Thu. Oct 15th, 2026

Month: April 2023

କାର୍ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ଆହତ

ଶବ୍ଦ ଓଡିଶା ବ୍ୟୁରୋ: କଟକ ଜିଲ୍ଲା ଚହଟା ବିଡାନାସୀ ମଶାଣି ଛକରେ ଗତକାଲି ବିଳିମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର…

ଆସୁଛି ‘ଏୟାରଲେସ ଟାୟାର୍ସ’

ଶବ୍ଦ ଓଡିଶା ବ୍ୟୁରୋ: ଯେତେବେଳେ ଆପଣ ଡ୍ରାଇଭରେ ଯାଇଥାନ୍ତି ସେତେବେଳେ କାରର ଟାୟାର୍ସ ପମ୍ପଚର ହେବା କିମ୍ବା କାର ଲିକ୍ ହେବା ସବୁଠାରୁ ବଡ ସମସ୍ୟା । ଏ ମାମଲା ସେତେବେଳେ ଆହୁରି କଷ୍ଟକର ହୁଏ ଯେତେବେଳେ ଆପଣ ଲମ୍ବା ଡ୍ରାଇଭରେ…

ବାଲୁଗାଁ ବଜାରରେ ନୀଲକମଲ ମେଗା ସୋ ରୁମ ଉଦଘାଟିତ

ବୁଧବାର ଅପରାହ୍ନରେ ବାଲୁଗାଁ ସହରରେ ମାନ୍ୟବର ଶ୍ରମମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ କୁମାର ସାହୁଙ୍କ ଦ୍ବାରା ଉଦଘାଟନ ହେଲା ମେଗା ସୋ ରୁମ ନୀଲକମଲ l ଏହି ନୀଲକମଲ ସୋ ରୁମ ଓଡ଼ିଶାରେ ଭୁବନେଶ୍ୱର, ବଲାଙ୍ଗୀର ଏବଂ କୋରାପୁଟ ସହରରେ ଥିବା ସମୟରେ…

୩ ଓଡ଼ିଆଙ୍କୁ ପଦ୍ମ ସମ୍ମାନ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ଅଳଙ୍କରଣ ସମାରୋହରେ ୨୦୨୩ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ବ୍ୟକ୍ତିତ୍ବଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର…

ପୁରୀରେ ଅବକାରୀ ବିଭାଗର ଚଢ଼ାଉ

ପୁରୀରେ ଅବକାରୀ ବିଭାଗର ଚଢ଼ାଉ। ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ କୋଣାର୍କ ବଜ଼ାରସ୍ଥିତ ଯାତ୍ରୀ ନିବାସ ନିକଟ ମୁଖ୍ୟ ରାସ୍ତାରେ ଚଢ଼ାଉ…

ଅଡୁଆରେ ଚୀନ୍‌

ଅରୁଣାଚଳ ପ୍ରଦେଶ ଉପରେ ନଜର ପକାଇ ଅଡୁଆରେ ପଡିଛି ଚୀନ୍‌। ରାଜ୍ୟର ୧୧ଟି ଅଞ୍ଚଳକୁ ନିଜ ପକ୍ଷରୁ ନାଁ ବଦଳାଇବାକୁ ନେଇ ଭାରତ କଡା ସମାଲୋଚନା କରିଥିଲା। ଏହାପରେ ଏବେ ଆମେରିକାର ପ୍ରତିକ୍ରିୟା ମିଳିଛି। ଆମେରିକାର କହିବା ଅନୁସାରେ, ଅରୁଣାଚଳ ପ୍ରଦେଶ…

୧୦ରୁ +୨ ଖାତାଦେଖା

ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା । ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଖାତାଦେଖା ହେବ। ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୦ରୁ ୨୨ ପ୍ରଥମ ପର୍ଯ୍ୟାୟ ଏବଂ ଏପ୍ରିଲ ୨୩ରୁ ମେ’ ୭ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟ…

ବିଷୁବ ବନ୍ଧୁ ମିଳନ ଉତ୍ସବ ନିମନ୍ତେ ଭୂମିପୂଜା

​ରାୟଗଡା ସଦର ମହକୁମା ସ୍ଥିତ ଜିସିଡି ପଡିଆରେ ଜିଲ୍ଲା ବିଷୁବ ବନ୍ଧୁ ମିଳନ କମିଟି ତରଫରୁ ସକାଳ ୯ ଘଟିକା ସମୟରେ ବହୁତ ଆଡମ୍ବର ସହ ଭୂମିପୂଜାର ଆୟୋଜନ କରାଯାଇଥିଲା l ଏହି ଅବସରରେ କମିଟିର ସଭାପତି ଡକ୍ଟର ନିରଞ୍ଜନ କୁମାର…

ପୁରୀରେ ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ଉଦଯାପିତ

ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ସଦଭାବନା ସଭାଗୃହ ଠାରେ ପୋଷଣ ପକ୍ଷ ଉଦଯାପିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଯୋଗଦେଇଥିଲେ । ପ୍ରତିଟି…

ଭାରତରେ ପ୍ରସ୍ତୁତ ଆଇ ଡ୍ରପ୍ ଆମେରିକା ଆଣିଲା ସଙ୍କଟ!

ଶବ୍ଦ ଓଡିଶା ବ୍ୟୁରୋ: ଭାରତରେ ତିଆରି ହୋଇଥିବା ଆଇ ଡ୍ରପ୍ ଆମେରିକାରେ ଚିନ୍ତା ବଢାଇଦେଇଛି । ବର୍ତ୍ତମାନ ସୁଦ୍ଧା ଏଭଳି ସ୍ଥିତିରେ ୩ ଜଣଙ୍କର ମୃତ୍ୟୁହୋଇଛି । ସେହିଭଳି ଏହି ଆଖି ଔଷଧ କାରଣରୁ ଅନେକ ଜଣ ଦୃଷ୍ଟି ଶକ୍ତି ହରାଇଥିବା…