Thu. Oct 15th, 2026

Month: April 2023

ସାଇବର କ୍ରାଇମ ସଚେତନା କର୍ମଶାଳା ଅନୁଷ୍ଠିତ

ଶ୍ରୀକ୍ଷେତ୍ର କଲୋନୀ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀ ଅରବିନ୍ଦ ଶତପଥୀଙ୍କ ସଂଯୋଜନା କ୍ରମେ ହେଲ୍ପଜ ଇଣ୍ଡିଆ ସହାୟତାରେ ସାଇବର କ୍ରାଇମ ସଚେତନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମଙ୍ଗଳା ମନ୍ଦିରରେ ବୟସ୍କ ନାଗରିକମାନଙ୍କ ମଧ୍ୟରେ ଏକ କର୍ମଶାଳା ଆୟଜିତ ହୋଇ…

ବିସ୍ଥାପିତ ଦୋକାନୀମାନଙ୍କ ଅସୁବିଧା ଆଲୋଚନା ସଭା ଅନୁଷ୍ଠିତ

ନୂତନ ଭାବେ ନିର୍ମିତ ମାର୍କେଟି କଂପ୍ଲେକ୍ସ ଦୋକାନ ଆବଣ୍ଟନ ନିମନ୍ତେ ପୂର୍ବ ସଭା ଆଜି ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରୀ ମୁନିସିପାଲଟିର ଅଧିକାରୀମାନେ ଉପସ୍ଥିତ ରହି ବିସ୍ଥାପିତ ଦୋକାନୀମାନଙ୍କ ବିଭିନ୍ନ‌ ଅସୁବିଧା ଉପରେ ଆଲୋଚନା କରିଥିଲେ।

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ବାଛୁରୀକୁ ମାରି ଖାଇଲା

ଶବ୍ଦ ଓଡିଶା ବ୍ୟୁରୋ: ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି। ଗତ ରାତିରେ ନୂଆପଡ଼ା ସଦର ରେଞ୍ଜ ଆମାନାରା ସେକସନର ତରିଆମହୁଆଭଟା ଗାଁରେ ପୁଣି ଗୋଟିଏ ବାଛୁରୀକୁ ମାରି ଖାଇଛି ବାଘ।ସକାଳେ ଗାଁର ଭାଗିରଥୀ ରାଉତଙ୍କ ବାଛୁରୀ ଗୁହାଳରେ…

ଆସନ୍ତା ମାସରେ ଓଡ଼ିଶାରେ ଦୌଡ଼ିପାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଶବ୍ଦ ଓଡିଶା ବ୍ୟୁରୋ: ଆସନ୍ତା ମାସରେ ଓଡ଼ିଶାରେ ଦୌଡ଼ିପାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌। ସେଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି। ଚେନ୍ନାଇ ସ୍ଥିତ ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରୁ ବଗି ଗଲା କୋଲକାତା। ସେଠାରେ ପ୍ରାଇମେରୀ ମେଣ୍ଟେନାନ୍ସ ପରେ ଓଡ଼ିଶା ଆସିବ। ଓଡ଼ିଶାରେ…

ବ୍ରାହ୍ମଣୀ ନଦୀରେ ବୁଡ଼ିଲା ଡଙ୍ଗା, ୨ ନିଖୋଜ

ଶବ୍ଦ ଓଡିଶା ବ୍ୟୁରୋ: ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ୨ ନିଖୋଜ । ଏପରି ଅଘଟଣ ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ଏକମାଣିଆ ପଞ୍ଚାୟତରେ ଘଟିଛି। ଗ୍ରାମବାସୀ ଖୋଜାଖୋଜି କରୁଥିଲେ ବି ନିଖୋଜଙ୍କ ପତ୍ତା ମିଳିପାରିନି ।ଆଜି ସକାଳେ ୩୦ ଯାତ୍ରୀଙ୍କୁ ଧରି…

ଗୋପ ଥାନା ନୂଆହାଟ ଅଞ୍ଚଳରୁ ଦେଶୀ ମଦ ସହ ଭାଙ୍ଗ ଜବତ

ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ଗୋପ ଥାନା ନୂଆ ହାଟ ଅଞ୍ଚଳରୁ ଦେଶୀ ମଦ ସହ ଭାଙ୍ଗ ଜବତ ହୋଇଛି । ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ…

ମହାପ୍ରଭୁଙ୍କ ଦର୍ଶନ ହେଲା ଶେଷ ଦର୍ଶନ। ଦର୍ଶନ ବେଳେ ଭକ୍ତଙ୍କ ମୃତ୍ୟୁୁ

ଶବ୍ଦ ଓଡିଶା ବ୍ୟୁରୋ: ପୁରୀରେ ମହାପ୍ରଭୁଙ୍କ ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିର ଭିତରେ ମା ଲକ୍ଷ୍ମୀଙ୍କ ଦର୍ଶନ କରୁଥିବା ବେଳେ ଅଚେତ୍ ହୋଇପଡିଲେ ଭକ୍ତ। ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର…

୩ୟ ପର୍ଯ୍ୟାୟରେ ପୁରୀ ଜିଲ୍ଲାର ୫୩ଟି ବିଦ୍ୟାଳୟ ରୂପାନ୍ତରଣ

ଶବ୍ଦ ଓଡିଶା ବ୍ୟୁରୋ: ତୃତୀୟ ପର୍ଯ୍ୟାୟରେ ପୁରୀ ଜିଲ୍ଲାର ୫୩ଟି ବିଦ୍ୟାଳୟ ୫ଟି ଆଧାରରେ ରୂପାନ୍ତରଣ କରାଯାଇଛି। ଗତକାଲି ଅପରାହ୍ନରେ ଗଙ୍ଗାଧର ହାଇସ୍କୁଲ ପରିସରରେ ୫ଟିରେ ରୂପାନ୍ତରିତ ହୋଇଥିବା ଏହି ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଥିଲେ।…

ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ : ମେ୪ ତାରିଖରେ ମୟୂରଭଞ୍ଜ ଆସିବେ ଦ୍ରୌପଦୀ ମୁର୍ମୁ

ଶବ୍ଦ ଓଡିଶା ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ । ମେ ୯ ତାରିଖ ପରିବର୍ତ୍ତେ ୪ ତାରିଖରେ ମୟୂରଭଞ୍ଜ ଆସିବେ ମହାମହିମ । ୪ ତାରିଖରେ ରାଇରଙ୍ଗପୁରରେ ପହଞ୍ଚିବା ପରେ ପୂର୍ବରୁ ସ୍ଥିରୀକୃତ ହୋଇଥିବା କାର୍ଯ୍ୟକ୍ରମରେ…

ପହିଲାରୁ ମହଙ୍ଗା ହେବ ଦୁଗ୍ଧଜାତ ଦ୍ରବ୍ୟର ଦର

ପହିଲାରୁ ମହଙ୍ଗା ହେବ ଦୁଗ୍ଧଜାତ ଦ୍ରବ୍ୟର ଦର। ମେ’ ୧ରୁ ଛେନା, ପନିର, ଖୁଆ ଆଦି ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ। କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘର ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ପରେ ଛେନା କେଜି…