Category: Popular
ସ୍ନାନ ମଣ୍ଡପରେ ରକ୍ତଛିଟା, ପୁଣି ହେଲା ମହାସ୍ନାନ
ଆଜି ଦେବସ୍ନାନ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିରରେ ବଡ଼ ଅଘଟଣ ଘଟିଛି। ସ୍ନାନ ମଣ୍ଡପ ଚକଡ଼ାରେ ରକ୍ତ ଛିଟା ପଡ଼ିଥିବା ଜଣେ ଜେଟିପି ଦେଖିଥିଲେ। କୌଣସି ସେବାୟତଙ୍କ ଠାରୁ ଏହି ରକ୍ତ ଛିଟା ଲାଗିଥିବା ଆଶଙ୍କା [more…]
ଫୋନରେ କଥା ହେଲେ ମୋଦି-ନବୀନ
ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଯାତ୍ରୀମାନଙ୍କର ଜୀବନ ରକ୍ଷା କରିବା ଲାଗି ଯଥାସମ୍ଭବ ଉଦ୍ୟମ ଚାଲିଥିବା କଥା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍ କରି [more…]
କାଲି ସ୍ନାନ ପୂର୍ଣ୍ଣିମା; ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ
ଆସନ୍ତାକାଲି ସକାଳେ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ । ପବିତ୍ର ଦେବସ୍ନାନ ପୁର୍ଣ୍ଣିମାରେ ସ୍ନାନବେଦୀରେ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବେ ତିନି ଠାକୁର । ଏହି ଅବସରରେ [more…]
ଟ୍ରେନରେ କାହିଁକି ରହିଥାଏ କବଚ?
ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ବରରେ ଦୁର୍ଘଟଣାଗ୍ରସ୍ତ ହେବା ସମୟରେ ୧୨୮୪୧-ଶାଲିମାର୍-ଚେନ୍ନାଇ କରମଣ୍ଡଳ ସୁପର୍ଫାଷ୍ଟ୍ ଏକ୍ସ୍ପ୍ରେସ୍ ଘଣ୍ଟାପ୍ରତି ୧୨୮ କିଲୋମିଟର୍ ଓ ୧୨୮୬୪- ସାର୍ ଏମ୍. ବିଶ୍ବେଶ୍ବରାୟ ଟର୍ମିନାଲ୍-ହାୱଡ଼ା ସୁପର୍ଫାଷ୍ଟ୍ ଏକ୍ସପ୍ରେସ ୧୨୬ କିଲୋମିଟର୍ ବେଗରେ ଚାଲୁଥିଲା [more…]
୪୨ ବର୍ଷର ଦୁର୍ଘଟଣା ଇତିହାସ
ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ବାହାନଗା ଷ୍ଟେସନ ନିକଟରେ କରୋମଣ୍ଡଳ ଏକ୍ସପ୍ରେସ ଏବଂ ମାଲବାହୀ ଟ୍ରେନ୍ ଧକ୍କା ହେବା ଫଳରେ ହଜାର [more…]
ସ୍ଥିତି ପରଖିଲେ ମମତା ବାନାର୍ଜୀ
ଭୟଙ୍କର ଟ୍ରେନ ଟ୍ରାଜେଡ଼ିର ସ୍ଥିତି ପରଖିବାକୁ ଘଟଣାସ୍ଥଳରେ ପହଂଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକ, ଆହତ ଓ ପୀଡ଼ିତଙ୍କ ଲାଗି ସହାୟତା ରାଶି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ [more…]
ଦୁର୍ଘଟଣାସ୍ଥଳରେ ମୋଦି
ବାହାନଗା ରେଳ ଦୁର୍ଘଟଣାର ସ୍ଥିତି ସମୀକ୍ଷା କରିବା ପାଇଁ ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବାଲେଶ୍ୱର ବାହାନଗା ଦୁର୍ଘଟଣାସ୍ଥଳକୁ ଯାଇ ସେଠାକାର ଗ୍ରାଉଣ୍ଡ ଜିରୋର ସ୍ଥିତିକୁ ଖୋଦ ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ । [more…]
ଗତ ୧୫ ବର୍ଷର ଭୟଙ୍କର ଟ୍ରେନ ଦୁର୍ଘଟଣା
ବାଲେଶ୍ୱରରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ପାଖାପାଖି ୩୦୦ ଜଣଙ୍କର ଜୀବନ ନେଇସାରିଥିବା ବେଳେ ୯୦୦ରୁ ଉଦ୍ଧ୍ୱର୍ ଲୋକେ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ତେବେ ଓଡ଼ିଡାରେ ଏପରି ଭୟାନକ ଦୁର୍ଘଟଣା [more…]