ବାଦୁଡ଼ି ନୁହେଁ ଏହି ପଶୁଠାରୁ ସୃଷ୍ଟି ହୋଇଥିଲା କୋଭିଡ଼୍
ଚାଇନାର ଉହାନ ମାର୍କେଟରୁ ରାକୁନ୍ ନାମକ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ଲୋମଶ କୁକୁରଠାରୁ ମାରାତ୍ମକ କୋଭିଡ୍-୧୯ ମହାମାରୀର ଉତ୍ପତ୍ତି ହୋଇଥିଲା ବୋଲି ଭୂତାଣୁ ବିଶେଷଜ୍ଞମାନଙ୍କର ଏକ ଅନ୍ତର୍ଜାତୀୟ ଟିମ୍ ଜାଣିବାକୁ ପାଇଛନ୍ତି। ମହାମାରୀକୁ ୩ ବର୍ଷ ହୋଇଥିବାବେଳେ ଏହାର ଉତ୍ପତ୍ତି ସମ୍ପର୍କରେ…
ଓସ୍କାର ସଫଳତାରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଆନ୍ତର୍ଜାତୀୟ ସ୍ତରରେ ନାଁ ରଖିଛି ଭାରତ। ଓସ୍କାର ରେସରେ ହାତେଇଛି ସଫଳତା। ନାଟୁ ନାଟୁ ଗୀତକୁ ଓସ୍କାର ମିଳିବା ପରେ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମ୍ୟୁଜିକ କମ୍ପୋଜର, ଲିରିସିଷ୍ଟ, ନିର୍ଦ୍ଦେଶକ ଓ ପୁରା ଟିମ୍କୁ ଶୁଭକାମନା…
ପବନରୁ ବିଜୁଳି କରିବ ଏନ୍ଜାଇମ୍; ବୈଜ୍ଞାନିକ କଲେ ଖୋଜ୍
ଭବିଷ୍ୟତର ବିଜୁଳି ସଙ୍କଟକୁ ଏଡାଇବା ପାଇଁ ବିଶ୍ବର ଦେଶମାନେ ନୂତନ ଉତ୍ସ ଏବଂ ଶକ୍ତି ବିକଳ୍ପ ଆଡକୁ ମୁହାଁଉଛନ୍ତି। ଋଷ-ୟୁକ୍ରେନ ଯୁଦ୍ଧରେ ବିଶ୍ବର ଅନେକ ଦେଶ ଶକ୍ତି ସଙ୍କଟର ସମ୍ମୁଖୀନ ହୋଇଥିଲେ। ଭବିଷ୍ୟତରେ ଏଭଳି ପରିସ୍ଥିତିକୁ ଏଡାଇବା ପାଇଁ ବିଶ୍ବର ବିଭିନ୍ନ…
କ’ଣ ହେବ ଯଦି ଉଜ୍ଜ୍ୱଳ ସୂର୍ଯ୍ୟ ସବୁଦିନ ପାଇଁ ଅସ୍ତ ହୁଅନ୍ତି?
ଆକାଶରେ ଝଲସୁଥିବା ସୂର୍ଯ୍ୟ ଦିନରେ ଆମକୁ ଆଲୋକ ଦେଇଥାଏ। ଥରେ କଳ୍ପନା କରନ୍ତୁ ଯଦି ରାତି ପରେ ଦିନ ନଥାନ୍ତା ତେବେ କ’ଣ ହେବ? ଯଦି ଉଜ୍ଜ୍ୱଳ ସୂର୍ଯ୍ୟ ସବୁଦିନ ପାଇଁ ଅସ୍ତ ହୁଅନ୍ତି? ଯଦି ସୂର୍ଯ୍ୟ କେବେ ଉଦୟ କିମ୍ବା…
ଉନ୍ନତ ସହ ଆତ୍ମନିର୍ଭରଶୀଳ ହେବ ଗୋଶାଳା; ସରକାରଙ୍କ ନୂଆ ମଡେଲ
ଉତ୍ତରପ୍ରଦେଶର ଗାଈ ଗୋରୁମାନଙ୍କୁ ଉନ୍ନତ ଆଶ୍ରୟ ଦେବା ପାଇଁ ଯୋଗୀ ସରକାର ଟିପିପି ମଡେଲରେ ନିର୍ମିତ ଆଶ୍ରୟସ୍ଥଳ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। କେବଳ ଏତିକି ନୁହେଁ, ସରକାର ମଧ୍ୟ ସେମାନଙ୍କର ରୋଜଗାର ପାଇଁ ଗାଈ ଆଶ୍ରୟସ୍ଥଳୀକୁ ଆତ୍ମନିର୍ଭରଶୀଳ କରିବେ। କୃଷକମାନେ…
ଗୋଟିଏ ମଂଚରେ ମୋଦୀ-କପିଲ୍!
ପପୁଲାର କମେଡି ଶୋ ‘ଦ କପିଲ୍ ଶର୍ମା ଶୋ’ରେ ଅତିଥି ଭାବେ ନଜର ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏ ସଂପର୍କିତ ଖବର ଉପରେ ନିଜେ ଖୁଲାସା କରିଛନ୍ତି କମେଡିୟାନ ତଥା ଅଭିନେତା କପିଲ୍ ଶର୍ମା। ସେ ନିଜ ଶୋକୁ ଆସିବା…