Thu. Oct 15th, 2026

ବାଣପୁରର ଅଗ୍ରୀମ ଅନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟ ପ୍ରଥମଥର ପାଇଁ ଆରମ୍ଭ କରିଛି ୩ମାସିଆ( କ୍ରାସ କୋର୍ସ”) ମାଗଣା ଶିକ୍ଷାଦାନ। ପ୍ରଥମ ଥର ପାଇଁ ବାଣପୁର ଅଗ୍ରୀମ ଅନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟ ନିଜର ଅଭିଜ୍ଞ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହଯୋଗରେ ଗରିବ ପିଲାମାନଙ୍କୁ ଅଭିନବ ଉପାୟରେ ମାଗଣାରେ ତିନି ମାସର ଶିକ୍ଷାଦାନ ଦିଆଯିବ । ଅନ୍ୟାନ୍ୟ ସଂସ୍ଥା ଦ୍ୱାରା ଅର୍ଥଦେଇ କୋଚିଂ ଦିଆଯାଉଥିବା ବେଳେ ମାଗଣାରେ ମାଟ୍ରିକ ପରୀକ୍ଷା ଦେଇଥିବା ପିଲାମାନଙ୍କୁ ଶିକ୍ଷାଦାନ ଦେବାପାଇଁ ଅଧ୍ୟାପକ ଅଧ୍ୟାପିକା ସହ ଆଲୋଚନା ପରେ ଏଭଳି ନିଷ୍ପତି ନେଇଛନ୍ତି ଅଧ୍ୟକ୍ଷ ଶ୍ରୀ ବିନାୟକ ହୋତା।
ଇଚ୍ଛୁକ ଛାତ୍ରଛାତ୍ରୀ ଯଥାଶିଘ୍ର ନିଜେ କିମ୍ବା ଅଭିଭାବକଙ୍କ ସହ ଗୋଦାବରୀଶ ମହାବିଦ୍ୟାଳୟ ଅଫିସ ସହ ଯୋଗାଯୋଗ କରି ନିଜର ନାମ ପଞ୍ଜିକୃତ କରିବାକୁ ଜଣାଇଛନ୍ତି ଅଧ୍ୟକ୍ଷ ବିନାୟକ ହୋତା । ଆସନ୍ତା ମେ ମାସ.୨.୦୫.୨୩ ତାରିଖ ସୁଦ୍ଧା ନିଜର ନାମ ପଞ୍ଜିକୃତ କରାନ୍ତୁ। ଅଭିଜ୍ଞ ଅଧ୍ୟାପକଙ୍କ ଦ୍ବାରା ଉନ୍ନତ ଶିକ୍ଷାଦାନଳ ସୁବିଧା ପାଆନ୍ତୁ। ଶିକ୍ଷାଦାନରେ ସହଯୋଗ କରୁଛନ୍ତି, ଶ୍ରୀ ବିନାୟକ ହୋତା, ସୁରପ୍ରତାପ ନରେନ୍ଦ୍ରସିଂବର୍ମା,ଆଦିତ୍ୟ ସାରଥି ବେଦମତ୍ତା, ସପନି କୁମାର ପୃଷ୍ଟି ,ସତ୍ୟାନନ୍ଦ  ମହାରଣା ,ପ୍ରଶାନ୍ତ କୁମାର ହୋତା,ସୁବ୍ରତ ତ୍ରପାଠି,ରଘୁନାଥ ଓଝା, ଅଜୟ କୁମାର ଦାଶ,ଜୟନ୍ତ କୁମାର ବିହାରୀ।

ଯୋଗାଯୋଗ ଠିକଣା-: ବିନାୟକ ହୋତା–      9439779251
ଆଦିତ୍ୟ ସାରଥି- 9853235289
spns burma-9438438250
Jayant k. Bihari-7008808545
prasanta hota–9937885656.

Leave a Reply

Your email address will not be published. Required fields are marked *