Thu. Oct 15th, 2026

Category: ସହର

ପିଲାଙ୍କ ମେଣ୍ଟାଲ ହେଲଥ ପାଇଁ ଏନସିଇଆରଟି ପକ୍ଷରୁ ଗାଇଡଲାଇନ୍ସ ଜାରି

ପାଠ ପଢ଼ିବା ସହିତ ଏଣିକି ସ୍କୁଲର ଛାତ୍ରଛାତ୍ରୀମାନେ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ ନେଇ ସଚେତନ ରହିବେ । ଏନେଇ ସମସ୍ତ ସ୍କୁଲ ପାଇଁ ଜାତୀୟ ଶୈକ୍ଷିକ ଗବେଷଣା ଓ ତାଲିମ ପରିଷଦ (ଏନସିଇଆରଟି) ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି । ଏଥିରେ…

ଦାମନଯୋଡ଼ି ପଶ୍ଚିମ‌ଓଡ଼ିଶା କମିଟି ପକ୍ଷରୁ ନୂଆଖାଇ ପାଳିତ

ଦାମନଯୋଡ଼ି ପଶ୍ଚିମ‌ଓଡ଼ିଶା କମିଟି ପକ୍ଷରୁ ସେକ୍ଟର-୩ ସ୍ଥିତ ମାଉସୀ ମା ମନ୍ଦିର ପରିସରରେ ନୂଆଖାଇ ଭେଟଘାଟ କାର୍ଯ୳କ୍ରମ ଅନୁଷ୍ଠିତ ହୋଇଯାଇଛି । କମିଟି ସଭାପତି ତଥା ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶୁଶିଲ କୁମାର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା…

ରାସନ କାର୍ଡରେ ଯୋଡ଼ନ୍ତୁ ନୂଆ ସଦସ୍ୟଙ୍କ ନାଁ; ଜାଣନ୍ତୁ ଏହି ପ୍ରକ୍ରିୟା ବିଷୟରେ

ରାସନ କାର୍ଡକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା। ବିବାହ ପରେ ଘରର ନୂଆ ସଦସ୍ଯଙ୍କ ନାଁ କାର୍ଡରେ ଯୋଡ଼ି ହୋଇନଥିଲେ, ତା’କୁ କରିବା ଉଚିତ। ଏଥି ପାଇଁ ଆବଶ୳କ ନିୟମାବଳୀକୁ ଆପଣେଇବାକୁ ହେବ। ନୂତନ ସଦସ୍ୟ ନାମ କିପରି ଯୋଡିବେ:- -ଯଦି…

ନୂଆଁଖାଇକୁ ଛୁଟିଦିନରୁ ବାଦ୍: ତେଜୁଛି ନିଆଁ; ବଢୁଛି ଆନ୍ଦୋଳନ

ଲଗାତାର ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ପଶ୍ଚିମ ଓଡ଼ିଶାର ଲୋକଙ୍କ ଦୁଃଖ। ମାଟି ପାଇଁ କେତେ ଯେ ବୀର ପୁରୁଷ ବୀରଗତି ପାଇଛନ୍ତି। କିନ୍ତୁ ଆଜି ଓଡ଼ିଶାର ଏହି ପ୍ରାଚୀନ ସଂସ୍କୃତିକୁ ଚପାଇ ଦେବାକୁ ପ୍ରୟାସ କରାଯାଉଛି । ସରକାରୀ ଛୁଟି…

ବିଜେବି କଲେଜ ଇଟିସି ବିଭାଗର କ୍ଯାମ୍ପସ ନିଯୁକ୍ତି ରେ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର ବିଜେବି କଲେଜର ଇଣ୍ଟିଗ୍ରେଟେଡ୍ ଏମଏସସି ଇଲୋକ୍ଟ୍ରୋନିକ୍ସ ଓ ଟେଲିକମ୍ଯୁନିକେସନ (ଇଟିସି) ବିଭାଗରେ କ୍ଯାମ୍ପସ ନିଯୁକ୍ତି ପ୍ରକିୟା ବିଭିନ୍ନ କମ୍ପାନୀ ଦ୍ବାରା ସମ୍ପାଦନ ହୋଇଅଛି। ଏଥିରେ ହାଇଦ୍ରାବାଦ ଓ ଭୁବନେଶ୍ବରସ୍ଥିତ ଇଲୋକ୍ଟ୍ରୋନିକ୍ସ କମ୍ପାନୀମାନେ ଯଥା, ଆସିକଜେନ ଇଲୋକ୍ଟ୍ରୋନିକ୍ସ, ଇପସମ ଲ୍ଯାବ, ମେରିଟେକ,…

ବର୍ଣ୍ଣବୋଧ ପାଠଶାଳାରେ ଉଡିଲା ତ୍ରିରଙ୍ଗା

୭୬ ତମ ସ୍ବାଧୀନତା ଦିବସ, ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦିର ଅମୃତ ମହୋତ୍ସବ ଅବସରରେ ନୀଳାଦ୍ରିବିହାରସ୍ଥିତ ସୋମନାଥ ବସ୍ତିରେ ଯଶୋଦା ମାଆ ଫାଉଣ୍ଡେସନ ତରଫରୁ ବର୍ଣ୍ଣୋବୋଧ ପାଠଶାଳାର କୁନିକୁନି ପିଲାଙ୍କୁ ନେଇ ଦେଶର ଏହି ମହାନ୍ ପର୍ବ ପାଳିତ…

୭୫ତମ ସ୍ୱାଧୀନତା ଦିବସକୁ ଅଧିକ ଉତ୍ସାହିତ କରିବା ପାଇଁ ଦୂରଦର୍ଶନର ନୂଆ ପ୍ରୟାସ

ଦେଶ ପାଳିବ ୭୫ତମ ସ୍ୱାଧୀନତା ଦିବସ। ଯାହାକୁ ପାଳନ କରିବା ପାଇଁ ଦିଲ୍ଲୀରୁ ପଲ୍ଲି ସବୁଠି ତତ୍ପରତା ଦେଖାଯାଉଛି। ଯାହାକୁ ଅଧିକ ଉତ୍ସାହିତ କରିଦେଇଛି ଦୂରଦର୍ଶନ। ‘ସ୍ୱରାଜ- ଭାରତର ସ୍ୱାଧୀନତା ସଂଗ୍ରାମର ସମଗ୍ର ଗାଥା’, ଶୀର୍ଷକରେ ୭୫ ଅଧ୍ୟାୟ ବିଶିଷ୍ଟ ଏହି…

ଯୁବପିଢିଙ୍କ ଚାକିରି ଆଶାରେ ବାଧକ ଖୋଦ୍ ସରକାର; ବୟସ ୮୬ ବର୍ଷ ହେଲେ ବି ଅବସର ନେଇନାହାନ୍ତି ବରିଷ୍ଠ କର୍ମଚାରୀ

ଚାକିରି ଖଣ୍ଡେ ପାଇବା ଯୁବପିଢିଙ୍କ ପାଇଁ ସ୍ବପ୍ନ ପାଲଟି ଗଲାଣି। କେତେବେଳେ ସରକାରୀ ସ୍ତରରେ ଭଲ ପୋଷ୍ଟ ଖାଲି ହେବ ଓ ସେମାନେ ଆବେଦନ କରିପାରିବେ ସମ ନେଇ କଠିନ ପରିଶ୍ରମ କରୁଛନ୍ତି। ଏଭଳି ପରିସ୍ଥିତିରେ ସରକାରଙ୍କ ନିଘା ବୋଧ ହୁଏ…

ବୁଷ୍ଟର ଡୋଜ୍ ପାଇଁ ଆଗ୍ରହ ନାହିଁ

ସାରା ଦେଶରେ ଏବେ ମାଗଣା ବୁଷ୍ଟର ଡୋଜ୍‌ ଟିକାକରଣ ଚାଲିଛି । ଓଡ଼ିଶାରେ ବି ଏହି ଟିକାକରଣ ଚାଲିଥିବାବେଳେ ବହୁ ଲୋକ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି,…

ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖବର; ବଢିଲା ବୟସ ସୀମା, ଆରମ୍ଭ ହେବ ନିଯୁକ୍ତି ପ୍ରକିୟା

ରାଜ୍ୟ ସରକାରଙ୍କ ଅଧୀନରେ ଖାଲି ଥିବା ପଦବୀ ଶୀଘ୍ର ପୂରଣ ହେବ। ଏଥିପାଇଁ ବିଭିନ୍ନ ବିଭାଗ ଏବଂ ଚୟନକାରୀ ସଂସ୍ଥା ଉଚିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଲୋକସେବା ଭବନ ସଭାଗୃହରେ…