ପୁଣି ଭାରତର ସ୍ବର୍ଗ କାଶ୍ମୀରକୁ ଫେରିଛି ପର୍ଯ୳ଟନର ବାଟ
ଶାନ୍ତ ହୋଇଯାଇଛି ପରିବେଶ । ଚୁପ୍ ହୋଇଯାଇଛନ୍ତି ବନ୍ଧୁକ ଓ ତୋପ। ଫେବୃଆରୀ ୨୦୨୦ ରେ ଭାରତ ଏବଂ ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି ହେବା ପରଠାରୁ କାଶ୍ମୀର ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ପାଇଁ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି) ନିକଟରେ…
ଶାନ୍ତ ହୋଇଯାଇଛି ପରିବେଶ । ଚୁପ୍ ହୋଇଯାଇଛନ୍ତି ବନ୍ଧୁକ ଓ ତୋପ। ଫେବୃଆରୀ ୨୦୨୦ ରେ ଭାରତ ଏବଂ ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି ହେବା ପରଠାରୁ କାଶ୍ମୀର ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ପାଇଁ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି) ନିକଟରେ…
ଭାରତର ଅନ୳ତମ ପ୍ରାକୃତିକ ସୌନ୍ଦର୍ଯ୳ରେ ଭରପୁର ସ୍ଥାନ ହେଉଛି ନୈନିତାଲ। ମାତ୍ର ଦିନକୁ ଦିନ ଏହି ସୌନ୍ଦର୍ଯ୳ ଉପରେ ବିପଦ ଦେଖାଦେଉଛି। ମୌସୁମୀ ଆରମ୍ଭ ହେବା ସହିତ ଉତ୍ତରପ୍ରଦେଶରେ ମଧ୍ୟ ଭୂସ୍ଖଳନ ଦ୍ରୁତ ଗତିରେ ବଢୁଛି। ଏହା ସହ ନୈନିତାଲରେ ମଧ୍ଯ…
ସାରା ଦେଶରେ ଏବେ ଗୋଟିଏ ନାଁର ଚର୍ଚ୍ଚା ଚାଲିଛି। ସଭିଙ୍କ ମୁହଁରେ ଦ୍ରୌପଦୀ । ଦେଶର ପଞ୍ଚଦଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିଭିନ୍ନ କଥା ସାମ୍ନାକୁ ଆସୁଛି। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ହେବା ପୂର୍ବରୁ ସେ…
ଯଦି ଆପଣ ମଧ୍ୟ ମୋବାଇଲ୍ ସହ ନିଜ ଛୋଟ ପିଲାଙ୍କୁ ଖେଳିବାକୁ ଛାଡୁଛନ୍ତି, ତେବେ ସତର୍କ ରୁହନ୍ତୁ । ଖେଳ ସହ ଆପଣ ତାଙ୍କୁ ଆଖି ରୋଗ, ମେଦବହୁଳତା, ମଧୁମେହ, ଉଚ୍ଚ ରକ୍ତଚାପ, ଚିଡଚିଡା ସହିତ ଅଳ୍ପ ବୟସରେ ଅଧିକ ରୋଗ…
କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ଏକଥା ସତ ହୋଇଛି ରାଜସ୍ଥାନର ରେଶମାଙ୍କ ଘରେ। ବିବାହର ବହୁ ବର୍ଷ ପରେ କୋଳଟି ଫାଙ୍କା ପଡିଥିବାରୁ ସବୁବେଳେ କାନ୍ଦି କାନ୍ଦି ଦିନ ବିତାନ୍ତି। ତେବେ ଏକା ସାଙ୍ଗରେ ୫ଟି…
କାରଗିଲ ବିଜୟ ଦିବସ ଅବସରରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏକ ବଡ ଘୋଷଣା କରିଛନ୍ତି । ଦେଶର ୩ ସେନାଙ୍କ ମଧ୍ୟରେ ସମନ୍ୱୟ ଲାଗି କେନ୍ଦ୍ର ସରକାର ଏକ ମିଳିତ ଥିଏଟର କମାଣ୍ଡ ସ୍ଥାପନା କରିବାକୁ ଯାଉଛନ୍ତି । ସେ…
ସାଧାରଣତଃ ଝରଣା କହିଲେ ଆମେ ଜାଣିଛେ ପାହାଡ଼ ମଧୁର ଜଳର ନିମ୍ନଗାମୀ ସ୍ରୋତ। ମାତ୍ର ଭାରତରେ ଏମିତି ଏକ ଝରଣା ଅଛି ଯେଉଠିଁ ପାଣିର ସ୍ରୋତ ଦିଗ ବିପରୀତ। ଏହାର ଅର୍ଥ, ଏହି ଝରଣାରେ ଜଳ ତଳୁ ଉପରକୁ ପ୍ରବାହିତ ହୋଇଥାଏ।…
ପଶ୍ଚିମବଙ୍ଗ ଶିଳ୍ପମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଏକ ଟିମ୍ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ତାଙ୍କ କୋଲକାତା ସ୍ଥିତ ବାସଭବନରୁ ଗିରଫ କରିଛି । ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ(ଏସଏସସି) ନିଯୁକ୍ତି ଦୁର୍ନୀତି ମାମଲାରେ ସେ ଗିରଫ…
( ନବରଙ୍ଗପୁର ) : ଦିବ୍ୟାଙ୍ଗ ମୋହନଙ୍କୁ ପ୍ରଶାସନ ତରଫରୁ ମିଳିଲା ଟ୍ରାଏ ସାଇକେଲ | ଆଜି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା ମୋହନଙ୍କୁ ଏହି ଟ୍ରାଏ ସାଇକେଲ ପ୍ରଦାନ କରିଥିଲେ | ମୋହନ…
ଓଡିଶାର ୪୩.୫୨ ଲକ୍ଷ ପରିବାରକୁ ଜଳ ଜୀବନ ମିଶନ ଯୋଜନାରେ ଟ୍ୟାପ ପାଣି ଯୋଗାଇ ଦିଆଯାଇଛି । ପାନୀୟଜଳ ଯୋଗାଣ ନେଇ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହଲାଦ ସିଂହ ପଟେଲ ଏହି ସୂଚନା…