ବର୍ଣ୍ଣବୋଧ ପାଠଶାଳାରେ ନୂଆ ବର୍ଷ, ନୂଆ ସଙ୍କଳ୍ପ

ନୂଆ ବର୍ଷକୁ ନୂଆ ଢଙ୍ଗରେ ପାଳିବାର ମଜା ଖୁବ ନିଆରା । ନୂଆ ବର୍ଷ 2024 ଅବସରରେ କୁନିକୁନି ପିଲାଙ୍କ ସହ ବିତାଇ, ସେମାନଙ୍କ ମୁହଁରେ ଖୁସି ବାଣ୍ଟିବାର ନିଆରା ଅବସର ସୃଷ୍ଟି କରିଥିଲା ଭୁବନେଶ୍ଵରର ବର୍ଣ୍ଣ ବୋଧ ପାଠଶାଳା । ଯଶୋଦା ମା ଫାଉଣ୍ଡେସନ ଦ୍ୱାରା ପରିଚାଳିତ ବର୍ଣ୍ଣବୋଧ ପାଠଶାଳାରେ କୁନି କୁନି ପିଲାଙ୍କୁ ବର୍ଣ୍ଣ ବୋଧ ବହି ସାଙ୍ଗକୁ ଚକୋଲେଟ ବାଣ୍ଟିଥିଲେ ଅମର କୁମାର ମହାନ୍ତି ଓ ପ୍ରଭା ମହାନ୍ତି । ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ପିଲାମାନଙ୍କୁ ପ୍ରେରଣାଦାୟୀ କଥା ଓ ଉପଦେଶ ଦେଇଥିଲେ ସମାଜସେବୀ ନିବେଦିତା ଲେଙ୍କା । ନୂଆବର୍ଷରେ କିଛି ଭଲ ଓ ନୂଆ ସଂକଳ୍ପ ନେବାକୁ ପରାମର୍ଶ ଦେଇଥିଲେ ଉପସ୍ଥିତ ଅତିଥି

You May Also Like

More From Author

+ There are no comments

Add yours