Sun. Nov 29th, 2026

Category: Popular

ବଢୁଛି କୁସ୍ତିଯୋଦ୍ଧାଙ୍କ ସମର୍ଥନ, ବିରୋଧରୁ ଦେବେନି ପଛଘୁଞ୍ଚା!

ନ୍ୟାୟ ପାଇଁ ନୂଆଦିଲ୍ଲୀ ଯନ୍ତରମନ୍ତରରେ ଲଢ଼େଇ କରୁଛନ୍ତି ଦେଶର ଷ୍ଟାର କୁସ୍ତିଯୋଦ୍ଧାମାନେ। ଦିନ ଗଡ଼ିବା ସହିତ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି। ଅନ୍ୟପଟେ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ ରେଳ ବିଭଗର ଓଏସଡି ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି।ତାଙ୍କ ସହ…

ଥମୁନି କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ କୃଷକ ନେତା ଏକ ଦିନିଆ ପ୍ରତୀକାତ୍ମକ ଭୋକ ଉପାସରେ ବସିଥିବା ଲାଡୋ ସାରାଇ କାଉନସିଲର ରାଜୀବ ଚୌଧୁରୀଙ୍କୁ ଜୁସ୍ ଦେଇ ଭାଙ୍ଗିଲେ ଅନସନ। କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବା ପାଇଁ ସକାଳୁ ଗୋଟିଏ ଦିନିଆ ଭୋକ ଉପାସରେ ବସିଥିଲେ କାଉନସିଲର…

ଟ୍ରେନ ଟ୍ରାଜେଡି ହେବ ବୋଲି ଆଗରୁ ଜାଣିଥିଲେ ବାଗେଶ୍ୱର ବାବା!

ଓଡିଶାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ବାବା ବାଗେଶ୍ୱର ଧାମର ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ଏହି ଘଟଣାକୁ ମନକୁ ଦୁଃଖ ଦେଇଛି, ଯନ୍ତ୍ରଣା ଦେଇଛି। ଆମେ ପ୍ରଥମ ପ୍ରାର୍ଥନା କରିବୁ ଯେ…

ସ୍ନାନ ମଣ୍ଡପରେ ରକ୍ତଛିଟା, ପୁଣି ହେଲା ମହାସ୍ନାନ

ଆଜି ଦେବସ୍ନାନ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିରରେ ବଡ଼ ଅଘଟଣ ଘଟିଛି। ସ୍ନାନ ମଣ୍ଡପ ଚକଡ଼ାରେ ରକ୍ତ ଛିଟା ପଡ଼ିଥିବା ଜଣେ ଜେଟିପି ଦେଖିଥିଲେ। କୌଣସି ସେବାୟତଙ୍କ ଠାରୁ ଏହି ରକ୍ତ ଛିଟା ଲାଗିଥିବା ଆଶଙ୍କା କରାଯାଉଛି। ତେବେ ରକ୍ତ ଛିଟା ପଡ଼ିଥିବାରୁ…

ଫୋନରେ କଥା ହେଲେ ମୋଦି-ନବୀନ

ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଯାତ୍ରୀମାନଙ୍କର ଜୀବନ ରକ୍ଷା କରିବା ଲାଗି ଯଥାସମ୍ଭବ ଉଦ୍ୟମ ଚାଲିଥିବା କଥା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଛନ୍ତି। ସଂକ୍ଷେପରେ…

କାଲି ସ୍ନାନ ପୂର୍ଣ୍ଣିମା; ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ

ଆସନ୍ତାକାଲି ସକାଳେ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ । ପବିତ୍ର ଦେବସ୍ନାନ ପୁର୍ଣ୍ଣିମାରେ ସ୍ନାନବେଦୀରେ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବେ ତିନି ଠାକୁର । ଏହି ଅବସରରେ ମହାପ୍ରଭୁ ହାତୀବେଶ ବା ଗଜାନନ ବେଶରେ…

ଆସିଲା ପ୍ରାଥମିକ ରିପୋର୍ଟ; ସିଗ୍ନାଲ ଫେଲ ପାଇଁ ଘଟିଛି ଦୁର୍ଘଟଣା

ଟ୍ରେନ ଟ୍ରାଜେଡିକୁ ୨୪ ଘଣ୍ଟା ନ ପୁରୁଣୁ ପ୍ରାଥମିକ ରିପୋର୍ଟ ସାମ୍ନାକୁ ଆସିଛି। ମିଳିତ ତଦନ୍ତକାରୀ ଟିମ ତା’ର ପ୍ରାଥମିକ ରିପୋର୍ଟରେ ସିଗ୍ନାଲ ଫେଲ ଯୋଗୁ ଏତେ ବଡ଼ ଘଟଣା ଘଟିଥିବା କହିଛି।ରିପୋର୍ଟରେ କୁହାଯାଇଛି ଯେ ମୁଖ୍ୟ ଲାଇନ ୧୨୮୪୧ ପାଇଁ…

ଟ୍ରେନରେ କାହିଁକି ରହିଥାଏ କବଚ?

ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ବରରେ ଦୁର୍ଘଟଣାଗ୍ରସ୍ତ ହେବା ସମୟରେ ୧୨୮୪୧-ଶାଲିମାର୍-ଚେନ୍ନାଇ କରମଣ୍ଡଳ ସୁପର୍ଫାଷ୍ଟ୍ ଏକ୍ସ୍ପ୍ରେସ୍ ଘଣ୍ଟାପ୍ରତି ୧୨୮ କିଲୋମିଟର୍ ଓ ୧୨୮୬୪- ସାର୍ ଏମ୍. ବିଶ୍ବେଶ୍ବରାୟ ଟର୍ମିନାଲ୍-ହାୱଡ଼ା ସୁପର୍ଫାଷ୍ଟ୍ ଏକ୍ସପ୍ରେସ ୧୨୬ କିଲୋମିଟର୍ ବେଗରେ ଚାଲୁଥିଲା ବୋଲି ‘ଡିଏମ୍ଓ’ ଅଧିକାରୀମାନେ କହିଛନ୍ତି। ଏହାଛଡ଼ା,…

୪୨ ବର୍ଷର ଦୁର୍ଘଟଣା ଇତିହାସ

ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ବାହାନଗା ଷ୍ଟେସନ ନିକଟରେ କରୋମଣ୍ଡଳ ଏକ୍ସପ୍ରେସ ଏବଂ ମାଲବାହୀ ଟ୍ରେନ୍ ଧକ୍କା ହେବା ଫଳରେ ହଜାର ହଜାର ଲୋକ ଆହତ ହୋଇଥିବା ବେଳେ…

ସ୍ଥିତି ପରଖିଲେ ମମତା ବାନାର୍ଜୀ

ଭୟଙ୍କର ଟ୍ରେନ ଟ୍ରାଜେଡ଼ିର ସ୍ଥିତି ପରଖିବାକୁ ଘଟଣାସ୍ଥଳରେ ପହଂଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକ, ଆହତ ଓ ପୀଡ଼ିତଙ୍କ ଲାଗି ସହାୟତା ରାଶି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ଦୁର୍ଘଟଣାରେ…