Thu. Oct 15th, 2026

Category: ସହର

ବର୍ଣ୍ଣବୋଧ ପାଠଶାଳାରେ ନୂଆ ବର୍ଷ, ନୂଆ ସଙ୍କଳ୍ପ

ନୂଆ ବର୍ଷକୁ ନୂଆ ଢଙ୍ଗରେ ପାଳିବାର ମଜା ଖୁବ ନିଆରା । ନୂଆ ବର୍ଷ 2024 ଅବସରରେ କୁନିକୁନି ପିଲାଙ୍କ ସହ ବିତାଇ, ସେମାନଙ୍କ ମୁହଁରେ ଖୁସି ବାଣ୍ଟିବାର ନିଆରା ଅବସର ସୃଷ୍ଟି କରିଥିଲା ଭୁବନେଶ୍ଵରର ବର୍ଣ୍ଣ ବୋଧ ପାଠଶାଳା ।…

ରଥ କାଠ ନିମନ୍ତେ ଗଛକଟା ଅନୁକୂଳ ପ୍ରସ୍ତୁତି

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଲାଣି ଶ୍ରୀମନ୍ଦିର ପ୍ରଶାସନ । ରଥ କାଠ ନିମନ୍ତେ ଗଛକଟା ଅନୁକୂଳ ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୟାଗଡ଼ ଅଭିମୁଖେ ଯାତ୍ରା କରିବ ସ୍ବତନ୍ତ୍ର ଟିମ । ଟିମରେ ଶ୍ରୀମନ୍ଦିର ରଥ ତତ୍ତ୍ବାବଧାରକ, ରଥ…

କୋଭିଡର ନୂଆ ଭାରିଆଂଟ, ଆତଙ୍କିତ ନହୋଇ ସତର୍କ ରହିବାକୁ ପରାମର୍ଶ

କରୋନା ଫେରିବା ଖବର ଏବେ ସମସ୍ତଙ୍କୁ ଚିନ୍ତାରେ ପକା । ତେବେ ଆତଙ୍କିତ ହେବାକୁ ନୁହେଁ, ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । କୋଭିଡ ନୂଆ ସବ ଭାରିଆଣ୍ଟକୁ ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ…

ସବୁଠୁ ଥଣ୍ଡା ସହର,ଜି ଉଦୟଗିରି

ଖସୁଛି ପାରଦ , ବଢୁଛି ଶୀତ । ପାରଦ ଯେତିକି ତଳମୁହାଁ ହେଉଛି , ଶୀତ ସେତିକି ବଢିବାରେ ଲାଗିଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ସୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ କମିଛି ।…

ପଦ୍ମପୁର ଅଞ୍ଚଳରେ ମହାବଳ ବାଘ ପାଦ ଚିହ୍ନ ଠାବ

ରାୟଗଡ଼ା ଜିଲ୍ଲା ପଦ୍ମପୁର ରାଉତରଙ୍ଗା ଅଞ୍ଚଳରେ ମହାବଳ ବାଘ ପାଦଚିହ୍ନ ଠାବ । ବର୍ତ୍ତମାନ ସୁଦ୍ଧା ମହାବଳ ବାଘକୁ ବନ ବିଭାଗ ଦେଖିନାହିଁ । କିନ୍ତୁ ପାଦଚିହ୍ନ ଠାବ କରି ନଜର ରଖିଛି । ଚନ୍ଦ୍ରପୁର ଓ ଗୁଡାରି ପାର୍‌ କରି…

ସୁପ୍ରିମ କୋର୍ଟଙ୍କ ସୁପ୍ରିମ ରାୟ,୩୭୦ ଧାରା ଉଚ୍ଛେଦ ବୈଧ

ଧାରା ୩୭୦ ଉଚ୍ଛେଦ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କଲେ ସୁପ୍ରିମକୋର୍ଟ। ଜମ୍ମୁ କଶ୍ମୀରରୁ ଏହି ଧାରା ଉଚ୍ଛେଦ କରି କୌଣସି ଭୁଲ୍ କରିନାହାନ୍ତି କେନ୍ଦ୍ର ସରକାର। ଧାରା ଉଚ୍ଛେଦ ସମ୍ପୂର୍ଣ୍ଣ ରୂପେ ବୈଧ ଓ ଆଇନ ସମ୍ମତ କହିଲେ ସୁପ୍ରିମକୋର୍ଟ…

ଷଷ୍ଠ ଦିନରେ ମଦ ଭାଟିରେ ଚଢ଼ାଉ,ମିଳୁଛି କେଜି କେଜି ସୁନା

ବଲାଙ୍ଗୀର ଆୟକର ବିଭାଗ ତରଫରୁ ସୁଦପଡା ଦେଶୀ ମଦଭାଟିରେ ରେଡ ଘଟଣା I ଷଷ୍ଠ ଦିନରେ ମଧ୍ୟ ଚଢ଼ାଉ ଜାରି ରହିଛି । ଦିନ ରାତି ଏକ କରି ଖିଅ ଖୋଜୁଛନ୍ତି ଆୟକର ବିଭାଗ ଅଧିକାରୀ । ଗତକାଲି ସୁଦପଡା ମଦଭାଟି…

ଭିନ୍ନ ଢ଼ଙ୍ଗରେ ଭିନ୍ନକ୍ଷମ ଦିବସ ପାଳିଲେ ଯଶୋଦା ମାଆ

ରବିବାର ନିଳାଦ୍ରୀବିହାର ସ୍ଥିତ ସୀତାନାଥ ନଗରରେ ଯଶୋଦା ମାଆ ଫାଉଣ୍ଡେସନ ଆନୁକୁଲ୍ୟରେ ଭିନ୍ନକ୍ଷମ ଦିବସକୁ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି। ସଂପର୍କ ଆମ ହୃଦୟର ପରିବାର, ଧରିତ୍ରୀ ମହାରଥା, ପ୍ରକାଶ ରାଉତ, ସଂଯୁକ୍ତା ମହାରଣା ଯଶୋଦା ମାଆ ପରିବାରର ପୁଅ…

ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ଓଡ଼ିଆ ଶ୍ରମିକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ ମାନେ ଆଜି ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ସମସ୍ତେ…

ନିଜେ ଅସୁସ୍ଥ ହୋଇ ଭୁବନେଶ୍ଵର ଲୋକଙ୍କୁ ଅସୁସ୍ଥ କରୁଛନ୍ତି ଓଡ଼ିଶା ସରକାର : ମନମୋହନ ସାମଲ

ଗାଡକଣ ସୈନିକ ସ୍କୁଲ ଠାରେ ଥିବା ଡମ୍ପିଂ ୟାର୍ଡକୁ ସଂପୂର୍ଣ୍ଣ ଉଚ୍ଛେଦ ଦାବିରେ ଚତୁର୍ଥ ଦିନରେ ପହଞ୍ଚିଲା ବିଜେପିର ସତ୍ୟାଗ୍ରହ । ଦଳର ସତ୍ୟାଗ୍ରହରେ ସାମିଲ ହେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଡ଼ମ୍ପିଂ ୟାର୍ଡ ସମସ୍ୟାର ସ୍ଥାୟୀ…