Sun. Nov 29th, 2026

Month: April 2023

ଆସନ୍ତାକାଲି ହେବ ବର୍ଷର ପ୍ରଥମ ସୂର୍ଯ୍ୟପରାଗ!

ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଆସନ୍ତାକାଲି ୨୦ ଏପ୍ରିଲ ପଡୁଛି। ଏହା ସକାଳ ୭ଟା ୫ ମିନିଟରୁ ଆରମ୍ଭ ଦ୍ୱିପ୍ରହର ୧୨ଟା ୨୯ ମିନିଟରେ ଶେଷ ହେବ । ସୂର‌୍ୟ୍ୟପରାଗ ହେଉ ଅବା ଚନ୍ଦ୍ରଗ୍ରହଣ ଏସବୁ ସମୟରେ ସ୍ୱାସ୍ଥ୍ୟ ପ୍ରତି ଥିବା ପ୍ରଭାବ…

ଅକ୍ଷୟ ପରିଜାଙ୍କୁ ଦୋଷ ଦେଲେ ଜଗବନ୍ଧୁ

ଅକ୍ଷୟ ପରିଜାଙ୍କୁ ଦୋଷ ଦେଲେ ଅର୍ଚ୍ଚନା ନାଗ ସ୍ବାମୀ ଜଗବନ୍ଧୁ ଚାନ୍ଦ। କ୍ୟାପିଟାଲ ହସ୍ପିଟାଲ ନେବା ବେଳେ ଜଗବନ୍ଧୁଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଲା । ସବୁ ଅକ୍ଷୟ ପରିଜାଙ୍କ ଚକ୍ରାନ୍ତ କହିଲେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ । ଶ୍ରଦ୍ଧାଞ୍ଜଳିଙ୍କୁ ଟଙ୍କା ଲାଳସା…

ସିଝିବ ସାରା ଓଡ଼ିଶା, ଆଜି ୭ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଶବ୍ଦ ଓଡିଶା ବ୍ୟୁରୋ: ଆଜି ବି ପ୍ରଚଣ୍ଡ ତାତିରେ ସିଝିବ ସାରା ଓଡ଼ିଶା । ଆଜି ୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ…

ସମ୍ବଲପୁରରେ ହିଂସା ଘଟଣା: ବିଶ୍ୱହିନ୍ଦୁ ପରିଷଦର ୧୨ ଘଣ୍ଟିଆ ବନ୍ଦ ଡାକରା

ଶବ୍ଦ ଓଡିଶା ବ୍ୟୁରୋ: ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସାକାଣ୍ଡ ଘଟଣା ପ୍ରତିବାଦରେ ରାଜ୍ୟର ୧୪ ଜିଲ୍ଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଶ୍ୱହିନ୍ଦୁ ପରିଷଦ। ଭିଏଚପି ପଶ୍ଚିମ ପ୍ରାନ୍ତ ଶାଖା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।…

ଆଜିଠୁ ଦୁଇ ଦିନ ସ୍କୁଲ ବନ୍ଦ

ଶବ୍ଦ ଓଡିଶା ବ୍ୟୁରୋ: ତାତିିରେ ଜଳୁଛି ସାରା ଓଡ଼ିଶା । ଏହାକୁ ଦୃଷ୍ଟିରେ ରଖି ସରକାର ଆଉ ଦୁଇଦିନ ପାଇଁ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ଆଜି ଓ ଆସନ୍ତାକାଲି ରାଜ୍ୟରେ ସମସ୍ତ ସରକାରୀ…

ମାଝିଗୁଡ଼ାରେ ଜଙ୍ଗଲ ନିଆଁ ପ୍ରତିକାର ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ସମ୍ବନ୍ଧୀୟ ସଚେତନତାମୂଳକ କାର୍ଯ୍ୟକ୍ରମ

ଶବ୍ଦ ଓଡିଶା ବ୍ୟୁରୋ: ଜଙ୍ଗଲ ନିଆଁ ପ୍ରତିକାର ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ସମ୍ବନ୍ଧୀୟ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାୟଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ଡକ୍ଟର ବିଜୟ କୁମାର ପରିଡ଼ା ନିର୍ଦ୍ଦେଶକ୍ରମେ କଲ୍ୟାଣସିଂହପୁର ବ୍ଲକ ମାଝିଗୁଡ଼ା ହାଟଠାରେଏହି କାର୍ଯ୍ୟକ୍ରମ ଅନୁଷ୍ଠିତ…

ଝାରସୁଗୁଡ଼ା ଉପନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କରିବେ ଦୀପାଳି ଦାସ

ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ ଦୀପାଳି ଦାସ । ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନ ଖାଲି ପଡ଼ିଛି । ଆଉ…

ଭୁବନେଶ୍ୱରକୁୁ ବିମାନ ସେବା ଆରମ୍ଭ କଲା ଆକାଶ ଏୟାରଲାଇନ୍ସ

ଶବ୍ଦ ଓଡିଶା ବ୍ୟୁରୋ: ଆକାଶ ଏୟାରଲାଇନ୍ସ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, ଭୁବନେଶ୍ବରରୁ ପୁଣେ ଓ ବେଙ୍ଗାଲୁରକୁ ବିମାନ ସେବା ଆରମ୍ଭ କରିଛି। ଆକାଶ ଏୟାର ଭୁବନେଶ୍ୱରରୁ ଅପରାହ୍ନ ୨ଟା ୫ରେ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଆରମ୍ଭ କରି ସେଠାରେ ୪ଟା…

ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ମାମଲା: ଶୁଣାଣି କରିବେ ସୁପ୍ରିମକୋର୍ଟ

ଶବ୍ଦ ଓଡିଶା ବ୍ୟୁରୋ: ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ସ୍ୱୀକୃତି ମିଳିବ ନା’ ନାହିଁ ତା ଉପରେ ରହିବ…

ଦୀନେଶ ମୋଙ୍ଗିଆ ହେଲେ ଓଡିଶା କ୍ରିକେଟ ଦଳର ମୁଖ୍ୟ କୋଚ

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶା କ୍ରିକେଟ ଦଳର ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ଦୀନେଶ ମୋଙ୍ଗିଆ । ମୋଙ୍ଗିଆଙ୍କୁ ପୁୁରୁଷ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଇଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ।…