Sat. Oct 17th, 2026

Category: Trending

ପ୍ରଥମେ ଭୋଟ ଦେଇ ଲୋକଙ୍କୁ ସଚେତନ କରାଇଲେ ଯୋଗୀ ଆଦିତ୍ୟନାଥ

ଭୋଟ ଦେଲେ ଯୋଗୀ ଆଦିତ୍ୟନାଥ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଦିନ ମ୍ୟୁନିସିପାଲିଟି ନିର୍ବାଚନରେ ​​’ପ୍ରଥମେ ମତଦାନ ପରେ ଜଳପାନ’ ମନ୍ତ୍ର ଅନୁସରଣ କରି ଗୋରଖନାଥରେ ଥିବା ଇଂରାଜୀ ମଧ୍ୟମ ପ୍ରାଥମିକ ବିଦ୍ୟାଳୟରେ ମତଦାନ କରିଥିଲେ। ସକାଳ ସମୟରେ ମତଦାନ କେନ୍ଦ୍ରର…

ଶ୍ରୀମନ୍ଦିରରେ ଶ୍ରୀ ନୃସିଂହ ଜନ୍ମ ନୀତି ପାଳିତ

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ। ତାଙ୍କଠାରୁ ସବୁ ଅବତାର ଆବିର୍ଭୂତ ହୋଇ ଯୁଗେ ଯୁଗେ ବିବିଧ ଲୀଳାମାନ ବିସ୍ତାର କରି ପୁନଶ୍ଚ ତାଙ୍କରିଠାରେ ଲୀନ ହୋଇଥାନ୍ତି ବୋଲି ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି। ସେହି ସ୍ମୃତିରେ ପ୍ରତିବର୍ଷ ଶୁକ୍ଳ ଚତୁର୍ଦ୍ଦଶୀରେ ବଡ଼ଦେଉଳରେ…

ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଚଳିତ ବର୍ଷ ରଥଯାତ୍ରା ଜୁନ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଦେବସ୍ନାନ ପୂର୍ଣ୍ଣିମା ଜୁନ ୪ ତାରିଖରେ ଅନୁଷ୍ଠିତ ହେବ। ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା।…

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ମୈଦାନରେ ହେଭିୱେଟ ନେତା

କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ରହିଲା। ଏତିକି ବେଳେ ପ୍ରମୁଖ ରାଜନୈତିକ ଦଳ ଗୁଡିକ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏଥିରୁ ବାଦ ପଡିନାହାଁନ୍ତି। ଦକ୍ଷିଣ କନ୍ନଡ ଜିଲ୍ଲାରେ ଏକ ଜନ…

ବିଶ୍ୱ ପାଳୁଛି ପ୍ରେସ ସ୍ୱାଧୀନତା ଦିବସ

ସାମ୍ବାଦିକତାକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଏ ! ଏହା ଏକ ବିପଦପୂର୍ଣ୍ଣ କାମ ! କାରଣ ଅନେକ ସମୟରେ ସାମ୍ବାଦିକ ମାନେ ଆକ୍ରୋଶ ଓ ଆକ୍ରମଣର ଶିକାର ହୁଅନ୍ତି ! ଏହାର ଅନେକ ଉଦାହରଣ ମଧ୍ୟ ସମଗ୍ର ବିଶ୍ୱରେ ରହିଛି !…

ମାଡ଼ି ଆସୁଛି ବାତ୍ୟା!

ମେ’ ମାସରେ ଓଡିଶା ପାଇଁ ବଢିଛି ବାତ୍ୟାର ଭୟ । ଦକ୍ଷିଣ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଏକ ଲଘୁଚାପ, ଯାହା ଆଗକୁ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଏବେଠୁ ଇସାରା କରୁଛନ୍ତି । ତେବେ ଏହି ବାତ୍ୟା ଆନ୍ଧ୍ର-ଓଡିଶା…

ଫେକ୍ କଲ୍ ରେ ଲାଗିବ ରୋକ; ‘ଟ୍ରାଇ’ର ବଡ଼ ସଂଶୋଧନ ନିଷ୍ପତ୍ତି

ମୋବାଇଲ ଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖୁସି ଖବର। ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) କଲିଂ ନିୟମକୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି। ନୂଆ ନିୟମ ସହ , ଟ୍ରାଇ ସ୍ପାମ୍‌କଲ୍‌ ଓ ଏସଏମଏସ୍‌ ଉପର ରୋକ୍ ଲଗେଇବାକୁ ଏକ…

ମୋଦିଙ୍କ ମନରେ ଡି. ପ୍ରକାଶ ରାଓଙ୍କ କଥା

ମୋଦିଙ୍କ ମନ୍ କୀ ବାତ୍ ରେ ଓଡ଼ିଆ ତା ବିକାଳୀ ଯେ କଥା। ଗରିବ ପିଲାଙ୍କ ଶିକ୍ଷା ପାଇଁ ଅଭିଯାନ ଚଳାଇଥିବା ଓଡ଼ିଶାର କଟକ ସହରର ଚା ବି‌କ୍ରେତା ସ୍ବର୍ଗତ ଡି. ପ୍ରକାଶ ରାଓଙ୍କ କଥା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ…

ଅଜିତ କୁମାର ମହାନ୍ତିଙ୍କୁ ଆଟୋମିକ୍ ଏନର୍ଜି କମିଶନର ଅଧ୍ୟକ୍ଷ ଦାୟିତ୍ଵ

ଜାତୀୟ ସ୍ତରରେ ଚମକିଲେ ଆଉ ଜଣେ ଓଡ଼ିଆ। ଜାତୀୟ ସ୍ତରରେ ଆଉ ଜଣେ ଓଡ଼ିଆଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ । ଭାବା ଆଟୋମିକ୍ ଏନର୍ଜି କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଡକ୍ଟର ଅଜିତ କୁମାର ମହାନ୍ତି । ଏହା ସହ ସେ…

ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ପାଳିବା ବଡ଼ ଦେଉଳ

ଆଜି ବୈଶାଖ ଶୁକ୍ଳ ଅଷ୍ଟମୀ ତିଥି ବା ନିଳାଦ୍ରୀ ମହୋଦୟାଷ୍ଟମୀ । ଆଜି ହେଉଛି ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ଅଟେ। ଏହି ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମନ୍ଦିରରେ ପ୍ରତିଷ୍ଠା ହୋଇଥିଲେ ଏବଂ ଶ୍ରୀ ବିଗ୍ରହ ମାନଙ୍କୁ ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମ ଲୋକ…