Thu. Oct 15th, 2026

Category: ସହର

ଓଡ଼ିଶା ସଭିଲ ସର୍ଭିସରେ ସଫଳତା,ସୂର୍ଯ୍ୟଶଙ୍କରଙ୍କ ସହ କଥାବାର୍ତ୍ତା

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଲା ପରେ ସବୁଠି ଦେଖାଦେଇଛି ଖୁସିର ମାହୋଲ। ସଫଳ ପରୀକ୍ଷାର୍ଥୀଙ୍କ ସହ ଅଭିଭାବକ ମହଲରେ ଖୁସି ଖେଳିଯାଇଛି। ୩୧ତମ ସ୍ଥାନରେ ସଫଳ ହୋଇଥିବା ସୂର୍ଯ୍ୟ ଶଙ୍କର ଦାଶଙ୍କ ସହ କଥାବାର୍ତ୍ତା ହୋଇଥିଲେ ଶବ୍ଦ…

ପ୍ରକାଶ ପାଇଲା ଓଏଏସ୍ ଫଳ; ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୭ ଜଣ ଝିଅ

ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୦-୨୧ର ରେଜଲ୍ଟ ପ୍ରକାଶ କରିଛି ଓଡିଶା ଲୋକସେବା ସେବା ଆୟୋଗ । ତେଜସ୍ୱିନୀ ବେହେରା ଓସିଏସ ଟପ୍ପର ହୋଇଛନ୍ତି । ମୋଟ ୩୯୨ ଜଣ ପ୍ରାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ୨୪୪ ଜଣ ପୁଅ କୃତକାର୍ଯ୍ୟ…

ଦାମନଯୋଡ଼ିରେ ଗୋପବନ୍ଧୁଙ୍କ ୧୪୫ତମ ଜନ୍ମଜୟନ୍ତୀ ପାଳନ

ଦାମନଯୋଡ଼ିରେ ପାଳିତ ହୋଇଯାଇଛି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ। ନାଲକୋ କମ୍ଯୁନିଷ୍ଟ ସେଣ୍ଟର ଠାରେ ଗୋପବନ୍ଧୁଙ୍କ ୧୪୫ତମ ଜନ୍ମଜୟନ୍ତୀ ପାଳନ ହୋଇଛି। ମିଡିଆ ହାଉସ ଦାମନଯୋଡି ଓ ବର୍ଷା ସାହିତ୳ ସଂସଦର ମିଳିତ ଆନୁକୂଲ୍ଯରେ ଆୟୋଜିତ ଏହି ଉତ୍ସବରେ ନାଲକୋର ମହାପ୍ରବନ୍ଧକ…

ଲୋକାର୍ପିତ ହେଲା ‘ଶ୍ୱେତପତ୍ର’ କବିତା ସଙ୍କଳନ

ପ୍ରକାଶ ପାଇଛି କବିତା ସଙ୍କଳନ ଶ୍ୱେତପତ୍ର। ମାଲକାନଗିରି କୁୁଡୁମୁଲୁଗୁମ୍ମା କବି ତଥା ସାହିତ୍ୟିକ ବଳରାମ ପୂଜାରୀ ଜନଜାତିଙ୍କ ଜନଜୀବନର କଥା ଓ ବ୍ୟଥାକୁ ନେଇ ରଚନା କରିଥିଲେ ପଞ୍ଚମ କବିତା ସଙ୍କଳନ ‘ଶ୍ବେତପତ୍ର’। ଯାହାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ବାରା…

ରାସ୍ତା କାଦୁଅରେ ଗାଧେଇଲେ ବିଧାୟିକା

ରୋଡ ମଝିରେ ବିଧାୟିକାଙ୍କ ହାଇ ଡ୍ରାମା। ଝଡଖଣ୍ଡର ମହଗମାରୁ କଂଗ୍ରେସ ବିଧାୟକ ଦୀପିକା ପାଣ୍ଡେ ସିଂ ତାଙ୍କ ଅଞ୍ଚଳ ଦେଇ ଯାଉଥିବା ଜାତୀୟ ରାଜପଥ ୧୩୩ ର ଦୁର୍ଦ୍ଦଶା ବିରୁଦ୍ଧରେ ରାସ୍ତାରେ ଏକ ଧାରଣାରେ ବସିଥିଲେ। ସେ ବୁଧବାର ସକାଳେ ଘଟଣାସ୍ଥଳରେ…

ଚୌଦ୍ୱାର ଓଟିଏମ ସ୍କୁଲରେ କୁଇଜ ପ୍ରତିଯୋଗିତା

ଚୌଦ୍ବାର ସ୍ଥିତ ଓଟିଏମ ହାଇସ୍କୁଲର କାୟା କଳ୍ପ ପକ୍ଷରୁ ଅମୃତ ମହୋତ୍ସବ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହାକୁ ଉଦଘାଟନ କରିଥିଲେ ସ୍କୁଲର ବରିଷ୍ଠ ଶିକ୍ଷକ ଜିତେନ୍ ରାଉତ। ନାଲକୋର ବରିଷ୍ଠ କର୍ମକର୍ତ୍ତା ଡ଼ଃ ସୁରେନ୍ଦ୍ର କହଁର ଓ ଶିକ୍ଷାବିତ୍…

କ୍ଲାସ ଶେଷ ହେବା ପରେ ଆଉ କ୍ୟାମ୍ପସରେ ଜମିବନି ଖଟି

ଏଣିକି କ୍ଲାସ ଶେଷ ହେବା ପରେ ଆଉ କ୍ୟାମ୍ପସରେ ଜମିବନି ଖଟି । ପୂର୍ବ ଭଳି ସାଙ୍ଗସାଥି ମେଳ କରି ପିଲାମାନେ ଆଉ କଲେଜରେ ସମୟ ବିତାଇ ପାରିବେ ନାହିଁ । କାରଣ ଶିକ୍ଷାବିଭାଗ କ୍ୟାମ୍ପସ ପରିସରରେ ଶୈକ୍ଷିକ ବାତାବରଣ ରଖିବା…

ନିବେଦିତା ଲେଙ୍କାଙ୍କୁ ସମ୍ମାନଜନକ ବେସାନ୍ତ ସେଲ୍ଫଲେସ ସର୍ଭିସ ସମ୍ମାନ

ଭୁବନେଶ୍ୱର ରୟାଲ କଲେଜ ଅଫ ସାଇନ୍ସ ଆଣ୍ଡ ଟେକନୋଲୋଜି, ଅଡିଟୋରିଅମ ହଲରେ ଦ ଥିଓସଫିକାଲ ଅର୍ଡର ଅଫ ସର୍ଭିସ( The Theosophical order of Service) ଭୁବନେଶ୍ୱର ଶାଖା ତରଫରୁ ନବମ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀର…

ବିଶ୍ୱର ପ୍ରଥମ ଇଞ୍ଜିନିୟର ପ୍ରଭୁ ବିଶ୍ୱକର୍ମାଙ୍କର କିଛି ଅଜଣା କଥା

ଆଜି ହେଉଛି ବିଶ୍ୱକର୍ମା ପୂଜା। ଦେବତାମାନଙ୍କର ସ୍ଥପତି ତଥା ବିଶ୍ୱର ପ୍ରଥମ ଇଞ୍ଜିନିୟର ହେଉଛନ୍ତି ପ୍ରଭୁ ବିଶ୍ବକର୍ମା । ସ୍ଥାପତ୍ୟ କଳା ବିଷୟରେ ଜାଣିଥିବା ଭଗବାନ ବିଶ୍ୱକର୍ମା ମଧ୍ୟ ବାସ୍ତୁ ଶାସ୍ତ୍ରର ଜଣେ ମହାନ ପଣ୍ଡିତ ଅଟନ୍ତି। ତେବେ କ’ଣ ରହିଛି…

କେନ୍ଦ୍ର ପରେ ଖୁବଶୀଘ୍ର ରାଜ୍ୟରେ ଲାଗୁହେବ ଭେଇକିଲ ସ୍କ୍ରାପେଜ୍ ପଲିସି

ଓଡ଼ିଶାରେ ଆଉ ଗଡିବନି ପୁରୁଣା ଗାଡ଼ି। ରାସ୍ତାରେ ଆଉ ଦିଶିବନି ୧୫ ଓ ୨୦ ବର୍ଷର ପୁରୁଣା ଯାନ। କାରଣ ରାଜ୍ୟ ସରକାର ଖୁବଶୀଘ୍ର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାରଙ୍କ ଭେଇକିଲ ସ୍କ୍ରାପେଜ୍ ପଲିସି। ଏହି ନୀତି ଅନୁସାରେ, ୧୫…