Sun. Nov 29th, 2026

Month: March 2023

ଚାଲିଗଲେ ଭାରତର ମିଲେଟ୍‌ ମ୍ୟାନ୍‌ ସତୀଶ

ଶବ୍ଦ ଓଡିଶା ବ୍ୟୁରୋ: ଭାରରତ ମିଲେଟ ମ୍ୟାନ ଭାବେ ପରିଚିତ ପିଭି ସତୀଶ ଆଉ ନାହାନ୍ତି। ଦୀର୍ଘ ଦିନ ହେଲା ଅସୁସ୍ଥ ଥିବା ସତୀଶ ହାଇଦ୍ରାବାଦରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା।…

ଦେଶରେ ଦିନକରେ ହଜାରେ ନୂଆ କୋଭିଡ୍ ସଂକ୍ରମିତ ଚିହ୍ନଟ, ସତର୍କ ହେଲା କେନ୍ଦ୍ର

ଶବ୍ଦ ଓଡିଶା ବ୍ୟୁରୋ: ବୟସ୍କ ଆକ୍ରାନ୍ତଙ୍କ ପାଇଁ ସଂଶୋଧିତ କରୋନା ଗାଇଡଲାଇନ୍ସ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ୧୨୯ ଦିନ ପରେ ପୁଣି ଦେଶରେ ହଜାରେ ଟପିଛି ଦୈନିକ କରୋନା ସଂକ୍ରମଣ । ଫେବ୍ରୁଆରୀ ୧୯ ତାରିଖ ଦିନ…

ବିଜେପି ରାଜ୍ୟରେ କରିବ ଘର ଘର ଚାଲ ଅଭିଯାନ

ଶବ୍ଦ ଓଡିଶା ବ୍ୟୁରୋ: ଓବିସି ବର୍ଗଙ୍କୁ ଓଡ଼ିଶାରେ ମିଳୁନି ଉଚିତ୍ ଅଧିକାର। ଏ ପର୍ଯ୍ୟନ୍ତ ଓବିସି ବର୍ଗଙ୍କ ସଠିକ୍ ଗଣନା କରାଗଲାନି। ସମସ୍ତ ପଛୁଆ ଜାତିଙ୍କୁ ଚିହ୍ନଟ କରି କେନ୍ଦ୍ରିୟ ସୂଚିରେ ସାମିଲ କରାଯାଉନି। ସେମାନଙ୍କୁ ଶିକ୍ଷା, ନିଯୁକ୍ତି, ନିର୍ବାଚନ କ୍ଷେତ୍ରରେ…

ଶ୍ରୀଜିଉଙ୍କ ଖସାପଡ଼ା ନୀତି, ୫ଘଣ୍ଟା ଦର୍ଶନ ବନ୍ଦ

ଶବ୍ଦ ଓଡିଶା ବ୍ୟୁରୋ: ଆଜି ପବିତ୍ର ଚୈତ୍ରମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି। ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଖସାପଡା ନୀତି। ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକମାନେ ରତ୍ନସିଂହାସନ ଉପରେ ପ୍ରାୟ ପାଞ୍ଚଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତନୀତି ସମ୍ପାଦନ କରିବେ।…

ସରିବ ମାଟ୍ରିକ ପରୀକ୍ଷା, ଶେଷ ଦିନରେ ଗଣିତ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ଆଜି ସରୁଛି ମାଟ୍ରିକ ପରୀକ୍ଷା। ଶେଷ ଦିନରେ ଗଣିତ ପରୀକ୍ଷା ଦେଉଛନ୍ତି ଛାତ୍ର ଛାତ୍ରୀ। ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟା ପର୍ଯ୍ୟନ୍ତ ଚାଲୁରହିଛି। ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ…

୧୦ ଜିଲ୍ଲାରେ ‍ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି

ଶବ୍ଦ ଓଡିଶା ବ୍ୟୁରୋ: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ଆଜି ଭୋରରୁ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ପବନ ହୋଇଥିଲା। ପଶ୍ଚିମା ଝଡ଼ ପ୍ରଭାବ ରାଜ୍ୟ ଆଉ ୨ଦିନ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

ଆର୍ଯ୍ୟଭୂମି ଲଦାଖ-ଭାଗ ୧୨

ମାଳ ମାଳ ଆର୍ମି ଟ୍ରକ୍ ପାଖ ଦେଇ ଖୁବ ସତର୍କତାର ସହ ଗାଡ଼ି ଚଲେଇ ଆମ ଡ୍ରାଇଭର ସୌକତ ଅଲି ଆମକୁ ନେଇ ଆସିଲା ଆଉ ହଜାରେ ମିଟର ତଳକୁ। ଚାଙ୍ଗ ଲା ସମୁଦ୍ରପତ୍ତନ ଠାରୁ ୫୩୯୧. ୩ ମିଟର ବା…

ଭାରତରେ ଅଙ୍ଗ ଦାନ ବୃଦ୍ଧି ପାଇଁ ଏମ୍ସରେ ଡାକ୍ତରମାନଙ୍କୁ ଦିଆଯିବ ତାଲିମ

ଦିଲ୍ଲୀର ଏମ୍ସ ହସ୍ପିଟାଲର ନ୍ୟୁରୋ ସର୍ଜରୀ ବିଭାଗ ଦ୍ବାରା ଭାରତର ବିଭିନ୍ନ ସ୍ଥାନରୁ ଡାକ୍ତରଙ୍କ ପାଇଁ ପ୍ରଥମ ଟ୍ରାନ୍ସପ୍ଲାଣ୍ଟ ପ୍ରୋକ୍ୟୁମେଣ୍ଟ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ଆୟୋଜିତ ହୋଇଛି। ଏହି ସୂଚନା ହସ୍ପିଟାଲରେ ଏକ କାର୍ଯ୍ୟକ୍ରମ ସମୟରେ ଦିଆଯାଇଥିଲା। ସ୍ପେନର ଡିଟିଆଇ ଫାଉଣ୍ଡେସନ ଦଳ…

 ସାହାସୀ,ସ୍ୱାବଲମ୍ବୀ ସୁଲତା

ଚନ୍ଦାହାଣ୍ଡି : ନାରୀ ଆବଳା କି ଦୁର୍ବଳ ନୁହେଁ,ସେ ସହନଶୀଳ,ସାହସୀ ଓ ସଶକ୍ତ । ପରିସ୍ଥିତି ଆସିଲେ ପୁରଷ ପରି କଠିନ ପରିଶ୍ରମ ବି କରେ । ନିଜେ କାହିରି ବୋଝ ନ ହୋଇ,ଆତ୍ମନିର୍ଭରଶୀଳ ହୁଏ । ଏମିତି ଜଣେ ସାହସୀ…

ସଙ୍କଟରେ ସଲମାନ

ସଲମାନଙ୍କୁ ଧମକପୂର୍ଣ୍ଣ ଇମେଲ। ଯାହାକୁ ନେଇ ପୋଲିସ ଅଭିଯୋଗ ରୁଜୁ କରିଛି। ଏବଂ ମୁମ୍ବାଇ ରେ ତାଙ୍କ ଘର ବାହାରେ ପୋଲିସ୍‌ ସୁରକ୍ଷା ବଢ଼ାଯାଇଛି।ପୋଲିସ ଲରେନ୍ସ ବିଷ୍ଣୋଇ, ଗୋଲ୍ଡି ବରାଡ଼ଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୂଚନା ଅନୁଯାୟୀ, ବାନ୍ଦ୍ରା ପୋଲିସ୍‌…