ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ
ଶବ୍ଦ ଓଡିଶା ବ୍ୟୁରୋ: ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି 5T ସଚିବ। ଶ୍ରୀମନ୍ଦିର ସମ୍ମୁଖରେ ଚାଲୁଥିବା ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଶ୍ରୀଜିଉଙ୍କୁ ଦର୍ଶନ ପରେ ସେ ଭୁବନେଶ୍ୱର…
ଅମୃତମଣୋହୀ ଜମି ମହାପ୍ରଭୁଙ୍କୁ ଫେରାଇବା ଅଭିଯାନ, ବେଦାନ୍ତ ବିରୋଧୀଙ୍କ ବିଜୟ ଅଭିଯାନ ପ୍ରସ୍ତୁତି ବୈଠକ
ଶବ୍ଦ ଓଡିଶା ବ୍ୟୁରୋ: ପୁରୀ- କୋଣାର୍କ ବେଳାମାର୍ଗ ଉପକଣ୍ଠ ୨୨ ମୌଜା ଅଞ୍ଚଳର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ଵ ଏକରର ମୂଲ୍ୟବାନ ଚାଷଜମି ଓ ଘରବାରୀ ଜମିକୁ ଶାଗମାଛ ଦରରେ ଏକ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ କରିବା ଆଳରେ ବେଦାନ୍ତ କମ୍ପାନୀ ହାତେଇଥିଲା…
୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ
ଶବ୍ଦ ଓଡିଶା ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଭାଷଣ ବେଳେ ଲାଇଟ୍ କଟି ଯିବା ଘଟଣାର ପ୍ରତିବାଦ । ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ବିଜେପି ପକ୍ଷରୁ…
ଗଡିବନି ପୁରୀ–ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ
ଶବ୍ଦ ଓଡିଶା ବ୍ୟୁରୋ: ଗଡିବନି ପୁରୀ –ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ । କାଳବୈଶାଖୀ ଯୋଗୁଁ ଗଛ ପଡି ସାମ୍ନା କାଚ ଭାଙ୍ଗି ଯାଇଥିବାରୁ ଗତକାଲି ବିଳମ୍ବରେ ପହଞ୍ଚିଥିଲା ଟ୍ରେନ୍ । ୩ ଘଣ୍ଟା ଟ୍ରାକରେ ଅଟକି ରହିବା ପରେ ଆରମ୍ଭ…
ମନ୍ତ୍ରିମଣ୍ଡଳ ସଂପ୍ରସାରଣ: ମନ୍ତ୍ରୀ ଭାବେ ଶପଥ ନେବେ ବିକ୍ରମ, ସାରଦା ଓ ସୁଦାମ
ଶବ୍ଦ ଓଡିଶା ବ୍ୟୁରୋ: ଶପଥ ନେବେ ରାଜ୍ୟର ତିନି ନୂଆ ମନ୍ତ୍ରୀ । ବିକ୍ରମ କେଶରୀ ଆରୁଖ, ସାରଦା ନାୟକ, ସୁଦାମ ମାର୍ଣ୍ଡି କ୍ୟାବିନେଟ୍ ମନ୍ତ୍ରୀ ହେବା ସ୍ପଷ୍ଟ ହୋଇଛି । ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ…
ଚାନ୍ଦିପୁଟ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ,ଭାଙ୍ଗିଲା ବଡ଼ବଡ଼ ଗଛ
ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଅଞ୍ଚଳରେ କାଳବୈଶାଖୀ ର ତାଣ୍ଡବ , ଭାଙ୍ଗିଲା ବିରାଟ କାୟ ଗଛ , ରାଜ ରାସ୍ତା ଅବରୋଧ , ଜନଜୀବନ ପ୍ରଭାବିତ। ଗଜପତି ଜିଲ୍ଲା ରେ ଗତ କିଛି ଦିନ ହେଲା କାଳବୈଶାଖୀ…
ଲୁହାଗୁଡ଼ି ଢାବାରୁ ବିରଳ ପ୍ରଜାତିର ପାଟମୂଷା ଉଦ୍ଧାର, ରାଜପୁତ ହଟେଲର ମାଲିକ ଗିରଫ
ମୋହନା :ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଲୁହାଗୁଡ଼ି ଛକ ସ୍ଥିତ ହୋଟେଲ ରାଜପୁତ ଢାବାରୁ ଉଦ୍ଧାର ହୋଇଛି ଏକ ପାଟ ମୂଷା । ବେଆଇନ ଭାବେ ଏହି ମୁଷାକୁ ରଖିଥିବା ଅଭିଯୋଗରେ ହୋଟେଲ ରାଜପୁତ ଢ଼ାବା ମାଲିକ ଭରତ ବିଷୋୟୀଙ୍କୁ…
ବଜ୍ରଘାତ ରେ ଯୁବକ ମୃତ୍ୟୁ
ଚନ୍ଦାହାଣ୍ଡି -ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଚକାମାଳ ଗ୍ରାମର ଖଗେରାମ ପଟେଲ (40) ନାମକ ଜଣେ ଯୁବକ ବଜ୍ରାଘାତ ରେ ପ୍ରାଣ ହରାଇଛନ୍ତି । ଏ ନେଇ ଚନ୍ଦାହାଣ୍ଡି ଥାନା ଆଇ ଆଇ ସି ଉମେଶ ଚନ୍ଦ୍ର ନାୟକ ଗଣମାଧ୍ୟମ…
ମହାନଦୀ ଜଳ ବିବାଦ: ଓଡ଼ିଶାରେ ଟ୍ରିବ୍ୟୁନାଲ ଟିମ୍
ଦଶ ଦିନିଆ ଓଡ଼ିଶା ଗସ୍ତରେ ଥିବା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଟିମ୍ ପ୍ରଥମ ଦିବସରେ ହୀରାକୂଦ ଡ୍ୟାମ୍ ସ୍ଥିତି ପରଖିଛନ୍ତି । ଏଥିସହ କିଛି ମେଗାଲିପ୍ଟ ପଏଣ୍ଟ ବି ଦେଖିଛନ୍ତି । ତେବେ ଟିମ୍ ସଦସ୍ୟମାନେ ହୀରାକୂଦ ଜଳଭଣ୍ଡାରର ଜଳଧାରଣର…