Sun. Nov 29th, 2026

Month: January 2023

ରାଜ୍ୟରେ ଆସନ୍ତାକାଲି ଠାରୁ କୋଭିଡ୍ ଟିକାକରଣ, ପହଞ୍ଚିଲା ୧ ଲକ୍ଷ ଡୋଜ ଟିକା ।

ଶବ୍ଦ ଓଡିଶା ବ୍ୟୁରୋ: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ପୁଣିଥରେ ଆରମ୍ଭ ହେବ ମାଗଣା ଟିକାକରଣ । ରାଜ୍ୟରେ ଏଥିପାଇଁ ମଙ୍ଗଳବାର ପହଞ୍ଚିଛି ୧ ଲକ୍ଷ ଡୋଜ୍ ଟିକା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟକୁ ମଙ୍ଗଳବାର ସୁଦ୍ଧା ୧…

ମାଲ୍ୟବନ୍ତ ମହୋତ୍ସବର ଶେଷ ଦିନର ଦଳାଚକଟା, ୩ ଆହତ

ଶବ୍ଦ ଓଡିଶା ବ୍ୟୁରୋ: ମାଲକାନଗିରି ଜିଲ୍ଲା ମହୋତ୍ସବ ମାଲ୍ୟବନ୍ତରେ ଦଳାଚକଟା । ଏଥିରେ ୩ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ସମସ୍ତେ ସୁସ୍ଥ ଥିବା ବେଳେ ଘରକୁ ଫେରିଥିବା ମଧ୍ୟ…

ଆଜିଠାରୁ ରାୟଗଡା ଜିଲ୍ଲା ମହୋତ୍ସବ ଚଇତି, ସଜେଇ ହୋଇଛି ସାରା ସହର ।

ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଜିଲ୍ଲା ସଂlସ୍କୃତିକ ମହୋତ୍ସବ ଚଇତି l ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ତତ୍ଵାବଧାନରେ ଏହି ମେଳା ଆସନ୍ତା 5 ଦିନ ଧରି 23 ତାରିଖ ଯାଏଁ ଅନୁଷ୍ଠିତ ହେବ । ଏ…

ଜେପି ନଡ୍ଡା କାହିଁକି ହେଲେ ବିଜେପି ଅଧ୍ୟକ୍ଷ ? ପଢନ୍ତୁ ଏହା ପଛର କାରଣ

କନକ ବ୍ୟୁରୋ: ଭାରତୀୟ ଜନତା ଦଳର ଅଧ୍ୟକ୍ଷ ଜେପି ନଡ୍ଡା ଆଗାମୀ ବର୍ଷ ଜୁନ ଯାଏ ଦଳର ନେତୃତ୍ୱ ନେବେ । ବିଜେପିର ବରିଷ୍ଠ ନେତା ଅମିତ ଶାହ ମଙ୍ଗଳବାର ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ଏନେଇ ଘୋଷଣା…

କେନ୍ଦ୍ରାପଡାରେ ୨୪ ଘଣ୍ଟିଆ ବନ୍ଦ ପାଳନ, ବିଭିନ୍ନ ସ୍ଥାନରେ ରାସ୍ତା ରୋକ ସହ ପିକେଟିଂ ।

ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦ୍ରାପଡାରେ ୨୪ ଘଣ୍ଟା ବନ୍ଦ ପାଳନ । ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରକୁ ବିରୋଧ କରି ଏହି ବନ୍ଦ ପାଳନ କରାଯାଉଛି । ପୁରୁଣା ଚିକିତ୍ସାଳୟକୁ…

ପତ୍ନୀଙ୍କ ଇଚ୍ଛା ବିରୋଧରେ ଶାରିରୀକ ସମ୍ପର୍କ ରଖିବା ଦୁଷ୍କର୍ମ କି? କଣ କହିଲେ ସୁପ୍ରିମକୋର୍ଟ

ଶବ୍ଦ ଓଡିଶା ବ୍ୟୁରୋ: ସୁପ୍ରିମକୋର୍ଟ ବୈବାହିକ ଦୁଷ୍କର୍ମକୁ ଅପରାଧର ଶ୍ରେଣୀକୁ ଆଣିବା ନେଇ ହୋଇଥିବା ମାମଲାରେ ସୋମବାର କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି । ସିଜେଆଇ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ପିଏସ ନରସିଂହା, ଜଷ୍ଟିସ ଜେବି ପରଦିୱାଲାଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ…

ଆଜିଠାରୁ ରାଜ୍ୟରେ ୨ ଦିନ ବର୍ଷା, ସତର୍କ କଲା ପାଣିପାଗ ବିଭାଗ ।

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଦୁଇ ଦିନ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ । ଆଜି ଏବଂ ଆସନ୍ତାକାଲି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିଭଳି ଦୁଇ ଦିନ ଘନକୁହୁଡି…

ଖଡିଆଳ ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍, ୫ ସ୍ଥାନରେ ଜାରିରହିଛି ଚଢାଉ ।

ଶବ୍ଦ ଓଡିଶା ବ୍ୟୁରୋ: ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍ । ନୂଆପଡା ଜିଲ୍ଲା ଖଡିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି । ଆୟଠାରୁ ଅଧିକ ସମ୍ପତ୍ତି ଅଭିଯୋଗରେ ଏହି ରେଡ ଜାରିରହିଛି । ବଲାଙ୍ଗୀରରେ ଥିବା ନାରାୟଣଙ୍କ…

ଯୋଶୀମଠ ପ୍ରସଙ୍ଗରେ କାହିଁକି ଏଭଳି କହିଲେ ସୁପ୍ରିମକୋର୍ଟ ?

ଶବ୍ଦ ଓଡିଶା ବ୍ୟୁରୋ: ଉତ୍ତରାଖଣ୍ଡର ଯୋଶୀମଠରେ ମାଟି ଧସିବା କାରଣରୁ ଅନେକ ସ୍ଥାନରେ ଘରଗୁଡିକରେ ଫାଟ ଦେଖାଯାଇଛି । ଏହି ବିପତ୍ତିକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ସୋମବାର କୋର୍ଟ ଏହା ଉପରେ ଶୁଣାଣି କରି କହିଛନ୍ତି ଯେ,…

ରାଜଧାନୀରେ ଘନ କୁହୁଡିର ଚାଦର, ଯାନବାହାନ ଚଳାଚଳ ବାଧାପ୍ରାପ୍ତ

ଶବ୍ଦ ଓଡିଶା ବ୍ୟୁରୋ: ରାଜଧାନୀରେ ଘନ କୁହୁଡିର ବଳୟ ଦେଖିବାକୁ ମିଳିଛୁ । ଏହି କାରଣରୁ ଲୋକଙ୍କ ଯାତାୟତରେ ବାଧାସୃଷ୍ଟି ହୋଇଛି । ଚାରିଆଡ ଧୂଆଁଳିଆ ପରିବେଶ ସୃଷ୍ଟି ହୋଇଛି । ଗତକାଲି କୋରାପୁଟରେ ରାତି ତାପମାତ୍ରା ୭ ଦଶମିକ ୫…