ପ୍ରଥମେ ଭୋଟ ଦେଇ ଲୋକଙ୍କୁ ସଚେତନ କରାଇଲେ ଯୋଗୀ ଆଦିତ୍ୟନାଥ
ଭୋଟ ଦେଲେ ଯୋଗୀ ଆଦିତ୍ୟନାଥ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଦିନ ମ୍ୟୁନିସିପାଲିଟି ନିର୍ବାଚନରେ ’ପ୍ରଥମେ ମତଦାନ ପରେ ଜଳପାନ’ ମନ୍ତ୍ର ଅନୁସରଣ କରି ଗୋରଖନାଥରେ ଥିବା ଇଂରାଜୀ ମଧ୍ୟମ ପ୍ରାଥମିକ ବିଦ୍ୟାଳୟରେ ମତଦାନ କରିଥିଲେ। ସକାଳ ସମୟରେ ମତଦାନ କେନ୍ଦ୍ରର…