Sun. Nov 29th, 2026

Month: April 2023

ଗୋଦାବରୀଶ ମହାବିଦ୍ୟାଳୟ ପ୍ରଥମଥର ପାଇଁ ଆରମ୍ଭ ୩ ମାସିଆ ମାଗଣା ଶିକ୍ଷାଦାନ

ବାଣପୁରର ଅଗ୍ରୀମ ଅନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟ ପ୍ରଥମଥର ପାଇଁ ଆରମ୍ଭ କରିଛି ୩ମାସିଆ( କ୍ରାସ କୋର୍ସ”) ମାଗଣା ଶିକ୍ଷାଦାନ। ପ୍ରଥମ ଥର ପାଇଁ ବାଣପୁର ଅଗ୍ରୀମ ଅନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟ ନିଜର ଅଭିଜ୍ଞ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହଯୋଗରେ ଗରିବ ପିଲାମାନଙ୍କୁ…

ବିଜୁଳି ସହ ବର୍ଷା ,୧୮ ଜିଲ୍ଲାକୁ ସତର୍କତା

ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଆଦି ୧୮ ଜିଲ୍ଲାରେ…

ଅଖିମୁଠି ଅନୁକୂଳ କରିଲେ ଜଟଣୀ ବିଧାୟକ

ଖୋର୍ଦ୍ଧା: ସବୁଠି ପବିତ୍ର ଅକ୍ଷୟ ତୃତୀୟର ଉତ୍ସାହ । ଚାଷୀ ମାନଙ୍କ ବଡ ପର୍ବ ଆଜିର ଦିନରେ ଚାଷୀ ମାନେ ଆଖି ମୁଠି ଅନୁକୂଳ କରିଥାନ୍ତି । ଏହି ଅବସରରେ ଓଡ଼ିଶାର କୋଣ ଅନୁକୋଣରେ ଆଖି ମୁଠି ଅନୁକୂଳ ହୋଇଯାଇଛି ।…

ତରାପି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ଉତ୍ସବ, ଯୋଗ ଦେଲେ ରାଜ୍ୟପାଳ

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ତରାପି ଗ୍ରାମର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ରାଜ୍ୟପାଳଙ୍କୁ ପ୍ରଥମେ ଜିଲ୍ଲା ପୋଲିସ୍ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରି ସଭା ମଞ୍ଚ କୁ କମିଟି ପକ୍ଷରୁ ପାଛୋଟି…

ପବିତ୍ର ଅକ୍ଷୟ ତୃତୀୟା: ଅଖିମୁଠି ଅନୁକୂଳ କରିବେ ଚାଷୀ, ଅନୁକୂଳ ହେବ ରଥକାଠ

ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ । ଆଜିର ଏହି ପବିତ୍ର ମୁହୂର୍ତ୍ତର୍ରେ କୌଣସି କାମ କଲେ, ତାହା ନିଶ୍ଚିତ ଶୁଭଙ୍କର ବୋଲି ବିଶ୍ୱାସ ରହିଛି । ବିଶେଷକରି ଜଗନ୍ନାଥ ସଂସ୍କୃତି ସହ…

ବିଂଶତମ ରାୟଗଡ଼ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

ରାୟଗଡ : ରାୟଗଡ଼ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ରାୟଗଡ ଜିଲ୍ଲା ଯୋଜନା କମିଟି ବୈଠକ ବିଂଶତମ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅତୁନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯୋଗଦେଇ ମନ୍ତ୍ରୀ…

ପଞ୍ଚଭୂତରେ ବିଲୀନ ହେଲା ବୀର ଯବାନ ଦେବାଶିଷଙ୍କ ପାର୍ଥିବ ଶରୀର

ପଞ୍ଚଭୂତରେ ଲୀନ ହେଲା ବୀର ଯବାନ ଦେବାଶିଷଙ୍କ ପାର୍ଥିବ ଶରୀର । ଗାଁ ଶ୍ମଶାନରେ ହେଲା ଶେଷକୃତ୍ୟ । ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ରାଷ୍ଟ୍ରୀୟ ରାଇଫଲର ଓଡ଼ିଆ ଯବାନ ଲାନ୍ସ ନାୟକ, ଦେବାଶିଷ ବିଶ୍ୱାଳଙ୍କ ଶେଷକୃତ୍ୟ ଆଜି ତାଙ୍କ…

ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ସିବିଆଇ ସମନ

ଶବ୍ଦ ଓଡିଶା ବ୍ୟୁରୋ: ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସମନ କଲା ସିବିଆଇ । ୩୦୦ କୋଟି ଟଙ୍କାର ଲାଞ୍ଚ ଅଭିଯୋଗ ମାମଲାରେ ଜେରା କରିବାକୁ ସମନ କରିଛି ସିବିଆଇ । ସିବିଆଇ ପକ୍ଷରୁ ସତ୍ୟପାଲ ମଲିକଙ୍କୁ ଏପ୍ରିଲ…

ସମ୍ବଲପୁରରେ ଫେରୁଛି ଶାନ୍ତି: ୧୪ଘଣ୍ଟା କର୍ଫ୍ୟୁ କୋହଳ

ଶବ୍ଦ ଓଡିଶା ବ୍ୟୁରୋ: ଧିରେ ଧିରେ ସମ୍ବଲପୁରରେ ସୁଧୁରୁଛି ସ୍ଥିତି । କର୍ଫ୍ୟୁ କଟକଣାକୁ ଆହୁରି କୋହଳ କରିଛି ଜିଲ୍ଲା ପ୍ରଶାସନ । ସକାଳ ୫ଟାରୁ ରାତି ୭ଟା ପର୍ଯ୍ୟନ୍ତ ଅର୍ଥାତ ୧୪ ଘଣ୍ଟା କର୍ଫ୍ୟୁ କୋହଳ କରାଯାଇଛି । ଇଣ୍ଟରନେଟ୍…

କାଳବୈଶାଖୀ ପାଇଁ ବଦଳିଲା ପାଣିପାଗ, ଆଜି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଶବ୍ଦ ଓଡିଶା ବ୍ୟୁରୋ: ବଦଳିଛି ପାଣିପାଗ । ତାତିରୁ ମିଳିଛି ସାମୟିକ ଆଶ୍ୱସ୍ତି । ଥଣ୍ଡା ପବନ ଓ କିଛି ସ୍ଥାନରେ ହାଲୁକା ବର୍ଷା ଯୋଗୁଁ ରାଜ୍ୟର ସମସ୍ତ ସ୍ଥାନରେ ୪୦ଡିଗ୍ରୀ ତଳେ ରହିଛି ତାପମାତ୍ରା । ଆଂଚଳିକ ପାଣିପାଗ ବିଭାଗର…