Wed. Oct 14th, 2026

Category: ସିନେମା ଖବର

ଦି କେରଳ ଷ୍ଟୋରୀକୁ ନେଇ ଏମିତି କହିଲେ ନସିରଉଦ୍ଦିନ

ଦି କେରଳ ଷ୍ଟୋରୀ’କୁ ନେଇ ବିବାଦ ଥମିବା ନାଁ ଧରୁନି । କେହି କେହି ଏହାକୁ ସମର୍ଥନ କରୁଥିବା ବେଳେ କେହି କେହି ଏହାକୁ ତୀବ୍ର ସମାଲୋଚନା କରିବାକୁ ପଛାଉ ନାହାନ୍ତି। ଏବେ ଏହି ଫିଲ୍ମକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି…

ବକ୍ସ ଅଫିସରେ ଧମାଲ କରୁଛି ‘ଦ କେରଳ ଷ୍ଟୋରୀ’

ବକ୍ସ ଅଫିସରେ ‘ଦ କେରଳ ଷ୍ଟୋରୀ’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଟ୍ରେଲର ରିଲିଜ୍ ହେବା ପରେ ଚଳଚ୍ଚିତ୍ରଟି ବିବାଦ ଘେରକୁ ଆସିଥିଲା। ହେଲେ ଫିଲ୍ମର ରିଲିଜ୍ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଥିଲା। ସମସ୍ତ ବିବାଦ ପରେ ମଧ୍ୟ ଫିଲ୍ମ ୫…

ପୁଅ ନିର୍ଦ୍ଦେଶକ, ବାପା ଅଭିନେତା!

ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ। ଏବେ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ, ଏଥର ପର୍ସନାଲ ଲାଇଫ୍‌ ନୁହେଁ ବରଂ ପ୍ରୋଫେସନାଲ ଲାଇଫ୍‌କୁ ନେଇ । ଆର୍ଯ୍ୟନ୍ ତାଙ୍କର ପ୍ରଥମ ପ୍ରୋଜେକ୍ଟର କାମ ଆରମ୍ଭ କରିଛନ୍ତି। ଯେଉଁଥିରେ ସେ ତାଙ୍କ…

ବଡ଼ ପରଦାରେ ଅଜୟ-ଦୀପିକା ଯୋଡ଼ି

ଅଜୟ ଦେବଗନ ଏବଂ ରୋହିତ ଶେଟ୍ଟୀ ପୁଣି ଥରେ ରେକର୍ଡ କରିବାକୁ ପ୍ରସ୍ତୁତ ହେଉଛନ୍ତି। ୨୦୦୩ରେ ଡେବ୍ୟୁ ଫିଲ୍ମ ‘ଜମିନ’ ପରଠାରୁ ଅଭିନେତା-ନିର୍ଦ୍ଦେଶକ ଯୋଡ଼ି ଅନେକ ହିଟ୍‌ ଦେଇଛନ୍ତି। ‘ସିଂହମ’ ଏବଂ ‘ସିଂହମ ରିଟର୍ନସ’ର ସଫଳତା ପରେ ବର୍ତ୍ତମାନ ଅଜୟ ଦେବଗନ…

ଆତ୍ମହତ୍ୟା କଲେ କନ୍ନଡ଼ ଅଭିନେତା ଜେ ରାମ ସମ୍ପଥ୍‌

କନ୍ନଡ଼ ଅଭିନେତା ଜେ ରାମ ସମ୍ପଥ୍‌ଙ୍କ ଆତ୍ମହତ୍ୟା। କନ୍ନଡ଼ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ସମ୍ପଥ୍‌ ଜେ ରାମ ଶନିବାର ନେଲମଙ୍ଗଲାରେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୩୫ ବର୍ଷ ହୋଇଥିଲା। ଅଭିନେତାଙ୍କ ମୃତ୍ୟୁ ପରେ କନ୍ନଡ଼…

ରିଲିଜ ହେବାର ପ୍ରଥମ ଦିନରେ ବଡ଼ ପରଦାରେ ଧମାଲ କରୁଛି ‘କିସି କା ଭାଇ କିସି କି ଜାନ’

ରିଲିଜ୍ ହୋଇଯାଇଛି ସଲମନା ଖାନଙ୍କ ଚର୍ଚ୍ଚିତ ଏବଂ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’। ଫ୍ୟାନ୍ସ ବେଶ୍ ଉତ୍ସାହର ସହ ଏହି ଫିଲ୍ମର ଅପେକ୍ଷାରେ ଥିଲେ । ଇଦ୍ ଅବସରରେ ଆଜି ଏହି ସିନେମା ମୁକ୍ତିଲାଭ…

ମାଲକାନଗିରିରେ ପୁଷ୍ପାରାଜ; ଆରମ୍ଭ ହେଲା ପୁଷ୍ପା ପାର୍ଟ-୨ ସୁଟିଂ

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପୁଷ୍ପାର ପାର୍ଟ-୨ ସୁଟିଂ ଆରମ୍ଭ ହୋଇଛି। ଗତକାଲି ପୁଷ୍ପା ଫିଲ୍ମ ନିର୍ମାତା ସଂସ୍ଥାର ପୂରା ଟିମ୍ ତରାବୁ ଜଳ ପ୍ରପାତରେ ପହଞ୍ଚି ସୁଟିଂ କରିଛନ୍ତି। ସୁଟିଂ ପାଇଁ ପୂର୍ବରୁ ଅସ୍ଥାୟୀ ଘର ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି।ଜଙ୍ଗଲରେ…

ସଲମାନଙ୍କ ନୂଆ ଗାର୍ଲଫ୍ରେଣ୍ଡ!

ଅଭିନେତ୍ରୀ ପୂଜା ହେଗଡେ ‘କିସି କା ଭାଇ କିସି କି ଜାନ’ରେ ସଲମାନ ଖାନଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ। ଅନ୍ୟପକ୍ଷରେ ବି-ଟାଉନରେ ଦୀର୍ଘ ଦିନ ଧରି ରିୟଲ୍ ଲାଇଫରେ ଦୁହେଁ ଡେଟିଂ କରୁଥିବା ଗୁଜବ ହେଉଛି। ଯାହାକୁ ନେଇ…

ସୋସିଆଲ ମିଡିଆରେ ନିଆଁ ଲଗାଉଛି ‘ବ୍ଲଡି ଡାଡି’

ଶାହିଦ କପୁର କିଛି ଦିନ ତଳେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ବ୍ଲଡି ଡାଡି’ର ଘୋଷଣା କରିଥିଲେ। ଏଥିସହ ଏହି ଆକ୍ସନ ଫିଲ୍ମରୁ ନିଜ ପ୍ରଥମ ଲୁକ୍‌ ପୋଷ୍ଟର ଶେୟାର କରି ପ୍ରଶଂସକଙ୍କ ଉତ୍କଣ୍ଠା ବଢାଇ ଦେଇଥିଲେ। ଏବେ ଦର୍ଶକଙ୍କୁ ବଡ଼ ଉପହାର…

ଇଣ୍ଟରନେଟରେ ନିଆଁ ଲଗାଉଛି ‘ପୁଷ୍ପା ୨’ ପୋଷ୍ଟରର ଝଲକ

ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବେ ତାଙ୍କ ମୁଭି ‘ପୁଷ୍ପା ୨’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ୭ ଏପ୍ରିଲ ଅର୍ଥାତ୍‌ ଶୁକ୍ରବାର ଅଭିନେତା ଏହି ଫିଲ୍ମର ପୋଷ୍ଟରର ଝଲକ ଦେଖାଇଛନ୍ତି। ଏଥିରେ ଅଭିନେତାଙ୍କ ଖତରନାକ ଲୁକ ନଜର ଆସିଛି। ଏହାପରେ ଦେଖୁ ଦେଖୁ…