Wed. Oct 14th, 2026

Month: March 2023

ରଥଯାତ୍ରାକୁ ମିଳିବ କି ୟୁନେସ୍କୋ ମାନ୍ୟତା?

ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ମିଳିବ କି ୟୁନେସ୍କୋରର ମାନ୍ୟତା? ମହାପ୍ରଭୁ ଜଗନ୍ନାଥଙ୍କ ଚଳିତବର୍ଷ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା କେମିତି ମିଳିବ, ସେନେଇ ପ୍ରକ୍ରିୟା ଆରମ୍ଭ କରିଛି ମନ୍ଦିର ପ୍ରଶାସନ। ଆଜି ରଥଯାତ୍ରା ୨୦୨୩ ନିମନ୍ତେ ପ୍ରସ୍ତୁତି ବୈଠକ ବସିଥିଲା। ବୈଠକ…

ଏହି ଆପ୍ଲିକେସନ୍ ଫୋନ୍ ଉପରେ ପକାଇଥାଏ ପ୍ରଭାବ

ଆମ ଫୋନରେ କିଛି ନିର୍ଦ୍ଧିଷ୍ଟ ଆପ୍ଲିକେସନ ରହିଥାଏ ଯାହା ମାଧ୍ୟମରେ ଫୋନ ଉପରେ ପ୍ରଭାବ ପଡିଥାଏ। ଫୋନରେ ଥିବା ଏହି ଆପ୍ସ ଯୋଗୁଁ କେବଳ ବ୍ୟାଟେରୀ ବ୍ୟବହାର ବୃଦ୍ଧି ହୁଏ ନାହିଁ, ବରଂ ଅନ୍ୟାନ୍ୟ କାରଣ ମଧ୍ୟ ଅଛି ଯେଉଁଥିପାଇଁ ଫୋନର…

ଦେଶ ପାଳୁଛି ରାମ ନବମୀ, ଦିଲ୍ଲୀର କାଟୱରିଆ ପାଲଟିଛି ଲୋକାରଣ୍ୟ

ଆଜି ସାରା ଦେଶ ପାଳୁଛି ରାମ ନବମୀ। ଏହି ଅବସରରେ ଦେଶର ପ୍ରାୟ ପ୍ରତ୍ୟେକ ମନ୍ଦିରରେ ଏକ ବିରାଟ ଭିଡ଼ ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ଶୋଭା ଯାତ୍ରା ଆୟୋଜିତ ହୋଇଛି । ଭକ୍ତମାନେ ରାମ ନବମୀ ଅବସରରେ କାଟୱରିଆ ସରାୟରେ…

ଶ୍ରୀରଘୁନାଥଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା ଆରମ୍ଭ

ନୟାଗଡ଼ ଜିଲା ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା ଗୁରୁବାରଠାରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦା ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ରାଧାକାନ୍ତ ମଠଠାରୁ ତୋରଣ…

ଶ୍ରୀକ୍ଷେତ୍ରରେ ଆଜିଠାରୁ ସାହିଯାତ

ପବିତ୍ର ଶ୍ରୀରାମ ନବମୀ । ଆରମ୍ଭ ହେଉଛି ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ସାହିଯାତ । ସାହିଯାତ ଆରମ୍ଭ ପୂର୍ବରୁ ସାହି ଆଖଡ଼ାକୁ ଶ୍ରୀ ମନ୍ଦିରରୁ ରେଖାସୁନ୍ଦରୀ ଯାଇଥାଏ । ରେଖାସୁନ୍ଦରୀ କହିଲେ ମହାପ୍ରଭୁ ଙ୍କ ଶ୍ରୀ ଅଙ୍ଗ ଲାଗି ବସ୍ତ୍ର ଖଣ୍ଡିଏ ।…

ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ପ୍ରସଙ୍ଗ, ସୁପ୍ରିମକୋର୍ଟ ଖପ୍ପା

ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ଓ ଉତ୍ତମ ବ୍ୟବସ୍ଥା ନିମନ୍ତେ ସୁପ୍ରିମକୋର୍ଟ ୪ ନଭେମ୍ବର ୨୦୧୯ରେ ୨୨ଟି ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏହାକୁ କେତେ ଅନୁପାଳନ କରିଛନ୍ତି ସେନେଇ ସର୍ବୋଚ୍ଚ ଅଦାଲତଙ୍କୁ ଏବେ…

କେମିତି କରିବେ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗର ଘରୋଇ ଉପଚାର?

ଆଜିକାଲି ଲୋକଙ୍କୁ ରୋଗ ହେବା ଏକ ସାଧାରଣ କଥା ପାଲଟିଗଲାଣି। ଲୋକଙ୍କୁ ଭିନ୍ନ ଭିନ୍ନ ରୋଗ ଦିନକୁ ଦିନ ମାଡିବସୁଛି। ବର୍ତ୍ତମାନ ସବୁଠାରୁ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡିତ। ଆଉ ଏହି ରୋଗରୁ…

ରାମ ନବମୀର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦।୩ : ଗୁରୁବାର ସାରା ଦେଶରେ ରାମ ନବମୀ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟୁଇଟ କରି କହିଛନ୍ତି ରାମ…

୭୦୦ କୋଟି ଟଙ୍କା ଋଣ ଦେଲା ବିଶ୍ୱବ୍ୟାଙ୍କ

ଶବ୍ଦ ଓଡିଶା ବ୍ୟୁରୋ: ବିପର୍ଯ୍ୟୟ ମୁକାବିଲାକୁ ସୁଦୃଢ଼ କରିବା ନିମନ୍ତେ ବିଶ୍ୱବ୍ୟାଙ୍କ ଓଡ଼ିଶାକୁ ୧୦୦ ମିଲିୟନ ଡଲାର (ପ୍ରାୟ ୭୦୦କୋଟି ଟଙ୍କା) ଋଣ ମଞ୍ଜୁର କରିଛି।ବାତ୍ୟା ଆଦି ବିପର୍ଯ୍ୟୟର ଆଗୁଆ ସୂଚନା ସମେତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଉପକୂଳରେ ରହୁଥିବା ଗରିବ…

ବଢିଲା ଓମଫେଡ୍ କ୍ଷୀର ଦର, ଏପ୍ରିଲ ୧ରୁ ନୂଆ ମୂଲ୍ୟ

ଶବ୍ଦ ଓଡିଶା ବ୍ୟୁରୋ: ପୁଣି ବଢିଲା ଓମଫେଡ୍ କ୍ଷୀର ଦର । ପ୍ୟାକେଟ୍ ପିଛା ଦୁଇ ଟଙ୍କା ମୂଲ୍ୟ ବୃଦ୍ଧି ନେଇ ଓମଫେଡ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଏପ୍ରିଲ ୧ ରୁ ନୂଆ ଦର ଲାଗୁ ହେବ ନେଇ…