁ ଆସିଛି ପ୍ରାରମ୍ଭିକ ଟ୍ରେଣ୍ଡ । ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ ରହିଛି । ପ୍ରଥମ ରାଉଣ୍ଡର ଗଣତିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିଜେପି ପ୍ରାର୍ଥୀ ଟଙ୍କଧର…

ଝାରସୁଗୁଡ଼ା ଉପନିର୍ବାଚନ ଗଣତି ଆରମ୍ଭ

ଶବ୍ଦ ଓଡିଶା ବ୍ୟୁରୋ: ଆସୁଛି ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ। ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି…

ବିକାଶ ନାଁରେ ସରକାରୀ ବାବୁଙ୍କ ହରିଲୁଟକୁ ସାମ୍ନାକୁ ଆଣିଲେ ଆଦିବାସୀ ମହିଳା

ନିୟମଗିରି ପାର୍ବତ୍ୟ ମାଳାରେ ରହୁଥିବା ଆଦିମ ଜନଜାତିଙ୍କ କୃଷିର ବିକାଶ ନାରାଦେଇ ଚାଟିକଣା ଠାରେ ଓପିଲିପି ଅଧିନରେ କାର୍ଯ୍ୟ କରୁଥିବା ଓଡ଼ିଶା ଆଦିବାସୀ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ (ଓପିଲିପି) କରୁଛି ପ୍ରତାରଣା । ପ୍ରବେଶ ଦ୍ୱାରରେ ଓଡିଶା ସରକାର,…

ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା କୋରାପୁଟ ଶାଖା ପକ୍ଷରୁ ଆଜି ଏକ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି ମଦନମୋହନ ନାୟକ, ସମ୍ପାଦକ ପରମେଶ୍ୱର ପାତ୍ର, ରାଜ୍ୟ…

ମିଶନ ଶକ୍ତି ସଭାନେତ୍ରୀଙ୍କୁ ଜିଲ୍ଲାପାଳଙ୍କ ଶୁଭେଚ୍ଛା

ଓଡିଶା ସରକାର ଦୁବାଇ ସହ ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ସମ୍ପର୍କ ଯୋଡିବାକୁ ପ୍ରୟାସ ଆରମ୍ଭ କରିଥିବାବେଳେ ୧୬ ତାରିଖରେ ଦୁବାଇରେ ପର୍ଯ୍ୟଟନ ବିଭାଗର ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ୧୫ରେ ମିଶନ ଶକ୍ତି କୋରାପୁଟ ଜିଲ୍ଲା ସଭାନେତ୍ରୀ…

ସରକାରୀ ଅଧିକାରୀ ଓ ସ୍ୱଛାସେବୀ ସମନ୍ୱୟ ବୈଠକ ଅନୁଷ୍ଠିତ।

ପ୍ରାକୃତିକ ବିପର୍ଯ୍ୟୟକୁ ରୋକାଯାଇ ନ ପାରେ କିନ୍ତୁ ପୂର୍ବ ପ୍ରସ୍ତୁତି ଦ୍ଵାରା ଏହା ଦ୍ୱାରା କ୍ଷତି କୁ ହ୍ରାସ କରାଯାଇ ପାରିବ। ଏଥିରେ ସ୍ୱଛାସେବୀମାନଙ୍କର ସହଯୋଗ ଗୁରତ୍ୱପୂର୍ଣ୍ଣ ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ ମତ ଦେଇଛନ୍ତି। ଆଜି…