Thu. Oct 15th, 2026

Category: Trending

ଜାଣନ୍ତୁ କିଏ ଭାରତର ଧନୀ ମହିଳା ?

ସାଧାରଣତଃ ଭାରତ ସବୁଠାରୁ ଧନୀ ବ୍ୟକ୍ତି କହିଲେ, ମୁକେଶ ଅମ୍ବାନୀ, ଗୌତମ ଅଦାନୀଙ୍କ ପରି ଶିଳ୍ପପତିଙ୍କ ନାମ ମନକୁ ଆସେ। କିନ୍ତୁ ଭାରତର ସବୁଠାରୁ ଧନୀ ମହିଳା କିଏ ? ଏହାର ଉତ୍ତର ହେବ ସାବିତ୍ରୀ ଜିନ୍ଦଲ । ସେ ହେଉଛନ୍ତି…

“ଜେଲ ନୁହେଁ, ବେଲ”

ଅଦାଲତର ଫର୍ଦ୍ଦରେ ୧୯୭୭ ମସିହାରେ ଦିଆଯାଇଥିବା ମନ୍ତବ୳ର ପୁନରାବୃତ୍ତି ହୋଇଛି । ୧୯୭୭ ଏବଂ ୨୦୨୨ ର ବିଚାର ମଧ୍ୟରେ ସମାନତା ସ୍ପଷ୍ଟ ହୋଇଛି। ଚାରି ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ, ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଉଭୟ ବିଚାର ସମାନ ନୀତିକୁ…

ଆମେରିକା ଡଲାର ତୁଳନାରେ କମୁଛି ଭାରତୀୟ ମୁଦ୍ରାର ମୂଲ୳

ଭାରତୀୟ ମୁଦ୍ରାର ମୂଲ୳ ଲଗାତାର ହ୍ରାସ ପାଇବାରେ ଲାଗିଲାଣି। ସୋମବାର ଭାରତୀୟ ମୁଦ୍ରାରେ ୧ ଡଲାରର ମୂଲ୳ ୮୦ଟଙ୍କା ଥିଲା। ଯାହା କିଛି ସମୟ ପରେ ଖସି ଆସି ୭୯.୯୭ ଟଙ୍କା ହୋଇଥିଲା । କେନ୍ଦ୍ର ସରକାର ସୋମବାର ସଂସଦରେ ସ୍ୱୀକାର…

‘ଦି ଗ୍ରେ ମ୍ୟାନ’ ପାଇଁ ୧୬ ଶହ କୋଟି ଟଙ୍କା ନେବେ ଧନୁଷ

ବଲିଉଡ଼ ତାରକାଙ୍କ ହଲିଉଡ଼ ଡେବୁ୳ ଏକ ଟ୍ରେଣ୍ଡ ପାଲଟି ଗଲାଣି। ଏଇ ଯେମିତି ସୁପରଷ୍ଟାର ଧନୁଷ। ତାମିଲ ଓ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖ୳୲ତି ଅର୍ଜନ କରିବା ପରେ ଏବେ ହଲିଉଡ଼ରେ ନିଜ ଆକ୍ଟିଙ୍ଗର ଯାଦୁ ଦେଖାଇଛନ୍ତି ସୁପରଷ୍ଟାର ଧନୁଷ ।…

ଜିଏସଟିକୁ ନେଇ ଅର୍ଥମନ୍ତ୍ରୀଙ୍କ ସ୍ପଷ୍ଟୀକରଣ; ୧୪ଟି ଖୋଲା ସାମଗ୍ରୀରେ ଲାଗିବନି ଟ୍ୟାକ୍ସ

ଚର୍ଚ୍ଚାରେ ଜିଏସଟି ତାତି । ସରକାରଙ୍କ ନୂଆ ଜିଏସଟି ରିପୋର୍ଟରେ ସଂସଦ ଗରମ ହୋଇପଡିଛି। ବିରୋଧୀ ଦଳ ଏହାକୁ ନେଇ ଲଗାତାର ସରକାର ଉପରେ ଆକ୍ରମଣ ଜାରି ରଖିଥିବାବେଳେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିରେଧୀଙ୍କ ପ୍ରଶ୍ନ ର ଉତ୍ତର ରଖିଛନ୍ତି…

ବାଡି ଧରି ବିଦ୍ୟାଳୟ ଯାଉଛନ୍ତି ଦିବ୍ୟାଙ୍ଗ ମୋହନ ,ମିଳୁନି ସହାୟତା

ରିପୋର୍ଟ – ନିର୍ମଳ ବିଷୋୟୀ ନବରଙ୍ଗପୁର : ଦୁର୍ଗମ ଇଲାକାର ଜଣେ ଭିନ୍ନକ୍ଷମଙ୍କ ଦୁଃଖ କାହାଣୀ । ଭିନ୍ନକ୍ଷମଙ୍କ ପାଇଁ ସାତସପନ ପାଲଟିଛି ସରକାରୀ ସହାୟତା । ଆଧାର କାର୍ଡ ଥାଇ ମଧ୍ୟ୍ୟ ମିଳୁନି ମାସିକ ଭତ୍ତା। ଭିନ୍ନକ୍ଷମ ପୁଅ ସେବାରେ…

ବଢିବ ଏସିର ଦାମ

ଜୁଲାଇରୁ ବଦଳିବ ଏସିର ଏନର୍ଜି ରେଟିଂ। ଏସି ପାଇଁ ଦିଆଯାଉଥିବା ଷ୍ଟାର ରେଟିଂ ଆଉ ଗୋଟିଏ ସ୍ତରକୁ ବୃଦ୍ଧି ପାଇବ। ଫଳରେ ଯେଉଁମାନେ ନିକଟରେ ୫-ଷ୍ଟାର ରେଟିଂର ଏସି କିଣିଛନ୍ତି ସେସବୁକୁ ୪-ଷ୍ଟାର ବୋଲି ବିଚାର କରାଯିବ। ପ୍ରତିଟି ରେଟିଂ ଗୋଟିଏ…

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଅକୁହା କଥା

କଡ଼ାକଡ଼ି ହେବ ରାଷ୍ଟ୍ରପତି ଲଢେଇ। ଜୋରଦାର ହେବ ଯଶୱନ୍ତ-ଦ୍ରୌପଦୀ ଟକ୍କର। କିଏ ହେବ ଆଗାମୀ ରାଷ୍ଟ୍ରପତି? କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ସମ ନେଇ ଏବେ ରାଜନୈତିକ ମହଲରେ ଜେରଦାର ଚାଲିଛି ଗଣିତ କଷା। ବିରୋଧୀ ଯଶଓ୍ୱନ୍ତ ସିଂହ୍ନାଙ୍କ…

ଆଇସଲାଣ୍ଡ ବିଶ୍ୱର ଶାନ୍ତପ୍ରିୟ ଦେଶ

ବିଶ୍ୱର ସବୁଠାରୁ ଶାନ୍ତ ଦେଶ ଆଇସଲାଣ୍ଡ । ଗ୍ଲୋବାଲ ପିସ୍ ଇଣ୍ଡେକ୍ସ ୨୦୨୨ର ରିପୋର୍ଟରୁ ଏହା ଜଣାପଡିଛି । ରିପୋର୍ଟରେ ପ୍ରଥମ ସ୍ଥାନରେ ରହିଛି ଆଇସଲାଣ୍ଡ । ସେହିଭଳି ନ୍ୟୁଜିଲାଣ୍ଡ ଓ ଆୟାରଲାଣ୍ଡ ମଧ୍ୟ ଏହି ତାଲିକାରେ ରହିଛନ୍ତି । ନିକଟରେ…

ମହାକାଶରେ ତାରା ସୃଷ୍ଟି ହେଉଥିବା ଚମତ୍କାର ଦୃଶ୍ୟ

ମହାକାଶରେ ମହାଜାଗତିକ ଦୃଶ୍ୟକୁ ନେଇ ସବୁବେଳେ ଉତ୍କଣ୍ଠା ଲାଗି ରହୁଥିବା ବେଳେ ଏବେ ଆଉ ଏକ ଖବର ସଭିଙ୍କ ଉତ୍ସାହ ନିଶ୍ଚୟ ବଢାଇ ଦେବ। ସବୁ ଦିନ ଆକାଶରେ ମିଞ୍ଜି ମିଞ୍ଜି ହୋଇ ତାରାମାନେ ଦେଖାଯାଆନ୍ତି। ଆଉ ବିଜ୍ଞାନ ହିସାବରେ ସୂର୍ଯ୍ୟଠାରୁ…