Thu. Oct 15th, 2026

Month: April 2023

ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କଲେ, କଂଗ୍ରେସ ଉପରେ ବର୍ଷିଲେ ଗୁଲାମ ନବୀ ଆଜାଦ।

ଶବ୍ଦ ଓଡିଶା ବ୍ୟୁରୋ: ପୂର୍ବତନ କଂଗ୍ରେସ ନେତା ଗୁଲାମନବୀ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି । କେବଳ ଏତିକି ନୁହେଁ ସେ କଂଗ୍ରେସ ନେତୃତ୍ୱ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…

ଇଣ୍ଡିଆନ ଜଷ୍ଟିସ ରିପୋର୍ଟ ୨୦୨୨: ଦେଶର ୫ ହାଇକୋର୍ଟ ମହିଳା ଜଜ୍ ଶୂନ୍ୟ…

ଶବ୍ଦ ଓଡିଶା ବ୍ୟୁରୋ: ଦେଶରେ ପାଟନା, ତ୍ରିପୁରା, ମଣିପୁର, ମେଘାଳୟ, ଏବଂ ଉତ୍ତରାଖଣ୍ଡ ହାଇକୋର୍ଟରେ କୌଣସି ମହିଳା ଜଜ୍ ନାହାନ୍ତି । ହାଇକୋର୍ଟ ତୁଳନାରେ ଜିଲ୍ଲା ଅଦାଲତରେ ଅଧିକ ମହିଳା ଜଜ୍ ରହିଥିବା ଜଣାପଡିଛି । ଏଭଳି ତଥ୍ୟ ସାମ୍ନାକୁ ଆସିଛି…

ରଥଯାତ୍ରା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ, କ୍ଷେତ୍ର ଅନୁଧ୍ୟାନ କଲେ ପୁରୀ ଏସପି

ପୁରୀ: ପୋଲିସ ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି । ରଥଯାତ୍ରା, ବାହୁଡା ଯାତ୍ରା, ସୁନାବେଶ,ନୀଳାଦ୍ରି ବିଜେରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନେଇ ପୁରୀ ଏସପି କ୍ଷେତ୍ର ଅନୁଧ୍ୟାନ କଲେ । ରଥଯାତ୍ରାରେ ଯେଉଁ 11 ଦିନ…

ନିରାଶ୍ରୟ ଶ୍ଵାସରୋଗୀ ଶ୍ୟାମା ପ୍ରସାଦ ମିଶ୍ରଙ୍କୁ ସହାୟତା

ପୁରୀ: ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ତରଫରୁ ସହାୟତା l ବୀରଗୋବିନ୍ଦପୁର ଗ୍ରାମର ଆର୍ଥିକ ଦୁର୍ବଳ ଶ୍ରେଣୀର ନିରାଶ୍ରୟ ଶ୍ଵାସରୋଗୀ ଶ୍ୟାମା ପ୍ରସାଦ ମିଶ୍ରଙ୍କୁ ସହାୟତା l ବିନା ମୂଲ୍ୟରେ ତାଙ୍କୁ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦିଆଯାଉଛି l କାର୍ଯ୍ୟକ୍ରମରେ…

ଜାମିନ ପରେ ପ୍ରତିକ୍ରିୟା ରଖିଲେ ରାହୁଲ ଗାନ୍ଧୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନୀ ମାମଲାରେ ସୋମବାର ତାଙ୍କୁ ଜାମିନ ମିଳିଛି। ସୁରଟ କୋର୍ଟରେ ତାଙ୍କ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ରେ ହେବ। ଜାମିନ ପାଇବା ପରେ ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି, ଏହା ମିତ୍ରକାଳର…

ବଢ଼ୁଛି ଆଣବିକ ଆକ୍ରମଣର ଆଶଙ୍କା

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଣବିକ ଆକ୍ରମଣର ଆଶଙ୍କା ବଢ଼ିବାରେ ଲାଗିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘୋଷଣା ପରେ ବେଲାରୁଷ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି ଯେ ଏହା ନିଜ ଦେଶରେ ରୁଷିଆର କୌଶଳ ପରମାଣୁ ଅସ୍ତ୍ରଶସ୍ତ୍ର ନିୟୋଜନକୁ ଅନୁମୋଦନ କରିଛି।…

ବଢ଼ିଲା ରାହୁଲ ଗାନ୍ଧିଙ୍କ ଜାମିନ ଅବଧି

ରାହୁଲ ଗାନ୍ଧିଙ୍କ ଜାମିନ ଅବଧି ବୃଦ୍ଧି କଲେ ସୁରତ ସେସନ୍ସ କୋର୍ଟ। ରାହୁଲଙ୍କ ଜାମିନ ଏପ୍ରିଲ ୧୩ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରିଛନ୍ତି କୋର୍ଟ।ମୋଦି ସରନେମ୍ ନେଇ ମାନହାନୀ ମାମଲାରେ ଜାମିନ ଅବଧି ବୃଦ୍ଧି ହୋଇଛି। ତେବେ ମେ’ ୩ରେ ରାହୁଲଙ୍କ…

ଓକିଲ ବିରେନ୍ଦ୍ର କୁମାରଙ୍କ ହତ୍ୟା ପରେ ସାକେତ କୋର୍ଟରେ ଓକିଲମାନଙ୍କ ଧର୍ମଘଟ

ଆଡଭୋକେଟ୍ ବିରେନ୍ଦ୍ର କୁମାରଙ୍କୁ ଚଳନ୍ତା କାରରେ ଆକ୍ରମଣ କରାଯାଇ ହତ୍ୟା କରାଯିବା ପରେ ଆଜି ସାକେତ କୋର୍ଟ ବାରରେ ଧର୍ମଘଟର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀର ଅନେକ କୋର୍ଟରେ ଓକିଲଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଧର୍ମଘଟ କରାଯାଉଛି। ବହୁ ସଂଖ୍ୟାରେ ସାକେତ କୋର୍ଟର…

ଗୋଦାବରୀଶ ମହାବିଦ୍ୟାଳୟ ବାଣପୁରର ପୁରାତନ ଛାତ୍ର ସଂଗଠନର ସାଧାରଣ ପରିଷଦ ବୈଠକ

ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ର ୧୯୬୩-୨୦୨୩ ମସିହା ପର୍ଯ୍ୟନ୍ତ ପୁରାତନ ଛାତ୍ର ସଂଘର ହୀରକ ଜୟନ୍ତୀ ପାଳନ ଅବସର ଓ ମୋ କଲେଜ ଅଭିଯାନ ନିମନ୍ତେ ପୁରାତନ ଛାତ୍ର ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।…

ରାସ୍ତା ନିର୍ମାଣ ନେଲା ବିଜେପି ନେତାଙ୍କ ଜୀବନ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ଠାରୁ କୋନ୍ଧିଓଡା ଛକ ପର୍ଯ୍ୟନ୍ତ ଆର.ଡି ବିଭାଗର ଦୁଇ ଥାକିଆ ରାସ୍ତା ନିର୍ମାଣ ନେଲା ବିଜେପି ନେତାଙ୍କ ଜୀବନ। କ୍ଳଭର୍ଟ ନିର୍ମାଣ ପାଇଁ ରାସ୍ତା ଖୋଲା ଯାଇ ଅତି ଖାମଖିଆଲ ଭାବରେ ନୂଆପଡା ଅନକାବେଡା…